ପିଙ୍କ୍ ବଲ୍ କ୍ରିକେଟ
ଏପର୍ଯ୍ୟନ୍ତ ୧୧ଟି ପିଙ୍କ୍ ବଲ୍ ଟେଷ୍ଟ ସଫଳତାର ସହ ଆୟୋଜନ ହୋଇଛି। ଅବଶ୍ୟ ଥରେ ମାତ୍ର ମହିଳା ଦିବାରାତ୍ର ଟେଷ୍ଟ ଖେଳାଯାଇଛି। ଦିବାରାତ୍ର ଟେଷ୍ଟ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ସର୍ବାଧିକ ପିଙ୍କ ବଲ୍ ଟେଷ୍ଟ...
ଇଡେନ ବେଲ ବଜାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କୋଲକାତା,୨୨।୧୧- ଭାରତ ଓ ବାଂଲାଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ପିଙ୍କ ବଲ ଦିବାରାତ୍ର ମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ମ୍ୟାଚ୍ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପରାହ୍ନ ଠିକ୍ ୧୨.୫୮ରେ...
ଡୋପିଂ ଅପବାଦ
ଡୋପିଂ କ୍ରୀଡ଼ା ପାଇଁ କ୍ୟାନସର ସଦୃଶ ହୋଇଛି। ବିଭିନ୍ନ ଇଭେଣ୍ଟରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ପାଇଁ କ୍ରୀଡ଼ାବିତ୍ମାନେ ଶକ୍ତିବର୍ଦ୍ଧକ ଔଷଧ ସେବନ କରି ଏଭଳି କଳଙ୍କକୁ ଆଗକୁ ନେଉଛନ୍ତି। ଏଭଳି ଅସତ୍ ଉପାୟକୁ ରୋକିବା ପାଇଁ ଆଇଏଏଏଫ୍, ଆଇଓସି, ୱାଡା,...
ପିଙ୍କ୍ ବଲ୍ରେ ଇତିହାସ ରଚିଲେ ଇଶାନ୍ତ ଶର୍ମା
କୋଲକାତା,୨୨।୧୧: କୋଲକାତାର ପ୍ରସିଦ୍ଧ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଟେଷ୍ଟ। ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ଭ୍ରମଣକାରୀ ବାଂଲାଦେଶ ଦଳକୁ ପ୍ରଥମ ଝଟକା ଲାଗିଛି। ଓପନର ଇମରୁଲ୍ କାଏସଙ୍କୁ ଆଉଟ୍...
ଐତିହାସିକ ଟେଷ୍ଟରେ ଟସ୍ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି
କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍ ଜିତିି ବ୍ୟାଟିଂ ନିଷ୍ପତି ନେଇଛି। ଏହି ମ୍ୟାଚ ପାଇଁ ଭାରତୀୟ...
ଭାରତ-ଓ୍ବେଷ୍ଟଇଣ୍ଡିଜ ଟି୨୦: ସୁରକ୍ଷା ଦେବାକୁ ମନା କଲା ମୁମ୍ବାଇ ପୋଲିସ
ମୁମ୍ବାଇ,୨୨।୧୧- ଆସନ୍ତା ୬ ତାରିଖରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ମ୍ୟାଚ୍ ଲାଗି ମୁମ୍ବାଇ ପୋଲିସ ସୁରକ୍ଷା ବ୍ୟବସ୍ଥା ଦେଇ ପାରିବ ନାହିଁ ବୋଲି ମୁମ୍ବାଇ...
ଧେର୍ସଙ୍କ ଷ୍ଟଣ୍ଟରେ ଦର୍ଶକ ଉତ୍ସାହିତ
ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ରେଡ୍ ବୁଲ୍ ଆଥଲେଟ୍ ଓ ବିଏମ୍ଏକ୍ସ ପାର୍କ କିମ୍ବଦନ୍ତୀ ଡାନିଏଲ୍ ଧେର୍ସ ଗୁରୁବାର କିଟ୍ ପରିସରରେ ଚିତ୍ତାକର୍ଷକ ଷ୍ଟଣ୍ଟ୍ (ଦୁଃସାହସିକ ସାଇକେଲ ଚାଳନା) ପ୍ରଦର୍ଶନ କରିଛନ୍ତି। ଅନେକ ଯୁବ ଦର୍ଶକ ଧେର୍ସଙ୍କ ଏହି ଷ୍ଟଣ୍ଟକୁ ମନଭରି...
କୁନାଲଙ୍କୁ ସିନିୟର ବିଲିୟାଡର୍ସ ଟାଇଟଲ୍
କଟକ ଅଫିସ,୨୨ା୧୧- କଟକ କ୍ଲବଠାରେ ଚାଲିଥିବା ୨୬ତମ ଅଲ ଓଡ଼ିଶା ବିଲିୟାର୍ଡସ ଓ ସ୍ନୁକର ରାଜ୍ୟ ର଼୍ୟାଙ୍କିଙ୍ଗ୍ ଚାମ୍ପିୟନଶିପରେ ଗୁରୁବାର ସିନିୟର ବିଲିୟାଡର୍ସ ପ୍ରତିଯୋଗିତା ଶେଷ ହୋଇଛି। ୭ ଫ୍ରେମ ବିଶିଷ୍ଟ ଫାଇନାଲରେ କୁନାଲ ଅଗ୍ରଓ୍ବାଲ ରାଜ୍ୟର ପ୍ରତିଷ୍ଠିତ ବିଲିୟାଡର୍ସ...
ଜାତୀୟ ବେଞ୍ଚ୍ପ୍ରେସ୍ ପାଇଁ ଓଡ଼ିଶା ଦଳ ଘୋଷିତ
ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ଦିଲ୍ଲୀଠାରେ ହେବାକୁଥିବା ଜାତୀୟ ବେଞ୍ଚ୍ପ୍ରେସ୍ ପ୍ରତିଯୋଗିତା ପାଇଁ ଗୁରୁବାର ୯ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ବାଦଲ ବେହେରା ଓ ଦିବାକର ଗୋଚ୍ଛାୟତ ଜୁନିୟର ବିଭାଗ, ରାକେଶ କୁମାର...
ଭାରତୀୟ ମହିଳା କ୍ରିକେଟ୍ ଦଳର ସିରିଜ୍ କ୍ଲିନସୁଇପ୍
ଗୁୟାନା,୨୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍ରେ ଭାରତୀୟ ମହିଳା ଦଳ ତା’ର ଅପରାଜେୟ ଧାରା ବଜାୟ ରଖି ୫ ମ୍ୟାଚ୍ବିଶିଷ୍ଟ ସିରିଜ୍କୁ ପୋଛିନେଇଛି। ବେଦା କ୍ରିଷ୍ଣମୂର୍ତ୍ତି ଓ ଜେମିମା ରୋଡ୍ରିଗୁଏଜଙ୍କ ଅର୍ଦ୍ଧଶତକ ଓ ପରେ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ...
ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ, ଶିଭମଙ୍କୁ ସୁଯୋଗ
କୋଲକାତା, ୨୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ଓ ଏକଦିବସୀୟ କ୍ରିକେଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆହତ ସମସ୍ୟାରୁ ମୁକୁଳିଥିବା ଭୁବନେଶ୍ୱର କୁମାର ଉଭୟ ସିରିଜ ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବାଂଲାଦେଶ ବିପକ୍ଷ ଟି୨୦ରେ...
ଐତିହାସିକ ପିଙ୍କ୍ ବଲ୍ ଟେଷ୍ଟ; ଭାରତ ଫେଭରାଇଟ୍
କୋଲକାତା,୨୧।୧୧(ପି.ଟି.)- ଐତିହାସିକ ଇଡେନ ଗାର୍ଡେନରେ ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦିବାରାତ୍ର ଟେଷ୍ଟ। ଗୋଲାପୀ ବା ପିଙ୍କ୍ ବଲ୍ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ଉପରେ କେବଳର ଭାରତ ନୁହଁ ସାରା...
Archives


