ଏହି ପ୍ରଶ୍ନର ଉତ୍ତର ମୋଦିଙ୍କୁ ପଚାରିବାକୁ କହିଲେ ଗାଙ୍ଗୁଲି
କୋଲକାତା,୧୭।୧୦: ଭାରତୀୟ ଦଳର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ଏତେ ବଡ ପଦରେ ବସିବା ପୂର୍ବରୁ ନିଜ ଘର କୋଲକାତାକୁ ଯାଇଛନ୍ତି। ସେଠାରେ ତାଙ୍କର ଜୋରଦାର ସ୍ବାଗତ କରାଯାଇଥିଲା।...
ଦାଦାଙ୍କୁ ଅମୂଲ ପରିବାରର ଶୁଭେଚ୍ଛା
ନୂଆଦିଲ୍ଲୀ,୧୭।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବା ପରେ ପ୍ରଶଂସକ ଓ ସାଥୀ କ୍ରିକେଟରମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଧାରାରେ ଯୋଗଦେଇଛି ଅମୂଲ କମ୍ପାନୀ। ଏହି ବ୍ରାଣ୍ଡ ତା’ର...
ରାଞ୍ଚି ଟେଷ୍ଟରେ ଯୋଗଦେବେ ନାହିଁ ଗାଙ୍ଗୁଲି
କୋଲକାତା,୧୭।୧୦(ପି.ଟି.)- ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ। ତାଙ୍କୁ ଦେଶର ଫୁଟ୍ବଲ ଲିଗ୍ ଆଇଏସ୍ଏଲ୍ର ଆମ୍ବାସାଡର କରାଯାଇଛି। ଆଗାମୀ ଆଇଏସ୍ଏଲ ରବିବାରଠାରୁ କୋଚିଠାରେ ଅନୁଷ୍ଠିତ ହେବ। ଉଦ୍ଘାଟନୀ ମ୍ୟାଚ୍ କେରଳ ବ୍ଲାଷ୍ଟର୍ସ ଓ ଦୁଇ ଥର...
ରାଞ୍ଚି ଟେଷ୍ଟ: ସିଆରପିଏଫ୍, ଆର୍ମି ଯବାନଙ୍କୁ ମିଳିବ ମାଗଣା ଟିକେଟ୍
ରାଞ୍ଚି,୧୭।୧୦- ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏଶନ (ଜେଏସ୍ସିଏ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୟୁନିଫର୍ମ ପିନ୍ଧିଥିବା ସିଆରପିଏଫ୍, ଆର୍ମି ଯବାନ ଓ ଏନ୍ସିସି କ୍ୟାଡେଟ୍ସଙ୍କୁ ମାଗଣା ଟିକେଟ୍...
ଜଣେ ଇଞ୍ଜିନିୟରରୁ ଭାରତର ସଫଳତମ ବୋଲର୍
ଭାରତୀୟ କ୍ରିକେଟ ଦଳରେ ‘ଜମ୍ବୋ’ ନାମରେ ପରିଚିତ ଅନିଲ କୁମ୍ବଲେ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତୀୟ ଦଳର ପୂର୍ବତନ କୋଚ ଥିବା ଅନିଲ କୁମ୍ବଲେ ଜଣେ ସ୍ପିନର୍ ଭାବେ ଭାରତ ପାଇଁ ଅନେକ ରେକର୍ଡ ହାସଲ କରିଛନ୍ତି।...
ମୁଁ ଜଣେ ସାଧାରଣ ମଣିଷ, ମୋତେ ବି ରାଗ ଆସେ
ନୂଆଦିଲ୍ଲୀ,୧୭।୧୦:ଭାରତୀୟ ଦଳର ପୂର୍ବତନ ମହେନ୍ଦ୍ର ସିଂ ଧୋନୀ ସାଧାରଣତଃ ନିଜ ଭାବନା ବୟାନ କରନ୍ତି ନାହିଁ। ସେ ‘କ୍ୟାପଟେନ୍ କୁଲ୍’ ଭାବେ ମଧ୍ୟ ଜଣାଶୁଣା। ଦଳର ବିଜୟ ହେଉ କି ପରାଜୟ ସେ ସବୁବେଳେ କୁଲ୍ ଦେଖାଯାନ୍ତି। ଏନେଇ ସେ...
ଲଗାତର ୩ୟ ଗୋଲ୍ଡେନ ବୁଟ୍ ଜିତିଲେ ମେସି
ବାର୍ସିଲୋନା, ୧୭।୧୦ (ଏଏଫ୍ପି)- ବାର୍ସିଲୋନା ଅଧିନାୟକ ଲିଓନେଲ ମେସି ୟୁରୋପିଆନ୍ ଲିଗ୍ରେ ମୋଟ୍ ଉପରେ ୬ଷ୍ଠ ଥର ପାଇଁ ଟପ୍ ଗୋଲ ସ୍କୋରର୍ ହୋଇଛନ୍ତି। ୨୦୧୮-୧୯ ସିଜନରେ ୩୬ ଗୋଲ୍ସ୍କୋର କରି ସେ ଗୋଲ୍ଡେନ ବୁଟ୍ ଅକ୍ତିଆର କରିଛନ୍ତି। ସେହିଭଳି...
ଡେନ୍ମାର୍କ ଓପନ୍: ପ୍ରଥମ ରାଉଣ୍ଡରୁ ସାଇନାଙ୍କ ବିଦାୟ
ଓଡେନସେ, ୧୭।୧୦ (ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନ୍ମାର୍କ ଓପନ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ...
ଆଂଶିକାଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରିଲିଆନ୍ସ ଫାଉଣ୍ଡେଶନ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଏବଂ ଦୌଡ଼କୁଦ ପ୍ରତିଯୋଗିତାର ଜୁନିୟର ବାଳିକା ଶଟ୍ପୁଟ୍ ଇଭେଣ୍ଟରେ ଆଂଶିକା ରାଉତରାୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ତନୟା ଆଂଶିକା...
ପ୍ରସ୍ତୁତି ଭଲ ହୋଇଛି: ଟେବାର
ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ଆମକୁ ଯେପରି ସ୍ବାଗତ କରାଯାଇଛି ଏବଂ ଆତିଥେୟତା ମିଳିଛି ସେଥିରେ ମୁଁ ବହୁତ ଖୁସି। ନୂଆ, କ୍ଲବ, ନୂଆ ସହରରେ ଆମେ ଖୁବ୍ ଉତ୍ସାହିତ। କୋଚ୍ ଗାମ୍ବାଉଙ୍କ ଅଧିନରେ ଆମେ ଗତଥର ମଧ୍ୟ ଖେଳିଥିଲୁ। ତେଣୁ...
ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ
ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ)ର ନୂଆ ଦଳ ଓଡ଼ିଶା ଏଫସିର ଜର୍ସି ଉନ୍ମୋଚନ ଉତ୍ସବ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି। ଏଥିସହିତ ଆନୁଷ୍ଠାନିକଭାବେ ଓଡ଼ିଶାର ଏକ ଜାତୀୟ ଫୁଟବଲ କ୍ଲବର କାର୍ଯ୍ୟାରମ୍ଭ...
‘ଆଇଏସଏଲରେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଥମ ଲକ୍ଷ୍ୟ’
ଶୁଭମ୍ ଷଡ଼ଙ୍ଗୀ, ଜାତୀୟ ଫୁଟବଲରେ ଏବେ ଏକ ପରିଚିତ ନାମ। ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ)ରେ ଦିଲ୍ଲୀ ଡାଇନାମସ ପକ୍ଷରୁ ଖେଳି ଆସିଥିଲେ ଏହି ଓଡ଼ିଆ ଖେଳାଳି। ଏହି ଫୁଟବଲ କ୍ଲବ ଏବେ ଓଡ଼ିଶା ଏଫସିରେ ପରିଣତ ହୋଇଛି।...
Archives


