ଖେଳ

କାହିଁକି ପିଚ କ୍ୟୁରେଟରଙ୍କ ଉପରେ ରାଗିଲେ ଗୌତମ ଗମ୍ଭୀର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୯।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ ଜୁଲାଇ ୩୧ରୁ ଖେଳାଯିବ। ପଞ୍ଚମ ଟେଷ୍ଟ ମ୍ୟାଚର ଦୁଇ ଦିନ ପୂର୍ବରୁ, ମଙ୍ଗଳବାର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଓଭାଲ…

ଭାରତ-ପାକିସ୍ତାନ ଏସିଆ କପ୍‌ ୨୦୨୫ ମ୍ୟାଚ୍‌ ବାତିଲ ହେବ ନାହିଁ: ସୂତ୍ର

ନୂଆଦିଲ୍ଲୀ,୨୯।୭: ଏସିଆ କପ୍‌ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ମ୍ୟାଚ୍‌କୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ପ୍ରକାଶ ପାଇଛି। ତେବେ, ଉଚ୍ଚ ପଦସ୍ଥ ସୂତ୍ର ଅନୁଯାୟୀ, ଏହି ମ୍ୟାଚ୍‌ ବାତିଲ ହେବ ନାହିଁ।…

FIDE ମହିଳା ଚେସ୍‌ ବିଶ୍ବକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା

ନୂଆଦିଲ୍ଲୀ,୨୮।୭: ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍‌ ଚାମ୍ପିୟନ । ୧୯ ବର୍ଷୀୟ ଯୁବ ଖେଳାଳି ଭାରତର କୋନେରୁ ହମ୍ପିକୁ ପରାସ୍ତ କରି FIDE ଚେସ୍‌ ବିଶ୍ୱକପ ଟାଇଟଲ ଜିତିଛନ୍ତି। ବିଶ୍ୱକପ ଜିତିବା ପରେ ଦିବ୍ୟା ଦେଶମୁଖ ଭାବପ୍ରବଣ ହୋଇଯାଇଛନ୍ତି। ଚେସ୍‌…

BCCI ନେବ ବଡ଼ କାର୍ଯ୍ୟାନୁଷ୍ଠାନ! କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଝୁଲୁଛି ଖଣ୍ଡା

ମାଞ୍ଚେଷ୍ଟର,୨୮।୭: ମାଞ୍ଚେଷ୍ଟର ଟେଷ୍ଟର ଫଳାଫଳ ଡ୍ର ଥିଲା। ଅର୍ଥାତ୍‌ ୫ ଟିକିଆ ଟେଷ୍ଟ ସିରିଜ ଏବେ ୧-୨ ରହିଛି। BCCI ଖୁବଶୀଘ୍ର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇପାରେ।…

୨୩ ବର୍ଷ ପରେ ଏହି ବଡ଼ କାରନାମା କଲେ ରବିନ୍ଦ୍ର ଜାଡେଜା: ଭାଙ୍ଗିଦେଲେ ସବୁ ରେକର୍ଡ

ମାଞ୍ଚେଷ୍ଟର,୨୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ, ରବିନ୍ଦ୍ର ଜାଡେଜା ୨୩ ବର୍ଷ ପୂର୍ବେ କିମ୍ବଦନ୍ତୀ ଖେଳାଳି ଭିଭିଏସ ଲକ୍ଷ୍ମଣ କରିଥିବା କୃତିତ୍ୱ ହାସଲ କରିଛନ୍ତି। ଜାଡେଜା ଏହି ସିରିଜରେ ପଞ୍ଚମ ଥର ପାଇଁ ଅର୍ଦ୍ଧଶତକ ହାସଲ…

ଗିଲ୍‌, ସୁନ୍ଦର, ଜାଡେଜାଙ୍କ ଶତକ: ଚତୁର୍ଥ ଟେଷ୍ଟ ଡ୍ର

ମାଞ୍ଚେଷ୍ଟର,୨୭।୭: ଅଧିନାୟକ ଶୁବମନ ଗିଲ୍‌, ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ ସୁନ୍ଦରଙ୍କ ଶତକ ବଳରେ ଭାରତ ମାଞ୍ଚେଷ୍ଟରରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟକୁ ଡ୍ର ରଖିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୩୧୧ ରନରେ ପଛୁଆ ଥିବା ଭାରତ…

ଆଇନଗତ ଅଡ଼ୁଆରେ ନୀତୀଶ

ନୂଆଦିଲ୍ଲୀ,୨୭ା୭: ଭାରତୀୟ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଆଇନଗତ ଅଡ଼ୁଆରେ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ଅଂଶ ଥିବା ନୀତୀଶ ତୃତୀୟ ମ୍ୟାଚ୍‌ ପରେ ଇଞ୍ଜୁରୀ କାରଣରୁ ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ। ସେ ଭାରତ ଫେରିବା…

ଏହି ଦିନ ଏକାସମୟରେ ଖେଳାଯିବ ୧୦୦୦ ମ୍ୟାଚ୍‌: ଜାଣନ୍ତୁ କ’ଣ ପାଇଁ…

ମହାବଲିପୁରମ,୨୭ା୭: ଆସନ୍ତା ନଭେମ୍ବର ୭ ତାରିଖରେ ଭାରତୀୟ ହକି ଅଭିଯାନକୁ ୧୦୦ବର୍ଷ ପୂରିବାକୁ ଯାଉଥିବାରୁ ହକି ଇଣ୍ଡିଆ(ଏଚ୍‌ଆଇ)ର ୧୫ତମ କଂଗ୍ରେସରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଭାରତୀୟ ହକିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯିବ,…

ବୁମ୍‌ରା ନା ସିରାଜ…କିଏ ଅଧିକ ଧନୀ, କାହା ପାଖରେ ଅଧିକ ସମ୍ପତ୍ତି?

ମାଞ୍ଚେଷ୍ଟର,୨୭।୭: ଭାରତୀୟ କ୍ରିକେଟ ଟିମ୍‌ ବର୍ତ୍ତମାନ ଇଂଲଣ୍ଡ ସହ ମାଞ୍ଚେଷ୍ଟରରେ ଏକ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ ଖେଳୁଛି। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିବା ବେଳେ, ଇଂଲଣ୍ଡ ଦଳ ଜବାବରେ ୬୬୯ ରନ୍‌ର ଜବରଦସ୍ତ ଇନିଂସ…

ହୋଇଗଲା କନ୍‌ଫର୍ମ: ଏହିଦିନ ମୁହାଁମୁହିଁ ଭାରତ-ପାକିସ୍ତାନ, ୨୦ ଦିନ ଯାଏ…

ନୂଆଦିଲ୍ଲୀ,୨୬।୭: ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ। ଖୁବ୍‌ଶୀଘ୍ର କ୍ରିକେଟ ପିଚ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଏସିଆ କପ୍‌ ୨୦୨୫ରେ ଏହି ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ, ଯାହାକୁ ନେଇ ଆଧିକାରିକ ଘୋଷଣା ହୋଇସାରିଛି। ଏସିଆନ କ୍ରିକେଟ କାଉନସିଲ ଆୟୋଜିତ ଏହି ଟୁର୍ନାମେଣ୍ଟ…

WWE ଆଇକନ ହଲ୍କ ହୋଗାନଙ୍କ ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ,୨୫ା୭: ପ୍ରୋଫେସନାଲ ରେସଲିଂ ଜଗତର ଆଇକନିକ୍ ସୁପରଷ୍ଟାର ହଲ୍କ ହୋଗାନ (ଆସଲ ନାମ ଟେରୀ ଜିନ ବୋଲିଆ) ୭୧ ବର୍ଷ ବୟସରେ ୨୦୨୫ ଜୁଲାଇ ୨୪ ତାରିଖରେ ଫ୍ଲୋରିଡାର କ୍ଲିୟରୱାଟରସ୍ଥିତ ନିଜ ଘରେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଛନ୍ତି। କ୍ଲିୟରୱାଟର ପୋଲିସ…

ଶୁବମନ ଗିଲ୍‌ କରୁଛନ୍ତି ମନମାନୀ: ଅଧିନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସାଥୀ ଖେଳାଳି

ମାଞ୍ଚେଷ୍ଟର,୨୫।୭: ଭାରତ ବନାମ ଇଂଲଣ୍ଡ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଏକ ଦୃଢ଼ ସ୍ଥିତିରେ ଅଛି, ଏହା ଟିମ ଇଣ୍ଡିଆ ପାଇଁ କର ବା ମର ମ୍ୟାଚ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ, ଶାର୍ଦ୍ଦୁଳ ଠାକୁର ସାମ୍ବାଦିକ ସମ୍ମିଳନୀକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri