ରଜତଙ୍କ ପୁନଃ ଅବସ୍ଥାନ ନେଇ ଓମ୍ବୁଡ୍ସମ୍ୟାନଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ,୧୯।୧୧(ପି.ଟି.)- ଅଧ୍ୟକ୍ଷ ହିସାବରେ ବରିଷ୍ଠ ପତ୍ରକାର ରଜତ ଶର୍ମାଙ୍କ ପୁନଃ ଅବସ୍ଥାନ ନେଇ ଓମ୍ବୁଡ୍ସମ୍ୟାନ ଦେଇଥିବା ନିର୍ଦ୍ଦେଶକୁ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଆପେକ୍ସ କାଉନସିଲ ପ୍ରତ୍ୟାଖାନ କରିଛି। ରଜତ ଶନିବାର ଡିଡିସିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।…
ପିଙ୍କ୍ ବଲ ଟେଷ୍ଟର ପ୍ରଥମ ୪ ଦିନର ଟିକେଟ ବିକ୍ରି
ମୁମ୍ବାଇ,୨୦।୧୧(ପି.ଟି.)- ଇଡେନ ଗାର୍ଡେନ୍ସଠାରେ ଖେଳାଯିବାକୁ ଥିବା ଐତିହାସିକ ପିଙ୍କ୍ ବଲ ଟେଷ୍ଟର ପ୍ରଥମ ୪ ଦିନର ଟିକେଟ ବିକ୍ରି ହୋଇଯାଇଛି ବୋଲି ବିସିସିଆଇ କ୍ରିକେଟ ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର କହିଛନ୍ତି। ଏଥିନେଇ ସେ ବହୁତ ଖୁସି ଥିବା କହିଛନ୍ତି। ଆସନ୍ତା…
ନୁର- ସୁଲତାନରେ ଇଣ୍ଡୋ- ପାକ୍ ଡେଭିସ କପ୍ ଟାଇ
ନୂଆଦିଲ୍ଲୀ,୧୯।୧୧ (ପି.ଟି.)- ପାକିସ୍ତାନର ରିଭ୍ୟୁ ଅପିଲକୁ ପ୍ରତ୍ୟାଖାନ କରିଛି ଅନ୍ତର୍ଜାତୀୟ ଟେନିସ ଫେଡେରେଶ (ଆଇଟିଏଫ୍)। ଅନ୍ୟପଟେ ଆଇଟିଏଫ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଅୟୋଜନ ହେବାକୁ ଥିବା ଡେଭିସ୍ କପ୍ ଟାଇ ପାଇଁ ଏକ ନିରପେକ୍ଷ ଭେନ୍ୟୁର ନାମ ଘୋଷଣା କରିଛି।…
ମହିଳା ଟ୍ରାପରେ ରାଜେଶ୍ୱରୀଙ୍କ ଜାତୀୟ ରେକର୍ଡ
ନୂଆଦିଲ୍ଲୀ,୧୯।୧୧(ପି.ଟି.)- ପଞ୍ଜାବର ରାଜେଶ୍ୱରୀ କୁମାରୀ ୬୩ତମ ଜାତୀୟ ଶଟଗନ ଶୁଟିଂ ଚାମ୍ପିୟନଶିପ୍ର ମହିଳା ଟ୍ରାପ ଇଭେଣ୍ଟରେ ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। ଏ ନେଇ ଭାରତୀୟ ରାଇଫଲ ଆସୋସିଏଶନ (ଏନ୍ଆରଏଆଇ) ମଙ୍ଗଳବାର ସ୍ପଷ୍ଟ କରିଛି। ଯୋଗ୍ୟତା ପର୍ଯ୍ୟାୟରେ ମୋଟ ଉପରେ ୧୨୫ରୁ…
ଅମ୍ପାୟରଙ୍କ ତ୍ରୁଟି ପରେ ହୃଦ୍ଘାତ ନେଲା ବ୍ୟାଟ୍ସମ୍ୟାନଙ୍କ ଜୀବନ
ହାଇଦ୍ରାବାଦ,୧୯।୧୧- କ୍ରିକେଟରେ ଅମ୍ପାୟରଙ୍କ ତ୍ରୁଟି କରିବା କିଛି ନୂଆ କଥା ନୁହେଁ। ମାତ୍ର ଅମ୍ପାୟର ତ୍ରୁଟି ଯୋଗୁ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଏତେ ବିଚଳିତ ହୋଇ ଉଠିଥିଲେ ଯେ, ତାଙ୍କୁ ହୃଦ୍ଘାତ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳରେ ଉକ୍ତ ଖେଳାଳିଙ୍କ ମୃତ୍ୟୁ…
ଶାହାଦତଙ୍କ ବାସନ୍ଦାଦେଶ ବଢ଼ିଲା ୫ ବର୍ଷ
ଢାକା,୧୯।୧୧- ବାଂଲାଦେଶ ଘରୋଇ ଟୁର୍ନାମେଣ୍ଟରେ ସାଥୀ ଖେଳାଳିଙ୍କୁ ଆକ୍ରମଣ କରିଥିବା ଘଟଣାରେ ପୂର୍ବତନ ପେସର ଶାହଦତ ହୋସେନଙ୍କୁ ୫ ବର୍ଷ ବାସନ୍ଦ କରାଯାଇଛି। ଏଥିରୁ ଦୁଇ ବର୍ଷ ସେ କୌଣସି ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ। ଏଥିସହ ଜରିମାନା ବାବଦକୁ ତାଙ୍କୁ…
କୋହଲିଙ୍କୁ ମିଳୁନାହିଁ ଛୁଟି
ନୂଆଦିଲ୍ଲୀ,୧୯।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଫିଟ୍ କ୍ରିକେଟର। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ କଦାପି ଓ୍ବାର୍କଆଉଟ ସେସନ ମିସ୍ କରନ୍ତି ନାହିଁ ଓ ସର୍ବଦା ନିଜ ଡାଏଟ୍ରେ ରୁହନ୍ତି।…
ଶ୍ରୀଲଙ୍କା ସ୍ପିନରଙ୍କ ଅନଅର୍ଥଡକ୍ସ ବୋଲିଂ ଷ୍ଟାଇଲ ଭାଇରାଲ
କଲମ୍ବୋ,୧୯।୧୧- ଶ୍ରୀଲଙ୍କାରେ ବହୁ ଅନ୍ଅର୍ଥଡକ୍ସ ଷ୍ଟାଇଲର ବୋଲର ସୃଷ୍ଟି ହୋଇଛନ୍ତି। ଲସିଥ ମାଲିଙ୍ଗା ଏହାର ସଫଳତମ ଉଦ୍ହାରଣ। ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ୨୧ ବର୍ଷୀୟ ସ୍ପିନର କେଭିନ କୋଥାଥିଗୋଡା। ଗାଲେର ଖେଳାଳିଙ୍କ ବୋଲିଂ ଷ୍ଟାଇଲ ପ୍ରାୟତଃ ପୂର୍ବତନ ଦକ୍ଷିଣ…
ଟି୧୦ ଲିଗ୍: ଲିନଙ୍କ ରେକର୍ଡ
ଆବୁଧାବି,୧୯।୧୧- ଆବୁଧାବିରେ ଟି୧୦ ଲିଗ୍ର ତୃତୀୟ ସଂସ୍କରଣ ଏବେ ଖେଳାଯାଉଛି। ଏହି ଲିଗ୍ରେ ଅଷ୍ଟ୍ରେଲିଆ ଓପନର କ୍ରିସ ଲିନ ମରାଠା ଆରବିୟାନ୍ସ ପାଇଁ ଖେଳୁଛନ୍ତି। ସୋମବାର ଲିନ ବିସ୍ଫୋରକ ବ୍ୟାଟିଂ କରି ରେକର୍ଡ ଭଙ୍ଗ କରିଛନ୍ତି। ଟିମ୍ ଆବୁ ଧାବି ବିପକ୍ଷ…
ଅର୍ଦ୍ଧଶତକ ହାସଲ ପରେ ଏହି ଖେଳାଳିଙ୍କ ଚାଲିଗଲା ଜୀବନ
ହାଇଦ୍ରାବାଦ,୧୯।୧୧: ହାଇଦ୍ରାବାଦ୍ରେ କ୍ଲବ କ୍ରିକେଟ ମ୍ୟାଚ୍ ଚାଲିତତ୍ବାବେଳେ ଏକ ଅଘଟଣା ଘଟିଛି। ବ୍ୟାଟ୍ କି ବଲ୍ ବାଜି ନୁହେଁ, ଜଣେ ଖେଲାଳିଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ବୀରେନ୍ଦ୍ର ନାଏକ। ଏ-୩ ଡିଭିଜନ ଦିନିକିଆ ଲିଗ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ…
ପିତା ହେବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍
ଅଜିଙ୍କେ ରାହାଣେଙ୍କ ପରେ ଆଉ ଜଣେ କ୍ରିକେଟର୍ ଖୁବ୍ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଦ୍ରୁତ ବୋଲର୍ ଧବଳ କୁଲକର୍ଣ୍ଣି। ସେ ନିଜ ଟୁଇଟର ଆକାଉଣ୍ଟରେ ଏହି ଖୁସି ଖବର ଜଣାଇଛନ୍ତି। ସ୍ତ୍ରୀ ଶ୍ରଦ୍ଧା ଖାରପୁଡେଙ୍କ ସହ ଏକ ଫଟୋ…
ଅବିନାଶଙ୍କୁ ସ୍ନୁକର, ବରୁଣଙ୍କୁ ବିଲିୟାର୍ଡସ ଟାଇଟଲ୍
କଟକ ଅଫିସ,୧୯ା୧୧- କଟକ କ୍ଲବଠାରେ ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍ଏଓ) ଓ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ ୨୬ତମ ଅଲ ଓଡ଼ିଶା ବିଲିୟାର୍ଡସ ଓ ସ୍ନୁକର ରାଜ୍ୟ ର଼୍ୟାଙ୍କିଙ୍ଗ ଚାମ୍ପିୟନଶିପ ସୋମବାର ଉଦ୍ଘାଟିତ ହୋଇଛି। ପ୍ରଥମ ଦିବସରେ…
Archives


