ଷ୍ଟୁପିଡ! ଷ୍ଟୁପିଡ! ଷ୍ଟୁପିଡ!, ଗାଭାସ୍କରଙ୍କୁ କପି କଲେ ପନ୍ତ, ରାଗିଗଲେ ପ୍ରଶଂସକ
ନୂଆଦିଲ୍ଲୀ,୧୮।୩: କିଛି ସମୟ ପୂର୍ବରୁ, ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିଲା, ଯେଉଁଠାରେ ମ୍ୟାଚର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭୁଲ ସଟ ଖେଳି ରିଷଭ ପନ୍ତ ଆଉଟ ହୋଇଥିଲେ। ସୁନୀଲ ଗାଭାସ୍କରଙ୍କ କ୍ରିକେଟ ପ୍ରତି ପ୍ରେମ ଲୁଚି ରହିନାହିଁ,…
କ’ଣ ଯେ କେହି ବି କିଣିପାରିବେ IPL ଟିମ୍, ଜାଣନ୍ତୁ କେତେ ଟଙ୍କା ନିବେଶ କରିବାକୁ ପଡେ
ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର 18ତମ ସିଜିନ 22 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆପଣଙ୍କୁ କହିରଖୁଛୁ ଯେ, IPL ହେଉଛି କ୍ରିକେଟ…
ଧୋନୀଙ୍କ ଲମ୍ବା କେଶ ବାଲା ‘ଆନିମଲ’ଲୁକ ମନ କିଶୁଛି ଦର୍ଶକଙ୍କର, ୟୁଜର୍ସ କହିଲେ ଫେଲ ମାରିଲେ ରଣବୀର, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଲିଗର ୧୮ତମ ସିଜିନ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି। ପ୍ରଶଂସକମାନେ ସେମାନଙ୍କର ପ୍ରିୟ କ୍ରିକେଟରଙ୍କୁ ପୁଣି ଥରେ ଦେଖିବା ପାଇଁ ବ୍ୟାକୁଳ। ସମସ୍ତ…
ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେନି ହାର୍ଦ୍ଦିକ ପାଣ୍ଡ୍ୟା, ପ୍ଲେଇଂ ୧୧ରେ ବି ମିଳିବନି ସ୍ଥାନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯିବ। ଏହି ସିଜିନରେ, ମୁମ୍ବାଇ ଇଣ୍ଡିଆନ୍ସ ଦଳ ମାର୍ଚ୍ଚ ୨୩ରେ…
ପାକିସ୍ତାନ କ୍ରିକେଟ ଆହୁରି ତଳକୁ ଯିବ: ଏଭଳି ଚେତାବନୀ ଦେଲେ ଇଞ୍ଜାମାମ
ଇସଲାମାବାଦ,୧୮ା୩: ପାକିସ୍ତାନ କ୍ରିକେଟର ସ୍ତର ନିମ୍ନଗାମୀ ହେଉଥିବା ବେଳେ ଏହାକୁ ନେଇ ପୂର୍ବତନ ଅଧିନାୟମ ଇଞ୍ଜାମାମ-ଉଲ-ହକ ଚିନ୍ତା ବ୍ୟକ୍ତ କରିଛନ୍ତି। ତାଙ୍କ ମତରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନେତୃତ୍ୱରେ ବାରମ୍ବାର ପରିବର୍ତ୍ତନ ଓ ଖରାପ ନିଷ୍ପତ୍ତି ଯୋଗୁ ପାକିସ୍ତାନ କ୍ରିକେଟର…
IPLରେ ଅମ୍ପାୟାରଙ୍କୁ ମିଳେ ଏତିକି ଦରମା, ଗୋଟିଏ ସିଜିନ୍ରୁ ହୁଏ ଲକ୍ଷ ଲକ୍ଷ ରୋଜଗାର
ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସିଜିନରେ, ୬ ଜଣ ଖେଳାଳି ଏପରି ହେବେ ଯେଉଁମାନେ ୨୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଦରମା ପାଇବେ। ଲକ୍ଷ୍ନୌ ସୁପରଜାଏଣ୍ଟସ ଏଥର…
IPL 2025 ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି ୧୩ ବର୍ଷୀୟ କ୍ରିକେଟର୍: କୋଚ ଆଶ୍ଚର୍ଯ୍ୟ
ଜୟପୁର,୧୮।୩: IPL 2025 ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ ସମୟ ବାକି ଅଛି। ୧୮ତମ ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଖେଳାଯିବ। ଏହା ପୂର୍ବରୁ, ଏକ ଉଦଘାଟନୀ ଉତ୍ସବ ମଧ୍ୟ ହେବ, ଯେଉଁଥିରେ ବଲିଉଡ ସ୍ବାଦ ରହିବ।…
IPL 2025ରେ ଭାଙ୍ଗିପାରେ ବିରାଟ କୋହଲିଙ୍କ ‘୯୭୩’ ବାଲା ରେକର୍ଡ
ନୂଆଦିଲ୍ଲୀ,୧୮।୩: ବିଶ୍ୱର ସବୁଠାରୁ ଧନୀ ଫ୍ରାଞ୍ଚାଇଜ ଲିଗ IPLର ୧୮ତମ ସିଜିନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ନୂଆ ସିଜିନ ସହିତ, ଏହା ନିଶ୍ଚିତ ଯେ ଅନେକ ପୁରୁଣା ରେକର୍ଡ ଭାଙ୍ଗିଯିବ, ଯେତେବେଳେ ଅନେକ ନୂତନ ରେକର୍ଡ ମଧ୍ୟ ସୃଷ୍ଟି…
ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପଡିଲା ଭାରି: କାଙ୍ଗାଳ ହୋଇଗଲା ପାକିସ୍ତାନ!
ନୂଆଦିଲ୍ଲୀ,୧୮।୩: ୨୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପାକିସ୍ତାନକୁ ଏକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜେ ମଧ୍ୟ ଭାବି ନଥିଲା ଯେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ତାଙ୍କୁ କାଙ୍ଗାଳ କରିଦେବ।…
ଏଥର ମାଗଣାରେ ଦେଖିପାରିବେ IPL ମ୍ୟାଚ୍: ଜିଓ ଆଣିଲା ଧମାକାଦାର୍ ପ୍ଲାନ୍
ନୂଆଦିଲ୍ଲୀ,୧୮।୩:: ମୁକେଶ ଅମ୍ବାନୀ ପରିବାରର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବଜାରରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଚମତ୍କାର ଅଫର ଆଣିଛି। ଜିଓ ସିମ ୟୁଜର୍ସମାନେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ରିଚାର୍ଜ କଲେ ପୂରା ଆଇପିଏଲ ୨୦୨୫ ସିଜିନ…
ଚାମ୍ପିୟନ୍ସ ଟ୍ରଫିରେ ପିସିବିର ୮୬୯ କୋଟି ଟଙ୍କା କ୍ଷତି, ଖେଳାଳିଙ୍କ ପାଇଁ ୫ ଷ୍ଟାର ହୋଟେଲ ମନା: ରିପୋର୍ଟ
ନୂଆଦିଲ୍ଲୀ,୧୭।୩: ପାକିସ୍ତାନରେ କ୍ରିକେଟ୍ ପରିସ୍ଥିତି ପୂର୍ବରୁ ବିଶୃଙ୍ଖଳିତ ଥିଲା, ଯେତେବେଳେ କି ପୁରୁଷ ଜାତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ସକାରାତ୍ମକ ଫଳାଫଳ ପାଇବା ପାଇଁ ସଂଘର୍ଷ କରୁଥିଲା। ଏବେ, ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)…
ସେମିଫାଇନାଲ୍ ହାରିବା ଦୁଃଖ ଭୁଲିପାରୁନାହାନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଏହି କଥା ପାଇଁ ମୋଦିଙ୍କୁ ଦେଲେ ଧନ୍ୟବାଦ୍
ନୂଆଦିଲ୍ଲୀ,୧୭।୩:ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ରବିବାର ଦିନ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଅର୍ଥନୈତିକ ସହଭାଗୀତା ଭଳି ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ଲକ୍ସନ ଗଣମାଧ୍ୟମକୁ…
Archives


