ଖେଳ

ହାଇଦ୍ରାବାଦକୁ ବଡ଼ ଝଟକା: କରୋନାରେ ସଂକ୍ରମିତ ହେଲେ ଏହି ଷ୍ଟାର୍‌ ବ୍ୟାଟର

ହାଇଦ୍ରାବାଦ,୧୦।୫: ହାଇଭୋଲଟେଜ ମ୍ୟାଚ ପୂର୍ବରୁ ହାଇଦ୍ରାବାଦକୁ ଲାଗିଛି ଏକ ବଡ଼ ଝଟକା । ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ସୋମବାର ମ୍ୟାଚ ଖେଳିପାରିବେ ନାହିଁ ବୋଲି ହାଇଦ୍ରାବାଦ ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ…

ଭଲିବଲ ଟୁର୍ନାମେଣ୍ଟ: ପିପଲପଦର ଚାମ୍ପିୟନ

କର୍ଲାମୁଣ୍ଡା,୧୮।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜ ଯୁବ ସଙ୍ଗଠନ ପକ୍ଷରୁ ରାତ୍ରିକାଳୀନ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି…

ଏସିଆ କପରେ ଖେଳିବ ନାହିଁ ଟିମ୍‌ ଇଣ୍ଡିଆ, ବିସିସିଆଇ ନେଲା ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୧୯।୫: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ସହିତ ଯୋଡିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ବର୍ତ୍ତମାନ…

ବୈଭବଙ୍କ ନିଶ-ଦାଢି ଦେଖି ସଭିଏଁ ଆଶ୍ଚର୍ଯ୍ୟ, ଫଟୋ ଭାଇରାଲ ପରେ ବୟସକୁ ନେଇ ଉଠିଲା ପ୍ରଶ୍ନ, ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ,୧୯।୫: ରାଜସ୍ଥାନ ରୟାଲ୍ସର ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ଇତିହାସର ସବୁଠାରୁ କମ ବୟସ୍କ ଖେଳାଳି, ଯିଏ ୧୩ ବର୍ଷ ବୟସରେ ଆଇପିଏଲ ଦଳରେ ସ୍ଥାନ ପାଇଥିଲେ ଏବଂ ୧୪ ବର୍ଷ ବୟସରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ତାଙ୍କର ଏକ…

ଗୁଜରାଟ, ଆର୍‌ସିବି, ପଞ୍ଜାବ ପ୍ଲେଅଫ୍‌ରେ

ନୂଆଦିଲ୍ଲୀ,୧୮ା୫: ଅଧିନାୟକ ଶୁବମନ ଗିଲ ଓ ସାଇ ସୁଦର୍ଶନଙ୍କ ଅବିଭାଜିତ ଦ୍ୱିଶତକୀୟ ଓପନିଂ ଭାଗୀଦାରି ବଳରେ ଗୁଜରାଟ ଜାଏଣ୍ଟ୍ସ (ଜିଟି) ୧୦ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରିଛି। ଏହି ବିଜୟ ସହ ଗୁଜରାଟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)…

ଆଇପିଏଲ୍‌ କ୍ୟାରିୟରର ଲୋକେଶ ରାହୁଲଙ୍କ ପଞ୍ଚମ ଶତକ

ନୂଆଦିଲ୍ଲୀ,୧୮ା୫: ଚଳିତ ଆଇପିଏଲ୍‌ରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ଗୁଜରାଟ ଜାଏଣ୍ଟ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଲୋକେଶ ରାହୁଲଙ୍କ ଅପରାଜିତ ଶତକ ବଳରେ ପ୍ରତିପକ୍ଷ ଗୁଜରାଟ ସମ୍ମୁଖରେ…

ଏମିତି କ’ଣ ହେଲା ଯେ ଭାଇଙ୍କ ଉପରେ ଖୁବ ରାଗିଲେ ରୋହିତ ଶର୍ମା, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୭।୫: ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିବା ଭାରତର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ (MCA) ଦ୍ୱାରା ସମ୍ମାନିତ କରାଯାଇଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ତାଙ୍କ ନାମରେ ନାମିତ ଏକ ଷ୍ଟାଣ୍ଡ ଅଛି। ଏହି ଷ୍ଟାଣ୍ଡଟି ଶୁକ୍ରବାର…

ଓ୍ବେଷ୍ଟଇଣ୍ଡିଜକୁ ମିଳିଲା ନୂଆ ଅଧିନାୟକ, ଜାଣନ୍ତୁ…

ଜମାଇକା,୧୭ା୫: ରୋଷ୍ଟନ ଚେଜଙ୍କୁ ଓ୍ବେଷ୍ଟଇଣ୍ଡିଜ ପୁରୁଷ ଟେଷ୍ଟ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୨ ବର୍ଷ ତଳେ ଅନ୍ତିମ ଟେଷ୍ଟ ଖେଳିଥିବା ୩୩ ବର୍ଷୀୟ ଚେଜ, କ୍ରେଗ ବ୍ରାଥଓ୍ବେଟଙ୍କ ସ୍ଥାନ ନେବେ। ବ୍ରାଥଓ୍ବେଟ ଗତ ମାର୍ଚ୍ଚରେ ନିଜ ପଦରୁ…

Live ମ୍ୟାଚ୍‌ରେ ଖେଳାଳିଙ୍କୁ ମହୁମାଛି ଆକ୍ରମଣ, ଜୀବନ ବଞ୍ଚାଇବାକୁ…Video

ନୂଆଦିଲ୍ଲୀ,୧୭।୫: କାଉଣ୍ଟି ଚାମ୍ପିଅନସିପ ଡିଭିଜନ ୱାନ୍‌ର ଏକ ମ୍ୟାଚ୍‌ ସମୟରେ ଏପରି ଏକ ଘଟଣା ଘଟିଛି, ଯେଉଁଥିଲାଗି ମ୍ୟାଚ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଛି। ଏହାର କାରଣ ବର୍ଷା ନୁହେଁ ବରଂ ମହୁମାଛି ଥିଲା। ଯାହା ଫଳରେ ପଡ଼ିଆରେ…

ସଚିନ ତେନ୍ଦୁଲକରଙ୍କ ନାମରେ ଯୋଡ଼ି ହେଲା ଆଉ ଏକ ସଫଳତା, ଗାଭାସ୍କରଙ୍କ ପରେ ପାଲଟିଲେ ଦ୍ୱିତୀୟ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୭।୫: କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ବିସିସିଆଇ ମୁଖ୍ୟାଳୟରେ ତାଙ୍କ ନାମରେ ଏକ ବୋର୍ଡ ରୁମ ଉଦଘାଟନ କରିଥିଲେ। ଏହାକୁ ‘SRT 100’ ନାମ ଦିଆଯାଇଛି। ଏଥିରେ ୧୦୦ଟି ଶତକ ଦେଖାଯାଇଛି। ବିସିସିଆଇ ଏହାର ଭିଡିଓ ସୋସିଆଲ ମିଡିଆରେ…

ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, IPL 2026 ଖେଳିବାକୁ ନେଇ ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ,୧୭।୫: ପୁଣି ଥରେ IPL 2025 ଶନିବାର ଆରମ୍ଭ ହେବାକୁ ଯାଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଲିଗର ୧୮ତମ ସିଜିନକୁ ମଝିରେ ବନ୍ଦ କରିବାକୁ ପଡିଥିଲା। ଏହି ସିଜିନରେ ୫ ଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର…

ଆଜିଠୁ ଆଇପିଏଲ୍‌-୨୦୨୫ ପୁଣି ଆରମ୍ଭ: ବଢିଲା ଦର୍ଶକଙ୍କ ଉତ୍କଣ୍ଠା

ବେଙ୍ଗାଲୁରୁ, ୧୭।୫: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ଭାଗ ଶନିବାରଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରୟାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri