ବୁମରାଙ୍କ ଫିଟ୍ନେସ ଟେଷ୍ଟ କରିବାକୁ ମନାକଲା ଏନ୍ସିଏ
ମୁମ୍ବାଇ,୨୦।୧୨- ବିସିସିଆଇର ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ) ପେସର ଯଶପ୍ରୀତ ବୁମରାଙ୍କ ଫିଟ୍ନେସ ଟେଷ୍ଟ ନେବାକୁ ମନା କରି ଦେଇଛି। ବୁମରା ନିକଟରେ ଏନ୍ସିଏରେ ଟ୍ରେନିଂ ନେବାକୁ ମନା କରିଥିଲେ। ସେ ବିଶାଖାପାଟଣାରେ ଭାରତୀୟ ଖେଳାଳିଙ୍କୁ ନେଟ୍ସରେ ବୋଲିଂ କରିବା ପରେ…
୭.୭୫ କୋଟି ମିଳିବା ପରେ ନାଚିଲେ ହେଟମେର
କୋଲକାତା,୨୦।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସିମରନ ହେଟମେରଙ୍କୁ ଆଇପିଏଲ ନିଲାମ ପ୍ରକ୍ରିୟାରେ ଦିଲ୍ଲୀ କ୍ୟାପିଟାଲ୍ସ ୭.୭୫ କୋଟି ଟଙ୍କାରେ କିଣିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ହେଟମେର ଖୁସିରେ ନାଚି ଉଠିଛନ୍ତି। ଏ ନେଇ ଡିସି ଫ୍ରାଞ୍ଚାଇଜ ପକ୍ଷରୁ ଏକ ଭିଡିଓ…
ଜାତୀୟ ସବ୍ଜୁନିୟର ବ୍ୟାଡମିଣ୍ଟନ: ମାନ୍ୟା ଅଭ୍ଲାନୀଙ୍କୁ ହରାଇଲେ ଅଶିତା
ଭୁବନେଶ୍ୱର, ୨୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍ଡୋର ଷ୍ଟାଡିୟମ ଏବଂ ସହିଦ ନଗରସ୍ଥିତ ଇନ୍ଡୋର ହଲ୍ରେ ଚାଲିଥିବା ଜାତୀୟ ସବ୍ଜୁନିୟର ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ଗୁରୁବାର ସହିଦ ନଗର ଇନ୍ଡୋର…
ଦେବାଶିଷ ଦ୍ୱିଶତକରୁ ବଞ୍ଚିତ: ଇନିଂସ ବିଜୟ ଆଶାରେ ଓଡ଼ିଶା
କଟକ ଅଫିସ,୨୦ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ସର୍ଭିସେସ୍ ରଣଜୀ ମ୍ୟାଚ୍ର ୩ୟ ଦିବସ ଖେଳ ଶେଷ ହୋଇଛି। ଘରୋଇ ମାଟିରେ ଓଡ଼ିଶା ପାଇଁ ଇନିଂସ ବିଜୟ ସୁଯୋଗ ରହିଛି। ସର୍ଭିସେସ୍ର ପ୍ରଥମ ଇନିଂସ ୨୭୧ରନରେ ସୀମିତ ରହିବା ପରେ ଓଡ଼ିଶା ପ୍ରଥମ…
ପାକିସ୍ତାନ-ଶ୍ରୀଲଙ୍କା ୨ୟ ଟେଷ୍ଟ: ପ୍ରଥମ ଦିନରେ ବୋଲରଙ୍କ ରାଜୁତି
କରାଚି, ୨୦।୧୨ (ଏଏଫ୍ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ପାକିସ୍ତାନ ୧୯୧…
ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ: କର୍ନାଟକକୁ ହରାଇ ଓଡ଼ିଶା ଚାମ୍ପିୟନ
ଭୁବନେଶ୍ୱର, ୨୦।୧୨(କ୍ରୀଡ଼ା ପ୍ରତିନିଧି)-ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବପ୍ରଥମ ସମର୍ଥମ୍ ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ୮୭ ରନରେ କର୍ନାଟକକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୨୦ ଓଭରରେ…
ଆଇପିଏଲ୍ ଖେଳାଳି ନିଲାମ: ଭାରତୀୟଙ୍କ ମଧ୍ୟରେ ଚାଓ୍ବଲା ଦାମୀ
କୋଲକାତା, ୨୦ା୧୨ (ପି.ଟି.)-ଗୁରୁବାର ଏଠାରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳାଳି ନିଲାମିରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅଧିକ ଚାହିଦା ପରିଲକ୍ଷିତ ହୋଇଛି। ଅଷ୍ଟ୍ରେଲିଆର ପ୍ୟାଟ୍ କୁମିନ୍ସ ସବୁଠାରୁ ଦାମୀ ବିଦେଶୀ ଖେଳାଳି ବିବେଚିତ ହୋଇଛନ୍ତି। ଦୁଇ ଥର ଚାମ୍ପିୟନ କୋଲକାତା…
ଫିଫା ର଼୍ୟାଙ୍କିଙ୍ଗ୍: ଭାରତ ସ୍ଥିର
ନୂଆଦିଲ୍ଲୀ,୧୯।୧୨(ପି.ଟି.)-ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ପୁରୁଷ ଫୁଟବଲ ଦଳ ବର୍ଷ ଶେଷରେ ୧୦୮ତମ ସ୍ଥାନରେ ପୂର୍ବପରି ସ୍ଥିର ରହିଛି। ତେବେ ଗତ ଗୋଟିଏ ବର୍ଷରେ ଭାରତ ୧୧ଟି ସ୍ଥାନ ତଳକୁ ଖସିଛି। ଗତ ବର୍ଷ ଡିସେମ୍ବର ମାସରେ ଭାରତ ୯୭ତମ…
ବାରବାଟୀ ନିର୍ଣ୍ଣାୟକ ଲଢ଼େଇ: ଭୁବନେଶ୍ୱରରେ ଟିମ୍ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ
ଭୁବନେଶ୍ୱର, ୧୯।୧୨ (ସ୍ପୋଟର୍ସ ବ୍ୟୁରୋ)- ଘରୋଇ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍ ରବିବାର କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ବାରବାଟୀ ମ୍ୟାଚ୍ ପାଇଁ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ…
କଟକ ଦିନିକିଆରେ ଖେଳିବେ ନାହିଁ ଦୀପକ
ନୂଆଦିଲ୍ଲୀ,୧୯।୧୨- କଟକର ବାରବାଟୀ ଷ୍ଟାଡିୟମରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରୁ ମିଡିୟମ ପେସର ଦୀପକ ଚହର ଆହତ ସମସ୍ୟା ଯୋଗୁ ଦଳରୁ ବାଦ୍ ପଡ଼ିଛନ୍ତି। ବିଶାଖାପାଟଣାରେ…
ସବୁଠୁ ଦାମୀ ବିଦେଶୀ ଖେଳାଳି କୁମିନ୍ସ
କୋଲକାତା,୧୯।୧୨- ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଏଠାରେ ଗୁରୁବାର ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ପାଟ କୁମିନ୍ସ ସବୁଠୁ ଦାମୀ ବିଦେଶୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ସର୍ବାଧିକ ୧୫.୫୦ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ (କେକେଆର) କିଣିଛି। ସେ…
ଗୋଲଶୂନ୍ୟ ରହିଲା କ୍ଲାସିକୋ
ବାର୍ସିଲୋନା,୧୯।୧୨- ଚଳିତ ଲା ଲିଗା ଲିଗ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ଲାସିକୋ ମ୍ୟାଚ୍ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ରିୟଲ ମାଡ୍ରିଡ୍ ଓ ପଏଣ୍ଟ ଟେବୁଲ ଟପ୍ପର ବାର୍ସିଲୋନା ଦଳ ପ୍ରଶଂସକଙ୍କ ଆଶା ପୂରଣ କରିପାରି ନ ଥିଲା। ଡ୍ର’ ସତ୍ତ୍ୱେ ବାର୍ସିଲୋନା…
Archives


