IPL 2025: ଦିଲ୍ଲୀକୁ ହରାଇ ପ୍ଲେଅଫରେ ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ, ୨୧।୫: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ୫୯ ରନରେ ଏକ ଦୃଢ଼ ବିଜୟ ହାସଲ କରି ପ୍ଲେଅଫରେ ଚତୁର୍ଥ ଓ ଅନ୍ତିମ ସ୍ଥାନ ସୁନିଶ୍ଚିତ କରିଛି। ଏହି ବିଜୟ ସହ ମୁମ୍ବାଇ ଗୁଜରାଟ…
IPL ଫାଇନାଲ ପାଇଁ ଟିଏମସି-ବିଜେପି ମୁହାଁମୁହିଁ, ବଦଳିବ କି ନିଷ୍ପତ୍ତି ?
ନୂଆଦିଲ୍ଲୀ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ର ଫାଇନାଲ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ନିଷ୍ପତ୍ତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)…
ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ଶାହିଦି ଆଫ୍ରିଦି: ଭିଡିଓ ଶେୟାର କରି କହିଲେ କଞ୍ଚା ମିଛ
ଇସଲାମାବାଦ୍,୨୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ପରେ ମଧ୍ୟ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦି ଆଫ୍ରିଦି ଭାରତ ବିରୋଧରେ ନିରନ୍ତର ପ୍ରଚାର ଚଳାଇଛନ୍ତି। ଏହି ସମ୍ପର୍କରେ ଆଫ୍ରିଦ ଏକ ନୂତନ ଭିଡିଓ ଷେୟାର କରିଛନ୍ତି, ଏଥିରେ ସେ ଦାବି…
ହଠାତ୍ ଧୋନୀଙ୍କ ପାଦ ଛୁଇଁଲେ ବୈଭବ ସୂର୍ଯ୍ୟବଂଶୀ: ଭିଡିଓ ଭାଇରାଲ୍
ଜୟପୁର,୨୧।୫: ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂହ ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ IPL 2025 ସିଜିନ ଶେଷ କରିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରାଜସ୍ଥାନ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମୁହାଁମୁହିଁ…
ଘରେ ଫାଶି ଲଗାଇ ଝୁଲି ପଡ଼ିଥିଲେ ବାପା, ଏବେ ପୁଅ ଖେଳିବେ IPL, ମିଳିବ ୫.୨୫ କୋଟି
ନୂଆଦିଲ୍ଲୀ,୨୦।୫: IPL ୨୦୨୫ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଲିଗ ପର୍ଯ୍ୟାୟରେ ଆଉ ମାତ୍ର କିଛି ମ୍ୟାଚ୍ ବାକି ଅଛି। ଏହା ପରେ ପ୍ଲେଅଫ ମ୍ୟାଚ ଖେଳାଯିବ। କିନ୍ତୁ ସମ୍ପ୍ରତି ବିସିସିଆଇ ଆଇପିଏଲ୍ ୨୦୨୫ର କାର୍ଯ୍ୟସୂଚୀ ପରିବର୍ତ୍ତନ କରିଛି। ଫଳରେ…
ଅହମଦାବାଦରେ ଖେଳାଯିବ ଆଇପିଏଲ ୨୦୨୫ ଫାଇନାଲ, ମୁଲ୍ଲାନପୁରରେ ପ୍ଲେଅଫ୍
ମୁମ୍ବାଇ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜୁନ୍ ୩, ୨୦୨୫ରେ ଖେଳାଯିବ ବୋଲି ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି। ଏହା ସହିତ ପ୍ଲେଅଫ୍ ମ୍ୟାଚଗୁଡ଼ିକରେ କ୍ୱାଲିଫାୟାର ୧ ଓ ଏଲିମିନେଟର ମୁଲ୍ଲାନପୁରର ମହାରାଜା…
Video: ପ୍ରଶଂସକଙ୍କ ନିଜର ଲାମ୍ବୋର୍ଗିନୀ ଦେଇଦେଲେ ରୋହିତ ଶର୍ମା, ଜାଣନ୍ତୁ କାରଣ
ମୁମ୍ବାଇ,୧୯ା୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ରୋହିତ ଶର୍ମା ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ମନ ଜିଣିଛନ୍ତି। ସେ ନିଜର ଆଇକନିକ ନୀଳ ଲାମ୍ବୋର୍ଗିନୀ ଉରୁସ, ଯାହାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା,…
୧୦୨୧ ଦିନ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ, କେଏଲ ରାହୁଲଙ୍କ ହେବ ମେଗା ରିଟର୍ଣ୍ଣ! ଆଇପିଏଲ ୨୦୨୫ ମଝିରେ ଆସିଲା ବଡ଼ ଅପଡେଟ
ମୁମ୍ବାଇ,୧୯ା୫: ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ଅଛି। ଏହାପରେ ଅଗଷ୍ଟ ମାସରେ ଟିମ୍ ଇଣ୍ଡିଆ ହ୍ୱାଇଟ ବଲ ସିରିଜ ପାଇଁ ବାଂଲାଦେଶ ଗସ୍ତରେ ଯିବ। ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ…
ଅପରେଶନ ସିନ୍ଦୂର ବେଳେ ବାପା-ମା’ ପିଓକେରେ ଥିଲେ: ମୋଇନ ଅଲୀ
କୋଲକାତା,୧୯ା୫: ଭାରତ ଦ୍ୱାରା କରାଯାଇଥିବା ଅପରେଶନ ସିନ୍ଦୂର ବେଳେ ଇଂଲଣ୍ଡ ତଥା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଅଲରାଉଣ୍ଡର ମୋଇନ ଅଲୀଙ୍କ ବାପା-ମା’ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିଲେ। ଏ ନେଇ ମୋଇନ ନିଜେ ସୋମବାର ପ୍ରକାଶ କରିଛନ୍ତି। ‘ମୋ…
IPL 2025: କୋହଲିଙ୍କୁ ପଛରେ ପକାଇଲେ ଗିଲ
ନୂଆଦିଲ୍ଲୀ,୧୯ା୫: ଚଳିତ ଆଇପିଏଲ୍ରେ ଜବରଦସ୍ତ ଫର୍ମରେ ଥିବା ଗୁଜରାଟ ଟାଇଟନ୍ସ (ଜିଟି) ଅଧିନାୟକ ଶୁବମନ ଗିଲ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ମ୍ୟାଚ୍ରେ ଟି୨୦ କ୍ୟାରିୟରରେ ୫ ହଜାର ରନ୍ ପୂରଣ କରିଛନ୍ତି। ଏହି ମ୍ୟାଚ୍ରେ ଗିଲ ୫୩ ବଲରେ…
ବିସିସିଆଇର ବଡ଼ ଘୋଷଣା: ଏସିଆ କପ୍ରୁ ଓହରିବ ନାହିଁ ଭାରତ
ନୂଆଦିଲ୍ଲୀ,୧୯ା୫: ଭାରତ ଆସନ୍ତା ପୁରୁଷ ଏସିଆକପ୍ ଓ ମହିଳା ଏମର୍ଜିଂ ଟିମ୍ସ ଏସିଆ କପ୍ରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିବା ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାହାର ଦୃଢ ଖଣ୍ଡନ କରିବା ସହ ଏହା…
ଭାରତ-ପାକିସ୍ତାନ ଟିମ୍ ଏସିଆ କପ୍ରେ ହେବେ କି ମୁହାଁମୁହିଁ? BCCI କଲା ବଡ଼ ଖୁଲାସା
ନୁଆଦିଲ୍ଲୀ,୧୯।୫: ଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ନାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି ରିପୋର୍ଟରେ…
Archives


