ଖେଳ

ଅଗ୍ରଓ୍ବାଲଙ୍କ ୩ୟ ଶତକ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ। ତାଙ୍କର ଏହି ଅପରାଜିତ ଇନିଂସରେ ୧୫ ଚୌକା ଓ ଗୋଟିଏ…

ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍‌

ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍‌ମିଣ୍ଟନ କୋଚ୍‌ କିମ ଜି ହ୍ୟୁନ ପୁଣେ ଥରେ ଆକ୍‌ଶନକୁ ଫେରିଛନ୍ତି। ଏହି କୋଚ ନିଜ ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ପଦରୁ ଇସ୍ତଫା…

ପ୍ରଥମ ଦେଖାରେ ମଡେଲଙ୍କୁ କିସ୍‌ କରିଥିଲେ ଲୋକପ୍ରିୟ ଭାରତୀୟ କ୍ରିକେଟର

ପ୍ରାୟତଃ ପ୍ରଥମ ଦେଖାରେ ଉଭୟ ଯୁବକ ଓ ଯୁବତୀ ଲାଜ କରନ୍ତି କଥା ହେବାକୁ। ଆଉ ଅନ୍ୟ ସବୁ ତ ଦୂର କଥା। କିନ୍ତୁ ଲୋକପ୍ରିୟ ଭାରତୀୟ କ୍ରିକେଟର ପ୍ରଥମ ଦେଖାରେ ମଡେଲଙ୍କୁ କିସ୍‌ କରିଥିଲେ। ଏହି ଘଟଣା ୭ ବର୍ଷ…

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିବା ସହ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ୍‌ ଓ ଭାଲେନିସିଆ ପ୍ରଭୃତି ହାଇପ୍ରୋଫାଇଲ…

ହ୍ୟାଟ୍ରିକ ମ୍ୟାନ୍‌

ଦୀପକ ଚହର ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ହିସାବରେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ଅବଶ୍ୟ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏଥିସହିତ ଭାରତୀୟ ବୋଲରମାନେ ସବୁ ୩ଟି ଯାକ ଫର୍ମାଟରେ ହ୍ୟାଟ୍ରିକ…

ଗୋଲାପୀ ବଲ୍‌ର ଉତ୍କଣ୍ଠା

କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପିଙ୍କ୍‌ ବା ଗୋଲାପୀ ବଲ୍‌ରେ ଖେଳାଯିବ। ବିଭିନ୍ନ ଦୃଷ୍ଟିକୋଣରୁ…

ଖାତା ଖୋଲିପାରିଲେ ନାହିଁ କୋହଲି; ଶତକ ମୁହାଁ ଅଗ୍ରଓ୍ବାଲ

ଇନ୍ଦୋର,୧୫ା୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ୧୫୦ ରନ୍‌ କରିଥିବାବେଳେ ଭାରତୀୟ ଦଳ ଶୁକ୍ରବାର ରିପୋର୍ଟ ଲେଖା ହେବା ସୁଦ୍ଧା ୩ ଉଇକେଟ ହରାଇ…

ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ, ଜାଣନ୍ତି କାହିଁକି

ନଭେମ୍ବର ୧୫, ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ। କାହିଁକି ଜାଣନ୍ତି, କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜିର ଦିନରେ ହିଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୧୯୮୯, ନଭେମ୍ବର ୧୫ରେ ମାତ୍ର ୧୬ ବର୍ଷ ୨୦୫ରେ ଦିନରେ…

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ଭାରତ-ଆଫଗାନିସ୍ତାନ ମ୍ୟାଚ ଡ୍ର

ଦୁସାମ୍ବେ (ତାଜିକିସ୍ତାନ), ୧୫ା୧୧ (ପି.ଟି.)-ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଗୁରୁବାର ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥିସହିତ ୧୦୬ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ଗ୍ରୁପ୍‌ ଇ’ରେ ୪ଟି ମ୍ୟାଚରୁ ୩ ପଏଣ୍ଟ…

ଡିସ୍ପୋର୍ଟସ ରେ ପ୍ରସାରଣ ହେବ ଆଇ-ଲିଗ୍‌

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.)-ସିଜନ ୨୦୧୯-୨୦ ଆରମ୍ଭରୁ ଆଇ-ଲିଗ୍‌ ମ୍ୟାଚଗୁଡ଼ିକ ଡିସ୍ପୋର୍ଟରେ ସିଧା ପ୍ରସାରଣ ହେବ। ଏନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଲେକ୍ସ ସ୍ପୋର୍ଟେଲ ଭିଜନ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ୩ବର୍ର୍ଷିଆ ଚୁକ୍ତି କରିଛି। ଆଇ-ଲିଗ୍‌ର ୧୩ତମ ସଂସ୍କରଣ ନଭେମ୍ବର ୩୦ରୁ…

ଡ୍ରାଭିଡଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ମାମଲା ଖାରଜ

ନୂଆଦିଲ୍ଲୀ, ୧୫ା୧୧(ପି.ଟି.)-ରାହୁଲ ଡ୍ରାଭିଡଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ଖାରଜ କରିଦେଇଛନ୍ତି। ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ…

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଗୋବିନ୍ଦ, ବିପ୍ଳବଙ୍କ ଅର୍ଦ୍ଧଶତକ; ଓଡ଼ିଶା ବିଜୟୀ

କଟକ ଅଫିସ,୧୫ା୧୧- ସୁରଟର ଲାଲ୍‌ଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ୍‌ରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା — ରନ୍‌ରେ ସୌରାଷ୍ଟ୍ରକୁ ପରାସ୍ତ କରିଛି। ସ୍ପିନରଙ୍କୁ ସୁହାଇଥିବା ପିଚ୍‌ରେ ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri