ଖେଳ

ରୋମାଞ୍ଚକ ସ୍ଥିତିରେ ଲଡର୍‌ସ ଟେଷ୍ଟ

ଲଣ୍ଡନ, ୨୫ା୭ (ଏଏଫ୍‌ପି)-ଲଡର୍‌ସଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଜ୍ୟାକ୍‌ ଲିଚ୍‌ ଏବଂ ଜାସନ ରୟ ସେମାନଙ୍କର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟେ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୧୪୫ରନ ଯୋଗ କରିବା ଦ୍ୱାରା ଇଂଲଣ୍ଡ ମ୍ୟାଚକୁ…

ଆଜି ସିଓଏ ବୈଠକ: ରାଜ୍ୟ ସଂଘ ନିର୍ବାଚନ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୨୬ା୭(ପି.ଟି.)-ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି(ସିଓଏ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ସଂଘଗୁଡ଼ିକର ନିର୍ବାଚନ ନିର୍ଦ୍ଧାରିତ ସମୟରେ ଶେଷ କରିବା ଏବଂ ଏନ୍‌ସିଏ ବ୍ୟାଟିଂ ପରାମର୍ଶଦାତା ପଦ…

ଭାରତୀୟ ଦଳରେ ଓଡ଼ିଶାର ନୀଲମ, ଆଶିଷ

ନୂଆଦିଲ୍ଲୀ, ୨୫।୭-ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ୨ ଓଡ଼ିଆ ଖେଳାଳି ନୀଲମ ସଞ୍ଜୀପ୍‌ ଖେସ୍‌ ଓ…

ଏଆଇଏଫ୍‌ଏଫ୍‌କୁ ଫିଫାର ଚିଠି

କୋଲକାତା, ୨୫ା୭ (ପି.ଟି.)-ଭାରତୀୟ ଫୁଟ୍‌ବଲର ବର୍ତ୍ତମାନ ଦୃଶ୍ୟପଟ୍ଟ ସମ୍ପର୍କରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଠାରୁ ଅପ୍‌ଡେଟ୍‌ ଚାହିଁିଛି ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’। ତେବେ ଦେଶର ଶ୍ରେଷ୍ଠ ଫୁଟ୍‌ବଲ ଲିଗ୍‌ ମାନ୍ୟତାକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ୨ରୁ…

ନିର୍ବାଚନ ଅଧିକାରୀ ନିଯୁକ୍ତି ନେଇ ସିଓଏର ନୂଆ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ,୨୬ା୭(ପି.ଟି.)-ବିସିସିଆଇ ସହ ଅନୁବନ୍ଧିତ ରାଜ୍ୟ ସଂଘଗୁଡ଼ିକର ଆଗାମୀ ନିର୍ବାଚନରେ ନିଯୁକ୍ତ ହେବାକୁ ଥିବା ନିର୍ବାଚନ ଅଧିକାରୀଙ୍କୁ ନେଇ ପ୍ରଶାସକ କମିଟି(ସିଓଏ) ପକ୍ଷରୁ ଗୁରୁବାର ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭାରତର ପୂର୍ବତନ ଯୁଗ୍ମ କିମ୍ବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଆୟୋଗ ଏବଂ…

ବ୍ରାୟନ ବ୍ରଦର୍ସଙ୍କୁ ଭେଟିବେ ଶରନ-ଏର୍ଲିଚ

ଆଟଲାଣ୍ଟା,୨୬।୭- ଜୋନାଥନ ଏର୍ଲିଚଙ୍କୁ ସାଥୀ କରି ଖେଳୁଥିବା ଡିଭିଜ ଶରନ ଏଠାରେ ଚାଲିଥିବା ଏଟିପି ଆଟଲାଣ୍ଟା ଓପନର ପୁରୁଷ ଡବଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ କିମ୍ବଦନ୍ତୀ ଯୋଡ଼ି ମାଇକ ଓ ବବ୍‌ ବ୍ରାୟନଙ୍କ ସହ ମୁକାବିଲା କରିବେ। ଶରନ ଓ ଏର୍ଲିଚ…

ଫାଇନାଲରେ ସିମରନଜିତ୍‌, ଡାଗର

ନୂଆଦିଲ୍ଲୀ,୨୬।୭(ପିଟି)- ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜ ପଦକଧାରୀ ସିମରନଜିତ କୌର (୬୦ କିଗ୍ରା) ଓ ଗିବି ବକ୍ସିଂ ଟୁର୍ନାମେଣ୍ଟର ରୌପ୍ୟ ପଦକ ବିଜେତା ଦୀନେଶ ଡାଗର (୬୯ କିଗ୍ରା) ଇଣ୍ଡୋନେସିଆର ଲାବୁଆନବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ସ୍ଥାନ ପକ୍କା…

ଦୁଇଥର ଡିଫେଣ୍ଡିଂ ଚାମ୍ପିୟନଙ୍କୁ ହରାଇଲେ ଓପେଲ୍‌କା

ଓ୍ବାଶିଂଟନ,୨୫।୭(ଏଏଫ୍‌ପି)- ଆମେରିକୀୟ ରିଲି ଓପେଲ୍‌କା ଆଟଲାଣ୍ଟ ଓପନର ଦ୍ୱିତୀୟ ରାଉଣ୍ଡରେ ଜନ ଇସ୍ନରଙ୍କୁ ୭-୬(୭/୨), ୬-୭(୫/୭), ୭-୬(୭/୫) ସେଟ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ପରାଜୟ ଯୋଗୁ ଇସ୍ନର ଗତ ୧୦ ବର୍ଷରେ ପ୍ରଥମ ଥର ପାଇଁ ଏହି ଇଭେଣ୍ଟରୁ ଶୀଘ୍ର…

ଫିଫା ର଼୍ୟାଙ୍କିଙ୍ଗ୍‌: ଖସିଲା ଭାରତ

ନୂଆଦିଲ୍ଲୀ,୨୫।୭(ପିଟି)- ଭାରତୀୟ ଫୁଟ୍‌ବଲ ଦଳର ଫିଫା ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ଦଳ ପୂର୍ବ ଅପେକ୍ଷା ଦୁଇଟି ସ୍ଥାନ ତଳକୁ ଖସି ୧୦୩ତମ ମାନ୍ୟତାରେ ପହଞ୍ଚତ୍ଥିବା ଦର୍ଶାଇଛି ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ନିକଟରେ ଶେଷ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଟୁର୍ନାମେଣ୍ଟରେ ଭାରତୀୟ ଦଳ…

ମାରାଡୋନାଙ୍କ ସଫଳ ଅସ୍ତ୍ରୋପଚାର

ବୁଏନ୍ସ ଏରିଜ୍‌, ୨୫।୭ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ସ୍ଥାନୀୟ ଏକ କ୍ଲିନିକରେ ଏହି ଅସ୍ତ୍ରୋପଚାର ହୋଇଥିବା ମାରାଡୋନାଙ୍କ ଲୟର…

ଭାରତୀୟ ସେନାରେ ଯୋଗଦେଲେ ଧୋନୀ, କରିବେ ଏହି କାମ

ଶ୍ରୀନଗର, ୨୫।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବ୍‌ଶୀଘ୍ର ଭାରତୀୟ ସେନା ସହ ଯୋଗ ଦେବାକୁ ଯାଉଛନ୍ତି। ଜୁଲାଇ ୩୧ରେ କଶ୍ମୀରରେ ଥିବା ଟେରିଟୋରିଆଲ୍‌ ଆର୍ମିର ୧୦୬ତମ ପାରାସୁଟ୍‌ ବାଟାଲିୟନ୍‌ରେ ଧୋନୀ ସାମିଲ ହେବେ। ସେନାର…

ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ

ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍‌ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନ କରିଛନ୍ତି। ନିଜର ଅବିଶ୍ୱସନୀୟ ଫିଲ୍ଡିଂ ପାଇଁ କ୍ରିକେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri