ଖେଳ

ବିଗ୍‌ ବାସ ଲିଗ୍‌ରେ ପଦାର୍ପଣ କରିବେ ଡି ଭିଲର୍ସ

ସିଡ୍‌ନୀ, ୧।୧୦ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ପଦାର୍ପଣ କରିବେ। ବିବିଏଲ୍‌ର ଆଗାମୀ ସଂସ୍କରଣ ୨୦୧୯-୨୦ରେ ସେ ବ୍ରିସବେନ ହିଟ୍‌ ପକ୍ଷରୁ...

ପନ୍ତଙ୍କ ସ୍ଥାନରେ ଖେଳିବେ ରିଦ୍ଧିମାନ

ବିଶାଖାପାଟନମ, ୧।୧୦ (ପି.ଟି.)- ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମଠାରେ ଆରମ୍ଭ ହେବ। ଖରାପ ପ୍ରଦର୍ଶନ ଦେଇ ଗତି କରୁଥିବା ଯୁବ...

ସର୍ଜରୀରୁ ପ୍ରତ୍ୟାବର୍ତ୍ତନ ପରେ ମୁରେଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ବେଜିଂ, ୧।୧୦ (ଏଏଫ୍‌ପି)- ବ୍ରିଟେନ ଟେନିସ ଷ୍ଟାର୍‌ ଆଣ୍ଡି ମୁରେ ସର୍ଜରୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଚାଇନା ଓପନ୍‌ର ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ୩୨ ବର୍ଷୀୟ ମୁରେ ୭-୬ (୭/୨), ୭-୬...

ବ୍ରାଥଓ୍ବେଟଙ୍କୁ ଆଇସିସିର ସବୁଜ ସଙ୍କେତ

ଦୁବାଇ, ୧।୧୦ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର କ୍ରେଗ୍‌ ବ୍ରାଥଓ୍ବେଟ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମଙ୍ଗଳବାର ବ୍ରାର୍ଥଓ୍ବେଟ୍‌ଙ୍କ ବୋଲିଂ ଶୈଳୀ ତ୍ରୁଟିଶୂନ୍ୟ ଥିବା କହିଛି। କିଙ୍ଗ୍ସଷ୍ଟନରେ ଗତ ସେପ୍ଟେମ୍ବର...

ଆଇପିଏଲ ୧୩: ଘୋଷଣା ହେଲା ଖେଳାଳି ନିଲାମୀ ତାରିଖ

ମୁମ୍ବାଇ,୧।୧୦: ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ୧୯ରେ ଖେଳାଳି ନିଲାମୀ ପ୍ରକ୍ରିୟା କରାଯିବ। ସବୁଥର ବେଙ୍ଗାଲୁରୁରେ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେବ। ଗତବର୍ଷ...

ଇମ୍ରାନ ଖାନ୍‌ ଆତଙ୍କବାଦୀଙ୍କ ରୋଲ୍‌ ମଡେଲ୍‌: ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧।୧୦: ଭାରତର ପୂର୍ବତନ ଖେଳାଳି ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଆତଙ୍କବାଦୀଙ୍କ ରୋଲ୍‌ ମଡେଲ୍‌ ବୋଲି କହିଛନ୍ତି। ଗମ୍ଭୀର ଇମ୍ରାନଙ୍କ ବିରୋଧରେ ଟୁଇଟ କରି କହିଛନ୍ତି,...

ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲିଥିବାବେଳେ ଦୁଇଥର ଚାଲିଗଲା ଲାଇଟ୍‌, ଅନ୍ଧାରରେ ଖେଳାଳି

କରାଚି,୧।୧୦: ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ସିରିଜ୍‌ ଖେଳାଯାଉଛି। ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କଚାଚିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ ଚାଲିଥିବାବେଳେ ଷ୍ଟାଡିୟମର ଅଧା ଫ୍ଲଡ୍‌ଲାଇଟ୍‌ ବନ୍ଦ ହୋଇଯାଇଥିଲା।...

ମହିଳା ଜାଭେଲିନ୍‌ ଥ୍ରୋ ଜାତୀୟ ରେକର୍ଡ ସହ ଫାଇନାଲରେ ଅନୁ

ଦୋହା, ୧।୧୦(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତର ଶୀର୍ଷସ୍ଥାନୀୟ ମହିଳା ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜ ନାମରେ ଥିବା ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ସୋମବାର ଅନୁଷ୍ଠିତ ଯୋଗ୍ୟତା ପର୍ଯାୟ ରାଉଣ୍ଡରେ ସେ ଏହି ସଫଳତା ପାଇଛନ୍ତି।...

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି)- ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ବଲାଙ୍ଗୀରର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ଇନ୍‌ଡୋର ହଲ୍‌ରେ ୪ର୍ଥ ଆର.ଏନ. ସିଂ ଦେଓ ମେମୋରିଆଲ ଅଲ୍‌ ଓଡ଼ିଶା ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ସୋମବାର...

ସୁମୋ ରେସଲରଙ୍କ ସହ ଲଢ଼ିଲେ ଜୋକୋଭିଚ୍‌

ଟୋକିଓ,୦୧।୧୦: ସର୍ବିଆର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଏବେ ଜାପାନ ଓପନରେ ଭାଗ ନେବା ପାଇଁ ଏଠାରେ ଅଛନ୍ତି। ଟ୍ରେନିଂରୁ ବ୍ରେକ ନେଇ ସେ ଜାପାନର ଜାତୀୟ କ୍ରୀଡ଼ା ସୁମୋ ରେସଲିଂର ମଜା ନେଇଛନ୍ତି। ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ...

ଏମ୍‌ସିଏ ନିର୍ବାଚନରେ ଭୋଟ ଦେଇପାରିବେ ତେନ୍ଦୁଲକର, ଭେଙ୍ଗସରକର

ମୁମ୍ବାଇ,୧।୧୦(ପିଟି): ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦୀଲିପ ଭେଙ୍ଗସରକରଙ୍କ ସହ ୩୯ ଜଣ ଅନ୍ତର୍ଜାତୀୟ କ୍ରିକେଟର ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ନିର୍ବାଚନରେ ଭୋଟ ଦେବାକୁ ଯୋଗ୍ୟ। କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୪ ତାରିଖରେ ଏମ୍‌ସିଏ ନିର୍ବାଚନ ଅନୁଷ୍ଠିତ...

୨୦୨୪ ନିର୍ବାଚନରେ ଶଶି ଥରୁରଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି ଏହି କ୍ରିକେଟର

ଥିରୁଭାନନ୍ତପୁରମ୍‌,୩୦।୯: ୨୦୨୪ ଲୋକ ସଭା ନିର୍ବାଚନରେ ଥିରୁଭାନନ୍ତପୁରମ୍‌ ଆସନରୁ ଶଶି ଥରୁରଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି କ୍ରିକେଟର୍‌ ଶାନ୍ତାକୁମାରନ୍‌ ଶ୍ରୀସନ୍ଥ। ଆଇପିଏଲ ସ୍ପଟ ଫିକ୍ସି ମାମଲାରେ ଛନ୍ଦି ହୋଇପଡିଥିବା ଏହି କ୍ରିକେଟର ୨୦୧୬ରେ ଭାଜପା ଟିକେଟରୁ କେରଳ ଥିରୁଭାନନ୍ତପୁରମ୍‌ ବିଧାନସଭା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri