ଖେଳ

ଅଶ୍ୱିନ ଯୁଗ୍ମ ଦ୍ରୁତତମ

ବିଶାଖାପାଟଣା,୬।୧୦- ଭାରତୀୟ ଦଳର ଆଗଧାଡ଼ିର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ରବିବାର ଥେଉନିସ ଡି ବ୍ରୁଇନଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ୩୫୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ଛୁଇଁବାରେ ଅଶ୍ୱିନ ଶ୍ରୀଲଙ୍କାର କିମ୍ବଦନ୍ତୀ ମୁଥିଆ ମୁରଲୀଧରନଙ୍କ ସହ ଯୁଗ୍ମ ଦ୍ରୁତତମ…

ବୁମରାଙ୍କ ସମକକ୍ଷ ସାମି

ବିଶାଖାପାଟଣା,୬୧୦- ଭାରତୀୟ ପେସର ମହମ୍ମଦ ସାମି ରବିବାର ନିଜ ସାଥୀ ପେସର ଯଶପ୍ରୀତ ବୁମରାଙ୍କ ସମକକ୍ଷ ହୋଇଛନ୍ତି ଏଠାରେ ଭାରତ ଓ ଦକ୍ଷିଣ ଅାଫ୍ରିକା ମଧ୍ୟରେ ଖେଳାଯାଇଥତ୍ବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ସାମି ଭ୍ରମଣକାରୀ ଦକ୍ଷିଣ ଅାଫ୍ରିକା ଦଳର ୪…

ରେକର୍ଡ ବୁକ୍ ରେ ଭାଇଜାଗ ଟେଷ୍ଟ

ବିଶାଖାପାଟଣା,୬।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି। ଏହି ଟେଷ୍ଟରେ ଉଭୟ ଦଳ ମୋଟ ୩୬ ଛକା ଲଗାଇଛନ୍ତି। ଇତିହାସରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ମଧ୍ୟରେ ଏହା ସର୍ବାଧିକ…

ମହାଷ୍ଟମୀରେ ଦେଶବାସୀଙ୍କୁ ଉପହାର: ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କଲା ଭାରତ

ବିଶାଖାପାଟଣା,୬।୧୦: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କରିଛି। ଦୁଇଟି ଇନିଂଶରେ ରୋହିତ ଶର୍ମାଙ୍କ ଶତକ ଏବଂ ଆର. ଅଶ୍ୱିନ୍‌, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ…

ବିଜୟର ନିକଟତର ଭାରତ: ଆଉ ମାତ୍ର ଦୁଇ ଉଇକେଟ ଦୂରରେ

ବିଶାଖାପାଟଣା, ୬।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିଜୟ ପାଇଁ ଆଉ ଦୁଇ ଉଇକେଟ ଦୂରରେ ଅଛି। ଲଞ୍ଚ୍‌ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୧୧୭ ରନରେ ୮ଟି ଉଇକେଟ ହରାଇଛି। ବିଜୟ ପାଇଁ ଦଳକୁ ଆଉ ୨୭୮ରନ୍‌ ଆବଶ୍ୟକ…

ପୁରୁଷ କ୍ରିକେଟରଙ୍କୁ ପଛରେ ପକାଇଲେ ହରମନପ୍ରୀତ କୌର

ସୁରତ,୬।୧୦:ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ୬ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶେଷ ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଇତିହାସ ରଚିଛନ୍ତି। ସୁରତରେ ଖେଳାଯାଉଥିବା ଏହି ମ୍ୟାନ୍‌ଟି ହରମନପ୍ରୀତଙ୍କ ୧୦୦ତମ ଟି-୨୦ ମ୍ୟାଚ୍‌ ଥିଲା। ଟି-୨୦ରେ ୧୦୦…

ଅଶ୍ୱିନ୍‌ ରଚିଲେ ଇତିହାସ

ବିଶାଖାପାଟଣା,୬।୧୦: ପାଖାପାଖି ବର୍ଷେ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ରଚିଛନ୍ତି। ବିଶାଖାପାଟଣାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ ଦିନରେ ଡି ବ୍ରାଏନ୍‌ଙ୍କ ଉଇକେଟ ନେଇ ଟେଷ୍ଟରେ ଦ୍ରୁତତମ ୩୫୦ ଉଇକେଟ ନେବାରେ ସେ…

ସବ୍‌ ଜୁନିୟର ଖୋ ଖୋ: ମହାରାଷ୍ଟ୍ର-ଓଡ଼ିଶା ଫାଇନାଲ

ଭୁବନେଶ୍ୱର, ୬।୧୦ (ସ୍ପୋଟର୍‌ସ ବ୍ୟୁରୋ)- ରାଞ୍ଚତ୍ର ହଟ୍‌ଓ୍ବରସ୍ଥିତ ଆଲବର୍ଟ ଏକ୍କା ଖୋ ଖୋ ଷ୍ଟାଡିୟମରେ ଚାଲିଥିବା ୩୦ତମ ଜାତୀୟ ସବ୍‌-ଜୁନିୟର ଖୋ ଖୋ ପ୍ରତିଯୋଗିତାର ଉଭୟ ବାଳିକା ଓ ବାଳକ ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ରବିବାର ଖେଳାଯିବାକୁ ଥିବା ଉଭୟ…

ଜାତୀୟ ରେକର୍ଡ ସହ ଅବିନାଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଦୋହା, ୬।୧୦(ପି.ଟି.)- ଭାରତର ୩୦୦୦ ମିଟର ଷ୍ଟିପଲଚେଜ୍‌ ଆଥ୍‌ଲେଟ୍‌ ଅବିନାଶ ସାବଲେ ଆସନ୍ତାବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ ଇଭେଣ୍ଟରେ ଅବିନାଶ ନିଜ ଜାତୀୟ…

ମହୀତୋଷଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଚେସ୍‌ ପାଇଁ ଖୁସି ଖବର। ଚେସ୍‌ ତାରକା ମହୀତୋଷ ଦେ’ଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌ ମିଳିଛି। ଗତ ୨ ବର୍ଷ ଧରି ବିଦେଶ ମାଟିରେ ଲଗାତର ସଫଳତା ହାସଲ କରିବା ପରେ ୧୪ ବର୍ଷୀୟ ମହୀତୋଷଙ୍କୁ…

ଏନ୍‌ବିଏ ପଦାର୍ପଣ: ଭାରତ- ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦ (ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ (ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ) ଭାରତରେ ପଦାର୍ପଣ କରିଛି। ଏହି ଲିଗ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଏନ୍‌ବିଏର ଏହି ପଦାର୍ପଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି।…

ହାସନେନଙ୍କ ହ୍ୟାଟ୍ରିକ ସତ୍ତ୍ୱେ ଶ୍ରୀଲଙ୍କା ବିଜୟୀ

ଲାହୋର, ୬।୧୦- ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୬୪ ରନରେ ବିଜୟୀ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri