ଖେଳ

ଟି୨୦ ସିରଜ: ୫-୦ରେ ଭାରତର କ୍ଲିନ୍‌ ସୁଇପ୍‌, ରାହୁଲ ପ୍ଲେୟାର ଅଫ୍‌ ଦି ସିରିଜ୍‌

ମାଉଣ୍ଟ ମାଉଁଗାନୁଇ,୩।୨(ପି.ଟି.)- କିକେଟର ସବୁଠାରୁ ଛୋଟ ଫର୍ମାଟ ଟି୨୦ରେ ଭାରତ ରେକର୍ଡ କରିଛି। ବିଶ୍ୱର ପ୍ରଥମ ଦଳ ଭାବେ ଭାରତ ବୃହତ୍‌ ବ୍ୟବଧାନରେ ସିରିଜ ଜିତି ରେକର୍ଡ ସୃଷ୍ଟି କରିଛି। ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ପଞ୍ଚମ...

୧୮ ବର୍ଷରୁ କମ୍‌ ଏଲିଟ ଲିଗ୍‌: ୟୁନାଇଟେଡ ପଞ୍ଜାବକୁ ହରାଇଲା ଓଡ଼ିଶା ଏଫସି

ନୂଆଦିଲ୍ଲୀ, ୩।୨- ଚଳିତ ୧୮ ବର୍ଷରୁ କମ୍‌ ହିରୋ ଏଲିଟ୍‌ ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟର ରବିବାର ମ୍ୟାଚରେ ଓଡ଼ିଶା ଏଫସି ୪-୦ ଗୋଲରେ ୟୁନାଇଟେଡ ପଞ୍ଜାବକୁ ପରାସ୍ତ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମର ପିଚ୍‌-୨ରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା...

ତାମିମଙ୍କ ନାମରେ ସର୍ବାଧିକ ରନ୍‌ ରେକର୍ଡ

ମୀରପୁର, ୨।୨- ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ତାମିମ୍‌ ଇକ୍‌ବାଲ ବାଂଲାଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ କ୍ରିକେଟ୍‌ ଲିଗ୍‌ ଅବସରରେ ତାମିମ୍‌ ତ୍ରିଶତକ ହାସଲ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ବଂଶୋଦ୍ଭବ ରାଜୀବଙ୍କୁ ଟାଇଟଲ୍‌

ମେଲବୋର୍ନ, ୨।୨ (ଏଏଫ୍‌ପି)- ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ରାଜୀବ ରାମ ବର୍ଷର ପ୍ରଥମ ଟେନିସ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି। ବ୍ରିଟେନର ଜୋଏ ସେଲିସବରୀଙ୍କୁ ସାଥୀ କରି ଖେଳୁଥିବା ରାଜୀବ ଫାଇନାଲରେ ୬-୪, ୬-୨...

ଗୋଟିଏ ଓଭରରେ ୩୪ ରନ୍‌: ଟି୨୦ରେ ଭାରତର ସବୁଠୁ ମହଙ୍ଗା ବୋଲର ହେଲେ ଶିବମ ଦୁବେ

ମାଉଣ୍ଟ ମାଉଁଗନୁଇ,୨।୨: ଅନ୍ତିମ ଟି୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ପାଞ୍ଚମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୫-୦ରେ ମୂଳପୋଛ କରିଛି। ଯଦିଓ ଭାରତ ଜିତିଛି କିନ୍ତୁ ଅଲରାଉଣ୍ଡର ଶିବମ ଦୁବେଙ୍କ ପାଇଁ ଏହି ମ୍ୟାଚ୍‌ ସବୁଠୁ...

ଏହି ଘଟଣା ପରେ ୧୪ ଦିନ ଭୟରେ ଘରୁ ବାହାରି ନ ଥିଲେ, ଏବେ ଭାରତୀୟ କ୍ରିକେଟ ଦଳ ପାଇଁ ସାଜିଛନ୍ତି ସଙ୍କଟମୋଚକ

ଭାରତୀୟ କ୍ରିକେଟ ଦଳରେ ଏବେ ସଙ୍କଟମୋଚକ ସାଜିଛନ୍ତି ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ଦଳ ପାଇଁ କେବଳ ଓପନିଂ କରୁନାହାନ୍ତି, ଉଇକେଟ୍‌କିପିଂରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଋଷଭ ପନ୍ତଙ୍କ ସ୍ଥାନରେ ଉଇକେଟକିପିଂ କରୁଥିବା...

ଭିଡ ଭିତରେ ଫସିଗଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଅଛନ୍ତି। ମଝିରେ ମଝିରେ ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଉଠୁଛି। କିନ୍ତୁ ଏହାକୁ ନେଇ ଚୁପ୍‌ ଅଛନ୍ତି ମାହି।...

ସିରିଜ୍‌ ମୂଳ ପୋଛ କଲା ଭାରତ

ମାଉଣ୍ଟ ମାଉଁଗାନୁଇ,୨।୨- ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ମୂଳପୋଛ କରିଛି। ଏଠାରେ ଖେଳାଯାଇଥିବା ୫ମ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ଦଳକୁ ୭...

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ବୁମରା

ମାଉଣ୍ଟ ମାଉଁଗନୁଇ,୨।୨- ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ପେସର ଯଶପ୍ରୀତ ବୁମରା ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ଇନିଂସର ଦ୍ୱିତୀୟ ଓଭରରେ ବୁମରା ବୋଲିଂ କରି ପ୍ରତିପକ୍ଷ ଦଳକୁ କୌଣସି...

ଶୁଭମନଙ୍କ ଦ୍ୱିଶତକ

ଖ୍ରୀଷ୍ଟଚର୍ଚ୍ଚ,୨।୨(ପି.ଟି.)- ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା ଶୁବମନ ଗିଲ ୪ ଦିନିଆ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି। ତାଙ୍କର ଅପରାଜିତ ୨୦୪ ରନ୍‌ର ଇନିଂସ ଯୋଗୁ ଇଣ୍ଡିଆ ଏ’ ମ୍ୟାଚ୍‌କୁ ଡ୍ର’...

ନ୍ୟୁଜିଲାଣ୍ଡ ଆଗରେ ୧୬୪ ରନ୍‌ର ବିଜୟଲକ୍ଷ୍ୟ

ମାଉଣ୍ଟ ମାଉଁଗନୁଇ,୨।୨- ପଞ୍ଚମ ତଥା ସିରିଜ୍‌ର ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୬୪ ରନ୍‌ର ବିଜୟଲକ୍ଷ୍ୟ ଛିଡ଼ା କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ଲୋକେଶ ରାହୁଲ ଲଢ଼ୁଆ ଇନିଂସ ଯୋଗୁ ଧାର୍ଯ୍ୟ ୨୦...

କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଉଣ୍ଟ ମାଉଁଗନୁଇ,୨।୨- ଅନ୍ତର୍ଜାତୀୟ ଟି୨୦ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଛକାପଞ୍ଛା ଲାଗି ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ରୋହିତ ୬୦ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri