ଜନ୍ମଦିନରେ ନିଜକୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଲେ ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜ ଟୁଇଟରରେ ଏକ ହାତ ଲେଖା ହୃଦୟସ୍ପର୍ଶୀ ଚିଠି ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସବୁଠୁ ରୋଚକ…
ସେଦିନ କୋହଲିଙ୍କ ପରିବାର ନେଇଥିଲେ ବଡ ନିଷ୍ପତ୍ତି, ନହେଲେ ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ
ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୧ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ସେ ଆଧିପତ୍ୟ ବିସ୍ତାର କରିଛନ୍ତି। ଟେଷ୍ଟ ମ୍ୟାଚ୍ ହେଉ କି ଏକଦିବସୀୟ, ଟି-୨୦ କ୍ରିକେଟର…
କୋହଲି କ୍ରିକେଟର ଆଉ ଏକ ‘ବିରାଟ’ ତାରକା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୧ତମ ଜନ୍ମଦିବସ। ଏହି ଦିନକୁ ଖାସ୍ କରିବା ପାଇଁ ସ୍ତ୍ରୀ ଅନୁଷ୍କା ସହ ଭୂଟାନରେ ପହଞ୍ଚିଛନ୍ତି କୋହଲି। ଏବେ ବିଶ୍ୱକ୍ରିକେଟରେ ରାଜ୍ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର…
ଆଇପିଏଲ୍ ଗଭର୍ନିଂ କାଉନସିଲ ବୈଠକ: ଖେଳାଳି ବଦଳ ନିୟମ ନେଇ ଆଲୋଚନା ହେବ
ନୂଆଦିଲ୍ଲୀ,୫।୧୧(ପି.ଟି.)- ମୁମ୍ବାଇରେ ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଗଭର୍ନିଂ କାଉନସିଲ ବୈଠକ ବୁଧବାର ବସିବାକୁ ଯାଉଛି। ଆଇପିଏଲକୁ ଅଧିକ ରୋମାଞ୍ଚକ କରିବା ପାଇଁ ଏକ ନୂଆ ନିୟମ ଲାଗୁ କରିବା ନେଇ ଏହି ବୈଠକରେ ଆଲୋଚନା ହେବ। ଖେଳାଳି ବଦଳ…
‘ମହା’ ବାତ୍ୟା: ଦ୍ୱିତୀୟ ଟି୨୦ରେ ବର୍ଷା ଆଶଙ୍କା
ରାଜକୋଟ,୫।୧୧- ଏଠାରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଗୁରୁବାର ଆୟୋଜନ ହେବାକୁ ଯାଉଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ପ୍ରଥମ ଟି୨୦ ଖେଳାଯାବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଏହି…
ନଂ ୧ ସ୍ଥାନକୁ ଫେରିଲେ ନାଡାଲ
ପ୍ୟାରିସ୍,୫।୧୧ – ସ୍ପେନ୍ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଦୀର୍ଘ ଏକ ବର୍ଷ ପରେ ଏଟିପି ର଼୍ୟାଙ୍କିଙ୍ଗ୍ର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ପ୍ୟାରିସ ମାଷ୍ଟର୍ସ ସେମିଫାଇନାଲରେ ପ୍ରବେଶ କରି ସେ ସୋମବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍ର ଶୀର୍ଷ ସ୍ଥାନକୁ ଉଠିଛନ୍ତି।…
ପାକିସ୍ତାନ ବିପକ୍ଷ ଡେଭିସ କପ୍: ରାଜପାଲ ନନ୍ ପ୍ଲେଇଙ୍ଗ୍ କ୍ୟାପଟେନ
ନୂଆଦିଲ୍ଲୀ, ୫।୧୧(ପି.ଟି.)- ପାକିସ୍ତାନ ବିପକ୍ଷ ଡେଭିସ କପ୍ ଟାଇ ପାଇଁ ପୂର୍ବତନ ଖେଳାଳି ତଥା ଜାତୀୟ ଟେନିସ ଫେଡେରେଶନ ଚୟନ କମିଟି ଅଧ୍ୟକ୍ଷ ରୋହିତ ରାଜପାଲ ଭାରତର ନନ୍ ପ୍ଲେଇଙ୍ଗ୍ କ୍ୟାପ୍ଟେନ ନିଯୁକ୍ତ ହୋଇଛନ୍ତି। ଚଣ୍ଡିଗଡ୍ରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)…
ସ୍ମିଥ୍ଙ୍କ ଦ୍ୱିତୀୟ ବିବାହ
କେପ୍ଟାଉନ, ୫।୧୧- ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗ୍ରାଏମ ସ୍ମିଥ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରୋମି ଲାନଫ୍ରାନ୍ସିଙ୍କ ସହ ସ୍ମିଥଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହ ବେଳର ଫଟୋକୁ ସ୍ମିଥ୍ ନିଜ ଟୁଇଟର୍ ପୃଷ୍ଠାରେ ଶେୟାର କରି…
ବୋଟାସ ଜିତିଲେ ୟୁଏସ୍ ଗ୍ରାଁପ୍ରି: ହାମିଲଟନଙ୍କୁ ୬ଷ୍ଠ ବିଶ୍ୱ ଟାଇଟଲ
ଅଷ୍ଟିନ, ୫ା୧୧ (ଏଏଫ୍ପିି)-ଲୁଇସ୍ ହାମିଲଟନ ୬ଷ୍ଠ ଥର ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ୟୁଏସ୍ ଓପନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ରେ ଦ୍ୱିତୀୟ ସ୍ଥାନ ସହ ସେ ଏହି ସଫଳତା…
ଭାରତ- ପାକ୍ ଡେଭିସ୍ କପ୍ ଟାଇ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର
ନୂଆଦିଲ୍ଲୀ,୫।୧୧(ପି.ଟି.)- ନିରାପତ୍ତା ତଥା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭାରତ- ପାକିସ୍ତାନ ଡେଭିସ କପ୍ ମ୍ୟାଚ୍ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରାଯାଇଛି। ବିଶ୍ୱ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଆଇଟିଏଫ୍ ସୋମବାର ଏ ନେଇ ନିଷ୍ପତ୍ତି ନେବା ସହ ଘୋଷଣା କରିଛି।…
ପୋଲିସ ସବଇନ୍ସପେକ୍ଟରଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ ଖେଳାଳି
ଭାରତୀୟ ଟିମର ପେସ୍ ବୋଲର୍ ପରୱିନ୍ଦର ଆୱାନା ଜଣେ ପୋଲିସଙ୍କୁ ବିବାହ କରିଛନ୍ତି। ପରୱିନ୍ଦରଙ୍କ ସ୍ତ୍ରୀ ସଙ୍ଗୀତା କସାନା ଦିଲ୍ଲୀ ପୋଲିସରେ ସବଇନ୍ସପେକ୍ଟର ଅଛନ୍ତି। ପରୱିନ୍ଦର ଏବଂ ସଙ୍ଗୀତାଙ୍କ ଦୀର୍ଘଦିନ ଧରି ପ୍ରେମ ଚାଲିଥିଲା। ଗତବର୍ଷ ଉଭୟ ବିବାହ ବନ୍ଧନରେ ଆବଦ୍ଧ…
ଦେଓଧର ଟ୍ରଫି: ଭାରତ ବି’ ଚାମ୍ପିୟନ ଯାଦବ, ନଦୀମଙ୍କ ପ୍ରଭାବୀ ପ୍ରଦର୍ଶନ
ରାଞ୍ଚି,୪।୧୧ (ପି.ଟି.)- ପାର୍ଥିବ ପଟେଲଙ୍କ ନେତୃତ୍ୱାଧୀନ ଭାରତ ବି’ ଏଥର ଦେଓଧର ଟ୍ରଫି ହାସଲ କରିଛି। କେଦାର ଯାଦବଙ୍କ ୮୬ ରନର ଅର୍ଦ୍ଧଶତକୀୟ ଇନିଂସ ଓ ପରେ ସ୍ପିନର ଶାହବାଜ ନଦୀମଙ୍କ ୪ ଉଇକେଟ ସଫଳତା ସହାୟତାରେ ଭାରତ ବି’ ୫୧…
Archives


