ହାବଭାବ ଦେଖି ପାକିସ୍ତାନ ଛାନିଆ! ୯୦ ମିନିଟ୍ ଆଗରୁ ନେଟ୍ସରେ ପହଞ୍ଚି ଚମକାଇଲେ କିଙ୍ଗ୍ କୋହଲି
ଦୁବାଇ,୨୨।୨: କଥାରେ ଅଛି ଯଦି ତୁମେ କିଛି କରିବା ଲାଗି ନିଶ୍ଚିତ କରିନିଅ ତେବେ କିଛି ବି କଷ୍ଟକର ନୁହେଁ। ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ପାକିସ୍ତାନକୁ ପରାସ୍ତ କରିବାକୁ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି। ମ୍ୟାଚ୍ ପୂର୍ବରୁ ତାଙ୍କର...
Champions Trophy 2025: ଲାହୋରରେ ଶୁଭିଲା ଭାରତର ଜାତୀୟ ସଙ୍ଗୀତ, ତାଜୁବ ହୋଇଗଲେ ଦର୍ଶକ, ଭିଡିଓ ଭାଇରାଲ
ଲାହୋର,୨୨।୨: ଶନିବାର ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ Champions Trophy 2025 ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଆରମ୍ଭରେ, ଯେତେବେଳେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳିମାନେ ଜାତୀୟ ସଙ୍ଗୀତ ପାଇଁ ମଇଦାନରେ ଠିଆ ହୋଇଥିଲେ, ସେତେବେଳେ...
IND vs PAK: ଦେଶ ପାଇଁ କିଛି ବି କରିପାରିବେ ଏହି ଭାରତୀୟ କ୍ରିକେଟର୍: ପ୍ରଶଂସାରେ ପୋତିପକାଇଲେ ରିକି ପଣ୍ଟିଂ
ଦୁବାଇ,୨୨।୨: ଭାରତ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ସହିତ ତା’ର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଟିମ ଇଣ୍ଡିଆ ବାଂଲାଦେଶକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଶୁବମନ ଗିଲଙ୍କ ଶତକ ବ୍ୟତୀତ, ମହମ୍ମଦ ଶାମିଙ୍କ ୫ଟି ଉଇକେଟ...
IND vs PAK:ଭାରତ ଅପେକ୍ଷା ପାକିସ୍ତାନ ଦୁର୍ବଳ…ମହାମୁକାବିଲା ପୂର୍ବରୁ ଏମିତି କହିଦେଲେ ପାକିସ୍ତାନ କିମ୍ବଦନ୍ତୀ
ଦୁବାଇ,୨୨।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ୨୩ ଫେବୃଆରୀରେ ଖେଳାଯିବ। ଏହି ମ୍ୟାଚ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ମ୍ୟାଚ ପୂର୍ବରୁ ସରକାରୀ ପ୍ରସାରକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ଶାହିଦ ଆଫ୍ରିଦି, ଯୁବରାଜ...
ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ରକୁ ନେଇ ଚାଞ୍ଚଲ୍ୟକର ଖୁଲାସା: ୧୮ ମାସ ହେବ…
ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଅଲଗା ହୋଇଯାଇଛନ୍ତି। ଉଭୟଙ୍କୁ ନିକଟରେ ମୁମ୍ବାଇର ଫ୍ୟାମିଲି କୋର୍ଟରେ ଦେଖାଯାଇଥିଲା। ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରର ସ୍କ୍ରିପ୍ଟ ବହୁତ ପୂର୍ବରୁ ଲେଖା ସରିଛି। ଏ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ...
ଆୟରଲାଣ୍ଡର ଏହି ମହିଳା ହେବେ Shikhar Dhawanଙ୍କ ପାର୍ଟନର? ଜାଣନ୍ତୁ କ’ଣ କରନ୍ତି ମିଷ୍ଟ୍ରି ଗାର୍ଲ
ନୂଆଦିଲ୍ଲୀ,୨୨।୨: ଭାରତ ଏବଂ ବାଂଲାଦେଶ ମ୍ୟାଚ ପାଇଁ ଚାମ୍ପିଅନ୍ସ ଟ୍ରଫି 2025 ବ୍ରାଣ୍ଡ ଆମ୍ବାସାଡର ଶିଖର ଧାୱନ ଦୁବାଇରେ ପହଞ୍ଚିଥିଲେ। ଏହି ମ୍ୟାଚ ସମୟରେ ଧାୱନଙ୍କୁ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହିତ ଦେଖିବାକୁ ମିଳିଥିଲା। କୁହାଯାଉଛି ଧାୱନ ଏହି ମହିଳାଙ୍କୁ...
IND vs PAK Live Streaming: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍
ଦୁବାଇ,୨୨।୨:ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଗଲାଣି। ଟୁର୍ନାମେଣ୍ଟର ସବୁଠାରୁ ଚର୍ଚ୍ଚିତ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯିବ। ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପ୍ରଶଂସକମାନେ ଘରେ ବସି ଏହି ମ୍ୟାଚ ଲାଇଭ ଦେଖିପାରିବେ।...
ଆଇପିଏଲ୍କୁ ଫେରିବା ଲକ୍ଷ୍ୟରେ କୁମିନ୍ସ
ସିଡ୍ନୀ,୨୧ା୨: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପ୍ୟାଟ୍ କୁମିନ୍ସ ଲଡର୍ସରେ ଜୁନ୍ ୧୧ରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଆସନ୍ତା...
Chahal-Dhanashree Divorce: ସ୍ବାମୀଙ୍କ ଠାରୁ ଅଧିକ ରୋଜଗାର କରୁଥିବା ସ୍ତ୍ରୀ ଛାଡପତ୍ର ପରେ ମାଗିପାରିବେ କି ଭରଣପୋଷଣ, ଜାଣନ୍ତୁ କ’ଣ କହୁଛି ଆଇନ
ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ସ୍ପିନର Chahal-Dhanashree Divorce ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ର କନଫର୍ମ ହୋଇଛି। ରିପୋର୍ଟ ଅନୁସାରେ, ଉଭୟଙ୍କ ମଧ୍ୟରେ ଭରଣପୋଷଣ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। ଛାଡପତ୍ର ପରେ ୟୁଜଭେନ୍ଦ୍ର ଚହଲ...
Ranji Trophy: ଫାଇନାଲରେ ବିଦର୍ଭ-କେରଳ
ଅହମ୍ମଦାବାଦ,୨୧ା୨: ଚଳିତ Ranji Trophyରେ ଶୁକ୍ରବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଫାଇନାଲରେ ବିଦର୍ଭ ଓ କେରଳ ପରସ୍ପରକୁ ଭେଟିବେ। ଗତ ଥରର ଫାଇନାଲିଷ୍ଟ ବିଦର୍ଭ ୮୦ ରନ୍ରେ ଡିଫେଣ୍ଡିଂ ଚାମ୍ପିୟନ...
୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍
ଥିରୁଭାନନ୍ତପୁରମ,୨୧।୨: ସୁପରଷ୍ଟାର ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ ଦଳ ଆସନ୍ତା ବର୍ଷ କେରଳ ଆସିବ। ଏନେଇ ବୋଲି କେରଳ ସରକାର ଘୋଷଣା କରିଛନ୍ତି। କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନା ଦଳ କେରଳରେ...
Sourav Ganguly Biopic: ଗାଙ୍ଗୁଲିଙ୍କ ବାୟୋପିକର ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା, ହୋଇଗଲା ଫାଇନାଲ
ନୂଆଦିଲ୍ଲୀ,୨୧।୨: କପିଲ ଦେବଙ୍କଠାରୁ ଆରମ୍ଭ କରି ଏମଏସ ଧୋନୀ ଏବଂ ମିତାଲି ରାଜଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏବେ ଏହି ତାଲିକାରେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାମ...
Archives


