ଖେଳ

ଭାରତର ଜବରଦସ୍ତ ବିଜୟ: ଅହମ୍ମଦାବାଦ୍‌ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍‌ ଚିତ୍‌ପଟାଙ୍ଗ

ଅହମ୍ମଦାବାଦ,୪।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତିନେଇଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇ ଏହି ଟେଷ୍ଟକୁ ଟିମ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୧୪୦ ରନ ବ୍ୟବଧାନରେ ଜିତିଛି। ଭାରତୀୟ ଦଳ…

ସାନିଆଙ୍କୁ ଧୋକା ଦେଇ ତୃତୀୟ ବିବାହ କରିଥିଲେ, ଏବେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ସୋଏବ ମଲିକ! ଦେଖନ୍ତୁ VIDEO

ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଗତ କିଛି ବର୍ଷ ହେବ ତାଙ୍କ ଖେଳ ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ବିବାଦୀୟ ବୟାନ ହେଉ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି, ଏହି ପାକିସ୍ତାନୀ କ୍ରିକେଟର ଖବରରେ ରହିଆସିଛନ୍ତି।…

ଗିଲ୍‌ଙ୍କ ବଦଳରେ ଅଧିନାୟକ ହେବେ ରୋହିତ! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟରେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ODI ସିରିଜରେ ଦଳର ଅଧିନାୟକ କିଏ ହେବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଅକ୍ଟୋବର ୧୯ ତାରିଖରେ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ପଶିଲା ସାପ, ଆଉ ତା’ପରେ ଯାହା ହେଲା…

ନୂଆଦିଲ୍ଲୀ,୪।୧୦: ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମହିଳା ODI ବିଶ୍ୱକପ ୨୦୨୫ରେ ଏହି ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଅନୁଷ୍ଠିତ ହେବ। ରିପୋର୍ଟ…

ବିକ୍ରି ହୋଇପାରିଲେନି ଅଶ୍ୱିନୀ

ଦୁବାଇ,୩ା୧୦: ଆଇଏଲ୍‌ଟି୨୦ ଖେଳାଳି ନିଲାମିରେ ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିକ୍ରି ହୋଇ ପାରିନାହାନ୍ତି। ଟୁର୍ନାମେଣ୍ଟ ପାଇଁ ଅଶ୍ୱିନ ଏକ ମାତ୍ର ଖେଳାଳି ଯାହାଙ୍କର ବେସ୍‌ ପ୍ରଇସ୍‌ ୬ ଅଙ୍କ ବିଶିଷ୍ଟ ୧୨୦,୦୦୦ ଆମେରିକୀୟ ଡଲାର ରହିଥିଲା। ମାତ୍ର କୌଣସି…

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର, ଏବେ ଟାର୍ଗେଟରେ ସେହଓ୍ବାଗ-ରୋହିତ

ନୂଆଦିଲ୍ଲୀ,୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ। ଚା’ ବିରତି ପୂର୍ବରୁ ସେ ୮୧ ବଲରୁ ୫୦ ରନ କରିଥିଲେ। ତାଙ୍କ ଇନିଂସ ସମୟରେ ସେ ତିନୋଟି ଚୌକା ଏବଂ ଚାରିଟି ଛକା ମାରିଥିଲେ। ଏହି…

ଫଟା କପାଳ! ଯେଉଁମ୍ୟାଚ ପାଇଁ ଛାଡିଲେ ଭଉଣୀ ବାହାଘର, ସେହି ମ୍ୟାଚରେ ହିଁ ପ୍ରଥମ ବଲରେ…

ନୂଆଦିଲ୍ଲୀ,୩।୧୦: ବିଶ୍ୱର ନମ୍ବର ୱାନ ଟି-୨୦ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଅଷ୍ଟ୍ରେଲିଆ ଏ ବିପକ୍ଷ ଦ୍ୱିତୀୟ ଅଣଆନୁଷ୍ଠାନିକ ଏକଦିବସୀୟ ମ୍ୟାଚର ପ୍ରଥମ ବଲରେ ଆଉଟ ହୋଇଥିଲେ। ଏହି ମ୍ୟାଚ ଯୋଗୁ, ଅଭିଷେକ ଆଜି ଅମୃତସରରେ ତାଙ୍କ ଏକମାତ୍ର ଭଉଣୀଙ୍କ ବିବାହରେ ଯୋଗ…

‘ମୋହସିନ ନକଭି ଦେଶର ସମ୍ମାନ ତଳେ ପକାଇଛନ୍ତି’, ଏସିଆ କପ ଟ୍ରଫି ଡ୍ରାମା ଉପରେ ପିସିବି ଅଧ୍ୟକ୍ଷଙ୍କୁ ସମାଲୋଚନା କଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର

ନୂଆଦିଲ୍ଲୀ,୩।୧୦: ୨୦୨୫ ଏସିଆ କପ ଟ୍ରଫିକୁ ନେଇ ବିବାଦ ନିରନ୍ତର ଜାରି ରହିଛି। ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ମୋହସିନ ନକଭି ଜିଦ ଧରି କହିଛନ୍ତି ଯେ ଯଦି ଭାରତ ଟ୍ରଫି ଏବଂ ପଦକ ଚାହୁଁଛି, ତେବେ ଅଧିନାୟକ ସୂର୍ଯ୍ୟକୁମାର…

୯ ବର୍ଷ ପରେ ଶତକ ହାସଲ କରି ପଡ଼ିଆରେ ଏମିତି କାର୍ଯ୍ୟ କଲେ କେଏଲ ରାହୁଲ: ଭିଡିଓ ହେଉଛି ଭାଇରାଲ୍‌

ଅହମ୍ମଦାବାଦ,୩।୧୦: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିଲେ। ଏହା ପରେ ସେ ସିଟି ବଜାଇ ଏକ ନିଆରା ସେଲିବ୍ରେଶନ କରିଥିଲେ। ଏହା ରାହୁଲଙ୍କ କ୍ୟାରିୟରରେ ୧୧ତମ ଟେଷ୍ଟ ଶତକ ଏବଂ ଭାରତରେ…

ନକଭିଙ୍କୁ ନେଇ ଆସିଲା ବଡ଼ ଖବର, ଭାରତ ନେଲା ଆକ୍ସନ

ନୂଆଦିଲ୍‌ଲୀ,୩।୧୦: ୨୦୨୫ ଏସିଆ କପ ସମୟରେ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସିଆନ କ୍ରିକେଟ ପରିଷଦ (ଏସିସି)ର ସଭାପତି ମୋହସିନ ନକଭିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…

ମାତ୍ର ୨୧ ମିନିଟ୍‌ରେ ଶତକ ହାସଲ କରିଥିଲେ ଏହି କ୍ରିକେଟର୍‌: ଆଜି ବି ରେକର୍ଡ ଅଛି କାଏମ, ନାଁ ଜାଣିଲେ…

ଲଣ୍ଡନ,୩।୧୦: କ୍ରିକେଟରେ ଦ୍ରୁତତମ ଶତକ ବିଷୟରେ ଯେତେେ ବଳେ ଆଲୋଚନା କରାଯାଏ, ଲୋକମାନେ ପ୍ରାୟତଃ କମ ବଲ୍‌ରେ ମାରିଥିବା ଶତକ ବିଷୟରେ କୁହନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ, କେଉଁ ଖେଳାଳି ସବୁଠାରୁ କମ ସମୟ ମଧ୍ୟରେ ଶତକ…

ଇତିହାସ ରଚିଲେ ମୀରାବାଇ ଚାନୁ: ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

ନରୱେ,୩।୧୦: ନରୱେର ଫୋର୍ଡେରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଟୁର୍ନାମେଣ୍ଟ ଇତିହାସରେ ଏହା ତାଙ୍କର ତୃତୀୟ ପଦକ। ସେ ଭାରତ ପାଇଁ ସର୍ବାଧିକ ବିଶ୍ୱ ଚାମ୍ପିଅନସିପ ପଦକ ଜିତିଥିବା ତୃତୀୟ ଭାରୋତ୍ତୋଳନକାରୀ ହୋଇଛନ୍ତି। ପୂର୍ବରୁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?