ଖେଳ

କ୍ରିକେଟ ବିଶ୍ୱକପ୍‌ରେ ସ୍ଥାନ ପକ୍କା କଲା ଇଟାଲୀ

ନୂଆଦିଲ୍ଲୀ,୧୨ା୭: ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଇଟାଲୀ ଯୋଗ୍ୟତା ହାସଲ କରିଛି। ଶୁକ୍ରବାର ହେଗ୍‌ଠାରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଲାଗି ଖେଳାଯାଇଥିବା ୟୁରୋପ ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସଠାରୁ ଇଟାଲୀ ପରାସ୍ତ ହୋଇଛି। ହେଲେ…

ଉଇକେଟ ନେଇ ଫୁଟ୍‌ବଲର ଜୋଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିରାଜ

ଲଣ୍ଡନ,୧୨ା୭: ନିକଟରେ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପର୍ତ୍ତୁଗୀଜ ଫୁଟ୍‌ବଲର ଡିଏଗୋ ଜୋଟାଙ୍କ ପ୍ରତି ଭାରତୀୟ ପେସର ମହମ୍ମଦ ସିରାଜ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସିରାଜ ଘରୋଇ ଦଳର ଉଇକେଟକିପର ବ୍ୟାଟର ଜେମି…

ଟିମ୍ ଇଣ୍ଡିଆର ଖେଳାଳିମାନେ ଧନୀ, ଫରକ ପଡ଼ିବ ନାହିଁ; ପ୍ରଶ୍ନ ଉଠାଇ ବଡ଼  କଥା କହିଦେଲେ… 

ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ, ଉଭୟ ଦଳ ଦୁଇ ଦିନରେ ୨୩ ଓଭର କମ ବୋଲିଂ କରିଥିଲେ। ଏପରି କ୍ରିକେଟକୁ ନେଇ ପୂର୍ବତନ ଇଂଲଣ୍ଡ ଅଧିନାୟକ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦଳଗୁଡ଼ିକ ଗୋଟିଏ ଦିନରେ ୯୦ ଓଭର ବୋଲିଂ କରୁଛନ୍ତି…

ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍‌ ପଡ଼ିଲେ RCB ଷ୍ଟାର ବୋଲର 

ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ କବଜା କରିସାରିଛି। ଏବେ ସେମାନେ ଆୟୋଜକ ଦଳକୁ କ୍ଲିନ ସୁଇପ୍‌ କରିବା ଉଦ୍ଦେଶ୍ୟରେ…

୫ ଉଇକେଟ୍‌ ନେବାପରେ ବି ସେଲିବ୍ରେଶନ୍‌ କଲେ ନାହିଁ ବୁମ୍‌ରା: ଜାଣନ୍ତୁ କାହିଁକି

ଲର୍ଡସ,୧୨।୭: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରିତ ବୁମରା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିଥିଲେ ଏବଂ ୫ ଜଣ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହା ସହିତ ସେ ପୂର୍ବତନ ଭାରତୀୟ ଅଧିନାୟକ…

ବୁମରାଙ୍କ ସୁନାମିରେ ଉଡ଼ିଗଲା ଇଂଲଣ୍ଡ, ଭାଙ୍ଗିଗଲା କପିଲ ଦେବଙ୍କ ରେକର୍ଡ

ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ ଜସପ୍ରିତ ବୁମରା ଭାରତୀୟ ଦ୍ରୁତ ବୋଲରମାନଙ୍କ ପାଇଁ ଏପର୍ଯ୍ୟନ୍ତ ସ୍ବପ୍ନ ଭଳି କାମ କରିଥିଲେ। କାର୍ଯ୍ୟଭାର ପରିଚାଳନା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାହାରେ ବସିଥିବା ବୁମରା ତୃତୀୟ ଟେଷ୍ଟର ଦ୍ୱିତୀୟ ସକାଳେ ବଲ ଧରିବା ମାତ୍ରେ ଇଂଲିସ…

ମୁଁ ମୋ ପରିବାରରୁ ଦୂରେଇ ଯିବାକୁ ଚାହୁଁଛି…ରାଧିକାଙ୍କ ହ୍ବାଟସଆପ ଚାଟ ଭାଇରାଲ୍‌

ଗୁରୁଗ୍ରାମ,୧୨।୭: ଗୁରୁଗ୍ରାମର ରାଧିକା ଯାଦବ ହତ୍ୟା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛି। ଅଭିଯୁକ୍ତ ବାପା ଦୀପକ ଯାଦବ ବର୍ତ୍ତମାନ ଗୋଟିଏ ଦିନିଆ ପୋଲିସ ରିମାଣ୍ଡରେ ଅଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି। ସେ ତାଙ୍କର ଅପରାଧ ସ୍ବୀକାର କରିଛନ୍ତି। ଏହି…

ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଓଲଟପାଲଟ: ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଏହି ଦେଶ

ନୂଆଦିଲ୍ଲୀ,୧୨।୭: ଇଟାଲୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଭାରତ ଏବଂ ଶ୍ରୀଲଙ୍କା ଆୟୋଜନରେ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରି ଇଟାଲୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ…

କୋହଲିଙ୍କ ରେକର୍ଡ ଭାଙ୍ଗିଦେଲେ ଗିଲ୍‌, କିନ୍ତୁ ଇଂଲଣ୍ଡ ଜାଲରେ ଫସିଗଲେ

ଲର୍ଡସ,୧୨।୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଲଗାତାର ରନ କରିଆସୁଥିବା ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ ରେକର୍ଡ ଭାଙ୍ଗିବାର ଧାରା ଜାରି ରଖିଛନ୍ତି। ଲିଡ୍ସ ଏବଂ ବର୍ମିଂହାମରେ ଖେଳାଯାଇଥିବା ପ୍ରଥମ ୨ଟି ମ୍ୟାଚରେ ବଡ଼ ଇନିଂସ ଖେଳି ଅନେକ ରେକର୍ଡ…

ଟେନିସ ଖେଳାଳି ରାଧିକ ଯାଦବଙ୍କ ପିତାଙ୍କ ସମ୍ପତ୍ତିର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍‌! ପ୍ରତି ମାସର ଆୟ…

ଗୁରୁଗ୍ରାମ,୧୧।୭: ଗୁରୁଗ୍ରାମର ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ଦୀପକ ଯାଦବ ପୋଲିସ ସମ୍ମୁଖରେ ଅପରାଧ ସ୍ବୀକାର କରିଛନ୍ତି। ଦାବି କରାଯାଉଛି ଯେ ଦୀପକ ମଧ୍ୟ ହତ୍ୟାର କାରଣ ପ୍ରକାଶ କରିଛନ୍ତି। ଏହି ସମୟରେ,…

ହାଇ ଆଲର୍ଟରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡ, ଖେଳାଯାଉଛି  ଭାରତ- ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌; ଜାଣନ୍ତୁ କାହିଁକି… 

ଲର୍ଡସ,୧୧।୭: ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ କ୍ରିକେଟ ଟିମ୍‌ ମଧ୍ୟରେ ଲଣ୍ଡନର ପ୍ରତିଷ୍ଠିତ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଏବେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଗୋଟିଏ ଦିନର ଖେଳ ଶେଷ ହୋଇଥିବା ବେଳେ ଏବେ ଶୁକ୍ରବାର ଏହାର ଦ୍ୱିତୀୟ ଦିନ। ଏହି…

ଝିଅ କରୁଥିଲେ ରୋଷେଇ, ପଛରୁ ରିଭଲଭରରେ ଗୁଳି ଚଳାଇଲେ ବାପା: ଟେନିସ୍‌ ଷ୍ଟାରଙ୍କ ହତ୍ୟାକୁ ନେଇ ଦେଶ ସ୍ତବ୍ଧ

ଗୁରୁଗ୍ରାମ,୧୧।୭: ହରିୟାଣାର ଗୁରୁଗ୍ରାମରେ ଟେନିସ ଖେଳାଳି ରାଧିକା ଯାଦବଙ୍କ ହତ୍ୟାକାଣ୍ଡରେ ସାରା ଦେଶ ସ୍ତବ୍ଧ। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ହେଉଛି କି ଜଣେ ପିତା ତାଙ୍କ ଝିଅକୁ କେମିତି ହତ୍ୟା ହତ୍ୟା କରିପାରେ। କାରଣ ସମାଜ ତାଙ୍କୁ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri