ବେଙ୍ଗଲ ଓ୍ବାରିୟର୍ସକୁ ପ୍ରଥମ ଟାଇଟଲ
ଅହମ୍ମଦାବାଦ, ୨୦ା୧୦ (ପି.ଟି.)-ବେଙ୍ଗଲ ଓ୍ବାରିୟର୍ସ ପ୍ରଥମ ଥର ପ୍ରୋ-କବାଡ଼ି ଲିଗ୍ (ପିକେଏଲ୍)ଟାଇଟଲ ହାସଲ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୩୯-୩୪ ପଏଣ୍ଟ ବ୍ୟବଧାନରେ ଦବଙ୍ଗ ଦିଲ୍ଲୀକୁ ହରାଇ ଦେଇଛି। ଦିଲ୍ଲୀ ତରଫରୁ ନବୀନ କୁମାର ପୁଣି ଚମତ୍କାର ପ୍ରଦର୍ଶନ…
ମୋଟେଗିରେ ମାର୍କ୍ୱେଜଙ୍କୁ ପ୍ରଥମ ପୋଲ୍ ପୋଜିଶନ
ମୋଟେଗି (ଜାପାନ),୧୯ା୧୦ (ପି.ଟି.): ଟିମ୍ ରେପ୍ସୋଲ ହୋଣ୍ଡାର ମାର୍କ ମାର୍କ୍ୱେଜ ଟ୍ବିନ ରିଙ୍ଗ୍ ମୋଟେଗିରେ ପ୍ରଥମ ଥର ମୋଟୋ ଜିପି ପୋଲ୍ ପୋଜିଶନ ହାସଲ କରିଛନ୍ତିି। ମାର୍କ୍ୱେଜ କ୍ରମାଗତ ଚତୁର୍ଥ ଥର ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ ହାସଲ କରିସାରିଛନ୍ତି। ଚଳିତ କ୍ୟାଲେଣ୍ଡର…
ଫ୍ରାନ୍ସ ଯିବେ ଅନଓ୍ବାର ଅଲ୍ଲୀ ଜୁନିୟର
ମୁମ୍ବାଇ, ୧୯ା୧୦ (ପି.ଟି.)-: ହୃତ୍ପୀଣ୍ଡ ଜନିତ ସମସ୍ୟା ଯୋଗୁ ଡକ୍ତରୀ ପରାମର୍ଶ ଲାଗି ଉଦୀୟମାନ ଡିଫେଣ୍ଡର ଅନଓ୍ବାର ଅଲ୍ଲୀ (ଜୁନିୟର) ଫ୍ରାନ୍ସ ଯିବେ। ତାଙ୍କ କ୍ଲବ ମୁମ୍ବାଇ ସିଟି ଏଫ୍ସିର ଜଣେ ଅଫିସିଆଲ ସୂଚନା ଦେଇଛନ୍ତି। ଉଭୟ ମୁମ୍ବାଇ ସିଟି ଏଫ୍ସି…
ଅନ୍ତିମ ଟେଷ୍ଟରେ ରୋହିତଙ୍କ ଶତକ : ବର୍ଷା, ଖରାପ ଆଲୋକ ଯୋଗୁ ଖେଳ ବାଧାପ୍ରାପ୍ତ
ରାଞ୍ଚି,୧୯।୧୦(ପି.ଟି.): ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ କମ୍ପେକ୍ସରେ ଶନିବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।…
ଜରିନ୍ଙ୍କ ସହ ଲଢ଼ିବାକୁ ଭୟ କରୁନାହିଁ: ମେରୀକମ୍
ନୂଆଦିଲ୍ଲୀ,୧୯।୧୦(ପି.ଟି.): ନିଖାତ ଜରିନ୍ଙ୍କ ସହ ଲଢ଼ିବାକୁ ଆଦୌ ଭୟ କରୁନାହିଁ ବୋଲି ଅଭିଜ୍ଞ ମହିଳା ବକ୍ସର ମେରୀକମ କହିଛନ୍ତି। ଆଗାମୀ ଅଲିମ୍ପିକ କ୍ୱାଲିଫାୟର୍ସ ଟ୍ରାଏଲ୍ସ ତାଙ୍କୁ କେବଳ ହରାଇବାର ମୋ ପାଇଁ କେବଳ ମାତ୍ର ଏକ ଔପଚାରକିତା ବୋଲି ସେ କହିଛନ୍ତି।…
ସର୍ଫରାଜଙ୍କ ବହିଷ୍କାର : ଅସମ୍ବେଦନଶୀଳ ଟୁଇଟ୍ ନେଇ ପିସିବି କ୍ଷମା ମାଗିଲା
ନୂଆଦିଲ୍ଲୀ, ୧୯।୧୦: ଏକ ଅସମ୍ବେଦନଶୀଳ ଟୁଇଟ୍ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶେଷରେ କ୍ଷମା ମାଗିଛି। ସର୍ଫରାଜ ଅହମ୍ମଦଙ୍କୁ ଟେଷ୍ଟ ଓ ଟି୨୦ ଅଧିନାୟକ ପଦରୁ ବହିଷ୍କାର କରିବା ପରେ ପିସିବି ତା’ର ଟୁଇଟର ହ୍ୟାଣ୍ଡଲ୍ରେ ଏକ ଭିଡିଓ ଅପଲୋଡ…
ରୋହିତଙ୍କ ଶତକ: ଭାରତର ପ୍ରତ୍ୟାବର୍ତ୍ତନ
ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ଲଞ୍ଚ୍ ସୁଦ୍ଧା ୨୩ ଓଭରରେ ୩ ଉଇକେଟ ହରାଇ ୭୨ ରନ…
ଅନ୍ତିମ ଟେଷ୍ଟ: ସ୍ଥିତି ସମ୍ଭାଳିଲେ ରୋହିତ- ରାହାନେ
ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ଲଞ୍ଚ୍ ସୁଦ୍ଧା ୨୩ ଓଭରରେ ୩ ଉଇକେଟ ହରାଇ ୭୨ ରନ…
ଗଲ୍ଫର ମ୍ୟାଟ ଏଭେରୀ ୩ ମାସ ବାସନ୍ଦ
ନ୍ୟୁୟର୍କ,୧୯।୧୦- ଆମେରିକୀୟ ଷ୍ଟାର ଗଲ୍ଫର ମାଟ୍ ଏଭେରୀ ଡ୍ରଗ୍ ପଲିସି ଉଲ୍ଲଂଘନ କରି ୩ ମାସ ବାସନ୍ଦ ହୋଇଛନ୍ତି। ଦୁଇଥର ପିଜିଏ ଟୁର ବିଜେତା ୩୫ ବର୍ଷୀୟ ଏଭେରୀ କାନ୍ନାବିସ୍ ନାମକ ଏକ ଔଷଧ ସେବନ କରି ସେ ଆଚରଣବିଧୀ ଉଲ୍ଲଂଘନ…
୨ ବର୍ଷ ପରେ ସେମିରେ ମରେ
ଆଣ୍ଟରେପ(ବେଲଜିୟମ), ୧୯।୧୦(ଏଏଫ୍ପି)- ପୂର୍ବତନ ୧ ନମ୍ବର ଖେଳାଳି ବ୍ରିଟେନ ଆଣ୍ଡି ମରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଫ୍ରେଞ୍ଚ୍ ଓପନ୍ରେ ସେ ଶେଷଥର ପାଇଁ ସେମିଫାଇନାଲକୁ ଉଠିଥିଲେ। ୩୨ ବର୍ଷୀୟ ମରେ ୟୁରୋପିଆନ ଓପନ୍ ଟେନିସ୍ ଟୁର୍ନାମେଣ୍ଟରେ ୯୨…
ନଦିମଙ୍କ ଟେଷ୍ଟ ପଦାର୍ପଣ: ଟସ୍ ଜିତି ଭାରତର ବ୍ୟାଟିଂ
ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଝାଡଖଣ୍ଡ ବାମହାଦୀ ସ୍ପିନର ଶାହାବାଜ ନଦିମଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳିଛି ଓ ସେ ଟେଷ୍ଟ ପଦାର୍ପଣ କରିଛନ୍ତି। କୁଲଦୀବ…
ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ ହକି: ଭାରତୀୟ ଦଳରେ ୪ ଓଡ଼ିଆ
ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ ହକି ନଭେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳିବ। ପୁରୁଷ ଦଳ କଳିଙ୍ଗରେ ପୂର୍ବରୁ ଅନେକ ଟୁର୍ନାମେଣ୍ଟ…
Archives


