ଖେଳ

ଦ୍ୱିତୀୟ ଟେଷ୍ଟ: ବିଜୟ ଦ୍ୱାରରେ ପାକିସ୍ତାନ

କରାଚୀ, ୨୨।୧୨-ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ବିଜୟର ଦ୍ୱାର ଦେଶରେ ପହଞ୍ଚିଛି। ପ୍ରଥମ ଇନିଂସରେ ୮୦ ରନ ପଛରେ ପଡିଥିଲେ ମଧ୍ୟ ପକିସ୍ତାନ ଦ୍ୱିତୀୟ ଇନିଂସରେ ଦମ୍‌ଦାର ବ୍ୟାଟିଂ କରି ପ୍ରତ୍ୟାବର୍ତ୍ତନ…

ମୀରାବାଙ୍କୁ ଦ୍ୱିତୀୟ ଟାଇଟଲ

ଢାକା, ୨୨ା୧୨ (ପି.ଟି.)- ଭାରତର ମୀରାବା ଲୁଓ୍ବାଙ୍ଗ ବିଡବ୍ଲ୍ୟୁଏଫ୍‌ ବାଂଲାଦେଶ ଜୁନିୟର ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ସିରିଜ ୨୦୧୯ ଜିତିଛନ୍ତି। ମଣିପୁରର ତଥା ଟପ୍‌ ସିଡ୍‌ ମୀରାବା ଫାଇନାଲରେ କେନ୍‌ ୟଙ୍ଗ ଅଙ୍ଗ୍‌ଙ୍କୁ ୨୧-୧୪, ୨୧-୧୮ରେ ହରାଇ ଦେଇଛନ୍ତି। ସେମିଫାଇନାଲରେ ସେ ଆହୁରି…

୨୨ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ

କଟକ,୨୨।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା କଟକରେ ୬୩ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ଅବସରରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଗୋଟିଏ ବର୍ଷରେ କ୍ରିକେଟର ସମସ୍ତ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଓପନର ହେବାର…

ସିରିଜ୍‌ ଜିତିବା ପାଇଁ ଭାରତକୁ ଦରକାର ୩୧୬ ରନ୍‌

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଆଗରେ ଓ୍ବେଷ୍ଟଇଣ୍ଡିଜ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପୂର୍ବରୁ ସିରିଜ୍‌ ୧-୧ରେ ବରାବର ଥିବାରୁ ଏହି ମ୍ୟାଚ୍‌ ଜିତି ଭାରତୀୟ ଦଳ ସିରିଜ୍‌କୁ କବ୍‌ଜା…

ବାବର, ଭିଭିଆନଙ୍କୁ ପଛରେ ପକାଇଲେ ଶାଇ ହୋପ

ଭୁବନେଶ୍ୱର,୨୨।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପ ପାକିସ୍ତାନର ବାବର ଆଜାମ ଓ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି। ରବିବାର କଟକସ୍ଥ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ରେ ୪୨ ରନ୍‌ର ଇନିଂସ ଖେଳି ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ…

ଲିଭରପୁଲ ଜିତିଲା କ୍ଲବ ବିଶ୍ୱକପ୍‌

ଦୋହା, ୨୨।୧୨- ଅତିରିକ୍ତ ମିନିଟ୍‌ରେ ରବର୍ଟୋ ଫିର୍ମିନୋଙ୍କ ଗୋଲ ଯୋଗୁ ଲିଭରପୁଲ ୧-୦ ଗୋଲରେ ବ୍ରାଜିଲର ଫ୍ଲାମେଙ୍ଗୋଙ୍କୁ ହରାଇ କ୍ଲବ ବିଶ୍ୱକପ୍‌ ଜିତିଛି। ସ୍ଥାନୀୟ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ୧୩ ହଜାର ଦର୍ଶକଙ୍କ ସାମ୍ନାରେ ଲିଭରପୁଲ ତା’ର ପ୍ରଥମ କ୍ଲବ ବିଶ୍ୱକପ୍‌…

ଓ୍ବେଷ୍ଟଇଣ୍ଡିଜ ୧୫୦/୪

ଭୁବନେଶ୍ୱର,୨୨।୧୨- କଟକସ୍ଥ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୩୩ ଓଭର ଖେଳି ୪ ଉଇକେଟ ହରାଇ ୧୫୦ ରନ୍‌ କରିଛି। ଦଳ ଇଭିନ ଲୁଇସ (୨୧), ଶାଇ ହୋପ (୪୨), ରୋଷ୍ଟନ ଚେଜ…

ପଡ଼ିଲା ପ୍ରଥମ ଉଇକେଟ

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମ ଉଇକେଟ ହରାଇଛି। ଧିମା ବ୍ୟାଟିଂ କରୁଥିବା ଇଭିନ ଲୁଇସଙ୍କୁ ରବୀନ୍ଦ୍ର ଜାଡେଜା ନବଦୀପ ସାଇନିଙ୍କ ହାତରେ କ୍ୟାଚ୍‌…

ସାନ୍ତା ବେଶରେ ପିଲାଙ୍କ ପାଖରେ ପହଞ୍ଚିଲେ କୋହଲି

ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୂମ୍‌ଧାମରେ ପାଳନ କରନ୍ତି। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ କ୍ରିସ୍‌ମାସ ପାଳନ କରାଯାଏ। ଯାହା ବିଶ୍ୱାସ ରହିଛି ସନ୍ଥ ନିକୋଲନ ବା ସାନ୍ତା କ୍ଲଜ୍‌ ଏହି ଦିନ ପିଲାମାନଙ୍କ ମନବାଞ୍ଝା ପୂରଣ…

ବାରବାଟୀ ଫିଭର୍‌: ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଭାରତ

କଟକ ଅଫିସ୍‌,୨୨।୧୨: ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଚୂଡ଼ାନ୍ତ…

ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

କଟକ ଅଫିସ,୨୨।୧୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ୧ଟା ୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ ଉଭୟ ଦଳର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ଷ୍ଟାଡିୟମ୍‌ରେ ପହଞ୍ଚିଛନ୍ତି। ନିର୍ଣ୍ଣାୟକ ମୁକାବିଲା ଜିତି…

ଶତକଠାରୁ ପାଦେ ଦୂରରେ କୁଲଦୀପ

କଟକ ଅଫିସ, ୨୨।୧୨- ବାରବାଟୀ ଦିନିକିଆ ମ୍ୟାଚ୍‌ ଭାରତୀୟ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କ ପାଇଁ ସ୍ମରଣୀୟ ହୋଇପାରେ। ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚ୍‌ରେ ହ୍ୟାଟ୍ରିକ ଉଇକେଟ୍‌ ଅକ୍ତିଆର କରିଥିବା କୁଲଦୀପ ଦିନିକିଆରେ ବର୍ତ୍ତମାନ ସୁଦ୍ଧା ୫୫ ମ୍ୟାଚ୍‌ରୁ ୯୯ ଉଇକେଟ୍‌ ହାସଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri