ଫିଞ୍ଚଙ୍କ ମୁଣ୍ଡରେ ବାଜିଲ ବଲ
ମେଲବୋର୍ନ,୩୦।୧୧(ଏଏଫ୍ପି)- ଅଷ୍ଟ୍ରେଲିଆର ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ ଶନିବାର ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଆହତ ହୋଇଛନ୍ତି। ଭିକ୍ଟୋରିଆ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫିଞ୍ଚଙ୍କ ହେଲମେଟରେ ବଲ ବାଜିଛି। ଏଥିଯୋଗୁ କନକୁଶନ ନିୟମ ଯୋଗୁ ତାଙ୍କ ବଦଳରେ ଟ୍ରାଭିସ…
କୋହଲିଙ୍କୁ ପଛରେ ପକାଇଲେ ସ୍ମିଥ
ଆଡିଲେଡ୍,୩୦।୧୧(ଏଏଫ୍ପି)- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ୭ ହଜାର ରନ୍ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ୧୯୪୬ଠାରୁ ତିଷ୍ଠି ରହିଥିବା ୭୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବା ସହ ଭାରତୀୟ ବ୍ୟାଟିଂ ସେନସେଶନ ବିରାଟ କୋହଲିଙ୍କୁ ବହୁତ…
ବ୍ରାଡମ୍ୟାନ, ଆଝାର ଅଲିଙ୍କ ରେକର୍ଡ ଭାଙ୍ଗିଲେ ଓ୍ବାର୍ନର
ଆଡିଲେଡ୍,୩୦।୧୧- ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର ପାକିସ୍ତାନ ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ୩୩୫ ରନ୍ର ତ୍ରିଶତକ ହାସଲ କରିଛନ୍ତି। ଏଥିସହ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିବାରେ ସାର ଡନ ବ୍ରାଡମ୍ୟାନ ରେକର୍ଡ ଭାଙ୍ଗିଛନ୍ତି। ବ୍ରାଡମ୍ୟାନ…
୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ‘ହକି ଭଳି ଫିଫା ବିଶ୍ୱକପ୍ ବୃହତ୍ ସଫଳତା ପାଇବ’
ଭୁବନେଶ୍ୱର, ୩୦।୧୧ (ସ୍ପୋଟର୍ସ ବ୍ୟୁରୋ)- ଆସନ୍ତା ବର୍ଷ ଭାରତରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ ଲାଗି ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ପୂର୍ବରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ…
ସାଉଥ୍ ଏସିଆନ୍ ଗେମ୍ସ: ଭଲିବଲ୍ ସେମିରେ ଭାରତୀୟ ପୁରୁଷ, ମହିଳା
କାଠମାଣ୍ଡୁ, ୩୦।୧୧(ପି.ଟି.)- ଏଠାରେ ଚାଲିଥିବା ସାଉଥ ଏସିଆନ୍ ଗେମ୍ସର ୧୩ତମ ସଂସ୍କରଣରେ ଶୁକ୍ରମାର ଭାରତୀୟ ପୁରୁଷ ଓ ମହିଳା ଭଲିବଲ୍ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ ଘରୋଇ ନେପାଳକୁ ୨୫-୧୫, ୨୫- ୧୩, ୨୫- ୧୬ରେ ପରାସ୍ତ କରି…
ଆଇଏସ୍ଏଲ୍: ହାଇଦ୍ରାବାଦ- ବେଙ୍ଗାଲୁରୁ ମ୍ୟାଚ୍ ଡ୍ର
ହାଇଦ୍ରାବାଦ, ୩୦।୧୧(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶୁକ୍ରବାର ହାଇଦ୍ରାବାଦ ଏଫ୍ସି ଓ ବେଙ୍ଗଲୁର ଏଫ୍ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ରେ ବେଙ୍ଗାଲୁରୁ ତରଫରୁ ସୁନୀଲ ଛେତ୍ରୀ ଦ୍ୱିତୀୟ ମିନିଟ…
ହାମିଲଟନ ଟେଷ୍ଟ ଲଥାମଙ୍କ ଶତକ: ନ୍ୟୁଜିଲାଣ୍ଡ ୧୭୩/୩
ହାମିଲଟନ,୩୦।୧୧(ଏଏଫ୍ପି)- ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଓପନର ଟମ୍ ଲଥାମଙ୍କ ଅପରାଜିତ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୫୪.୩ ଓଭରରେ ୩…
ପାକିସ୍ତାନ ବିପକ୍ଷ ଡେଭିସ୍ କପ୍: ରାମକୁମାର, ସୁମିତଙ୍କ ଦମ୍ଦାର ପ୍ରଦର୍ଶନ ଭାରତ ୨-୦ରେ ଅଗ୍ରଣୀ
ନୁର-ସୁଲତାନ,୩୦।୧୧(ପି.ଟି.)- କାଜାଖସ୍ତାନ ରାଜଧାନୀ ନୁର- ସୁଲତାନଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭେଡିସ୍ କପ୍ ମ୍ୟାଚ୍ ଆରମ୍ଭ ହୋଇଛି। ରାମ୍କୁମାର ରମାନାଥନ ଓ ସୁମିତ ନାଗାଲଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ଭାରତ ଶୁକ୍ରବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୨-୦ରେ ଅଗ୍ରଣୀ…
ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ୍ ୯ ଉଇକେଟରେ ବିଜୟୀ
ଲକ୍ଷ୍ନୌ,୩୦।୧୧(ପି.ଟି.)- ଏଠାରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ଶୁକ୍ରବାର ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ଅଫ୍ ସ୍ପିନର ରାଖିମ କର୍ନଓ୍ବାଲ କ୍ୟାରିୟର ଶ୍ରେଷ୍ଠ ୧୦ ଉଇକେଟ ଅକ୍ତିଆର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ…
ଦ୍ୱିତୀୟ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ଶତକ
ଆଡିଲେଡ, ୨୯।୧୧(ଏଏଫ୍ପି)- ସ୍ଥାନୀୟ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଶୁକ୍ରବାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୫ ରନରେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍ରେ…
ସୟଦ ମୁସ୍ତାକ ଅଲି ଟି୨୦: ଫାଇନାଲରେ କର୍ନାଟକ
ସୁରାଟ,୨୯।୧୧- ଅଭିମନ୍ୟୁ ମିଥୁନଙ୍କ ଘାତକ ବୋଲିଂ ପରେ ଓପନରଙ୍କ ଅର୍ଦ୍ଧଶତକ ବଳରେ କର୍ନାଟକ ୮ ଉଇକେଟ ହାତରେ ରଖି ହରିୟାଣାକୁ ହରାଇ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍ରେ ଅଭିମନ୍ୟୁ ମିଥୁନ ଗୋଟିଏ ଓଭରରେ…
ଗୋଟିଏ ଓଭରରେ ୫ ଉଇକେଟ ନେଲେ ଭାରତୀୟ ପେସର
ନୂଆଦିଲ୍ଲୀ,୨୯।୧୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ହରିୟାଣା ଓ କର୍ନାଟକ ମଧ୍ୟରେ ସୁରଟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ରେ ପୂର୍ବତନ ଭରତୀୟ ତଥା କର୍ନାଟକର ଅଭିଜ୍ଞ ପେସର ଅଭିମନ୍ୟୁ ମିଥୁନ ହ୍ୟାଟ୍ରିକ ସହ ଗୋଟିଏ ଓଭରରେ…
Archives


