ଖେଳ

ରଣଜୀ ମୁକାବିଲା: ଫଲୋଅନ ପରେ ଆସାମର ସଂଘର୍ଷ

କଟକ ଅଫିସ,୩୦ା୧-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଫଲୋଅନ ପାଇବା ସତ୍ତ୍ବେ ମ୍ୟାଚ୍‌ ବଞ୍ଚାଇବାକୁ ଚେଷ୍ଟା କରୁଛି ଭ୍ରମଣକାରୀ ଆସାମ। ଓଡ଼ିଶାର ପ୍ରଥମ ଇନିଂସ ୪୩୬ ରନ ଜବାବରେ ଆସାମ ପ୍ରଥମ ଇନିଂସରେ...

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା ଫୁଟବଲ୍‌ କ୍ୱାଲିଫାଇଙ୍ଗ୍‌ ମ୍ୟାଚ୍‌ ଖେଳିବେ ନାହିଁ। ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ବୁଧବାର...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପ୍ରତିଭା ଚିହ୍ନଟରେ ସହାୟ ହେବ: ଦୂତୀ

ନୂଆଦିଲ୍ଲୀ, ୩୦।୧(ପି.ଟି.)- ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଦେଶରେ ପ୍ରତିଭା ଚିହ୍ନଟରେ ବିଶେଷ ଭାବେ ସହାୟ ହେବ ଓ ଭବିଷ୍ୟତରେ ଉପାଦେୟତା ଦେଖିବାକୁ ମିଳିବ ବୋଲି ଭାରତର ଦ୍ରୁତତମ ମହିଳା ତଥା ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ କହିଛନ୍ତି।...

ଭାରତୀୟ ଫୁଟ୍‌ବଲରେ ପ୍ରଥମ: ସ୍କଟ୍‌ଲାଣ୍ଡ କ୍ଲବ୍‌ ରେଞ୍ଜର୍ସ ଏଫ୍‌ସି ସହ ବାଲା ଦେବୀଙ୍କ ଚୁକ୍ତି

ବେଙ୍ଗାଲୁରୁ, ୩୦।୧(ପି.ଟି.)- ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟ୍‌ବଲ କ୍ଲବ ରେଞ୍ଜର୍ସ ଏଫ୍‌ସି ସହ ଭାରତୀୟ ତାରକା ମହିଳା ଫୁଟ୍‌ବଲର ବାଲା ଦେବୀ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଭାରତୀୟ ଫୁଟବଲ୍‌ରେ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ କ୍ଲବ ସହ ଜଣେ ଖେଳାଳି...

ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ

ଲସ୍‌ ଏଞ୍ଜେଲ୍ସ, ୩୦।୧(ଏଏଫ୍‌ପି)- ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବ ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ୟ ଲୋକଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରାଯାଇଛି ବୋଲି ମଙ୍ଗଳବାର ଅଧିକାରୀମାନେ ସୂଚନା...

ସିକନ୍ଦରଙ୍କୁ ୭ ଉଇକେଟ: ଜିମ୍ବାଓ୍ବେ ସ୍ଥିତି ଦୃଢ଼

ହରାରେ, ୩୦।୧- ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଜିମ୍ବାଓ୍ବେ ବୃହତ୍‌ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ଜିମ୍ବାଓ୍ବେ ପ୍ରଥମ ଇନିଂସ୍‌ରେ ୧୧୫.୩ ଓଭରରେ...

ବ୍ରାଏଣ୍ଟଙ୍କ ହେଲିକପ୍ଟରରେ ସତର୍କ ବ୍ୟବସ୍ଥା ନ ଥିଲା

ଲସ୍‌ ଏଞ୍ଜେଲସ, ୨୯।୧(ପି.ଟି.): ଜଣାଶୁଣା ବାସ୍କେଟ ବଲ୍‌ ଖେଳାଳି ତଥା ଏନ୍‌ବିଏ ଲିଜେଣ୍ଡ କୋବ୍‌ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିବା ପରେ ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ବ୍ରାଏଣ୍ଟଙ୍କ ହେଲିକପ୍ଟରରେ କୌଣସି ସତର୍କ ବ୍ୟବସ୍ଥା ନ...

ସୁପର ଓଭରରେ ରୋହିତଙ୍କ ସୁପର ଶୋ: ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟି୨୦ ସିରିଜ ବିଜୟ

ହାମିଲଟନ, ୨୯।୧(ପି.ଟି.): ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ସୁପର ଶୋ ବଳରେ ଭାରତ ଏହାର ସର୍ବପ୍ରଥମ ଟି୨୦ ସୁପର ଓଭର ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି। ବିଭିନ୍ନ ସମୟରେ ମୋଡ଼ ବଦଳାଇଥିବା ମ୍ୟାଚ ଟାଇରେ ଶେଷ ହେବା ଏବଂ ସୁପର...

ନାଡାଲଙ୍କୁ ରୋକିଲେ ଅଷ୍ଟ୍ରେଲିଆନ ଓପନ ସୁରକ୍ଷାକର୍ମୀ

ମେଲବୋର୍ନ,୨୯।୧- କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରାଫାଲ ନାଡାଲଙ୍କୁ ଅଷ୍ଟ୍ରେଲିଆନ ଓପନରେ ଏକ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ପାନିଶ କିମ୍ବଦନ୍ତୀଙ୍କୁ ବୁଧବାର ଏକ ଚେକ ପଏଣ୍ଟରେ ରୋକିଥିଲେ...

ସୁପର ଓଭରରେ ଛକା ମାରି ଜିତାଇଲେ ରୋହିତ

ହାମିଲଟନ,୨୯।୧- ଏଠାରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ତୃତୀୟ ଟି୨୦ ମ୍ୟାଚ୍‌କୁ ସୁପର ଓଭରରେ ଛକା ମାରି ଓପନର ରୋହିତ ଶର୍ମା ଭାରତୀୟ ଦଳକୁ ଜିତାଇ ଦେଇଛନ୍ତି। ସୁପର ଓଭରରେ ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୮ ରନ୍‌ର ବିଜୟ ଲକ୍ଷ୍ୟ...

ସୁପର ଓଭରରେ ମ୍ୟାଚ୍‌

ହାମିଲଟନ,୨୯।୧- ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ ଏବେ ସୁପର ଓଭରରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ୍‌ କରିଥିଲା।...

ସାକ୍ଷୀ ଏହି ନାଁରେ ଡାକିବାରୁ ଲାଜେଇଗଲେ ଧୋନୀ

କ୍ରିକେଟ ପଡିଆରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। କେତେବେଳେ ତାଙ୍କୁ ଝିଅ ଜିଭାଙ୍କ ସହ ଖେଳୁଥିବାର ଦେଖାଯାଉଛି ତ ଆଉ କେତେବେଳେ ଟେନିସ କୋର୍ଟରେ ନଜରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri