ଶୀଘ୍ର ଅଲିମ୍ପିକ୍ସ ଚାହୁଁଥିଲା ଟ୍ରାଇଥଲନ ପରିଷଦ
ଓ୍ବାଶିଂଟନ, ୩୧।୩(ଏପି)- ଗ୍ରୀଷ୍ମକାଳୀନ ଉତ୍ତାପକୁ ଏଡ଼ାଇବା ପାଇଁ ଆସନ୍ତା ବର୍ଷ ଅଲିମ୍ପିକ୍ସ ଶୀଘ୍ର ହେଉ ବୋଲି ଟ୍ରାଇଥଲନ ପରିଚାଳନା ପରିଷଦ ଚାହୁଁଥିଲା। ମାତ୍ର ଘୋଷିତ ନୂଆ ତାରିଖକୁ ପରିଷଦ ଗ୍ରହଣ କରିଛି। ”ଉତ୍ତାପ କମ୍ ଥିବା ସମୟରେ ଅଲିମ୍ପିକ୍ସ ପାଇଁ...
ସାଜିଦଙ୍କ ସହ ଓଡ଼ିଶା ଏଫ୍ସିର ଚୁକ୍ତିମିଆଦ ବୃଦ୍ଧି
ଭୁବନେଶ୍ୱର, ୩୧।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍(ଆଇଏସଏଲ)ର ଭୁବନେଶ୍ୱର ଭିତ୍ତିକ କ୍ଲବ ଓଡ଼ିଶା ଏଫସି ଡିଫେଣ୍ଡର ମହମ୍ମଦ ସାଜିଦ ଧୁତ୍ଙ୍କ ସହ ଚୁକ୍ତି ମିଆଦ ବୃଦ୍ଧି କରିଛି। ୨୨ ବର୍ଷୀୟ ସାଜିଦ କ୍ଲବ ସହ ୨୦୨୨ ପର୍ଯ୍ୟନ୍ତ ରହିବେ ବୋଲି...
ଆକ୍ସନ ପ୍ଲାନ୍ ଆରମ୍ଭ କରିବ ହକି ଇଣ୍ଡିଆ
ନୂଆଦିଲ୍ଲୀ, ୩୧।୩- ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି) ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ପାଇଁ ସଜବାଜ ହୋଇଛି। ନୂଆ ତାରିଖ...
ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା
ଟୋକିଓ, ୩୦ା୩ (ଏ.ପି)- ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷ ଜୁଲାଇ ୨୩ରେ ଆରମ୍ଭ ହେବ। ଆୟୋଜକଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। କରୋନା ଭାଇରସ୍ କାରଣରୁ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଗେମ୍ସକୁ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। କହିବା...
କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଛନ୍ତି ପୂର୍ବତନ ଅଲିମ୍ପିକ ଚାମ୍ପିୟନ
ଆମଷ୍ଟରଡାମ୍, ୩୦ା୩(ପି.ଟି.)-ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଜଏସି ସୋମ୍ବ୍ରୋକ୍ ବର୍ତ୍ତମାନ କୋଭିଡ୍-୧୯ ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ସୋମ୍ବ୍ରୋକ୍ ହେଉଛନ୍ତି ନେଦରଲାଣ୍ଡ୍ସ ମହିଳା ହକି ଦଳର ପୂର୍ବତନ ଗୋଲ୍କିପର। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଏବଂ ୨୦୧୪ ବିଶ୍ୱ...
କରୋନା ସହାୟତା: ଏକ ଲକ୍ଷ ଟଙ୍କା ଦେଲା ବେଙ୍ଗଲ ଟେନିସ ଆସୋସିଏଶନ
କୋଲକାତା, ୩୦।୩ (ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ସ୍ଥାନୀୟ ବେଙ୍ଗଲ ଟେନିସ ଆସୋସିଏଶନ (ବିଟିଏ) ସୋମବାର ୧ ଲକ୍ଷ ଟଙ୍କା ଦାନ କରିଛି। ବେଙ୍ଗଲ ଅଲିମ୍ପିକ୍ ଆସୋସିଏଶନ ମାଧ୍ୟମରେ ଆସୋସିଏଶନ ଏହି ଅର୍ଥ ଦାନ କରିଛି ବୋଲି ବିଟିଏ ସମ୍ପାଦକ...
କରୋନା ସହାୟତା: ଟିଟି ତାରକା ସାଥିୟାନ ଦେଲେ ୧.୨୫ ଲକ୍ଷ ଟଙ୍କା
ଚେନ୍ନାଇ,୩୦।୩(ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ଭାରତୀୟ ଅଭିଜ୍ଞ ଟେବୁଲ ଟେନିସ୍ ତାରକା ଜି. ସାଥିୟାନ ଏକ ଲକ୍ଷ ୨୫ ହଜାର ଟଙ୍କା ଦାନ କରିଛନ୍ତି। ଚେନ୍ନାଇ ଜନ୍ମିତ ସାଥିୟାନ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଥିବା...
କୋଭିଡ- ୧୯: ଗୋଟିଏ ମାସର ଦରମା ଦାନ କଲେ ମେରୀକମ୍
ନୂଆଦିଲ୍ଲୀ,୩୦।୩(ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜୟିନୀ ତଥା ୬ଥର ବିଶ୍ୱ ଚାମ୍ପିୟନଶିପ୍ ହାସଲ କରିଥିବା ଅଭିଜ୍ଞ ମହିଳା ବକ୍ସର ମେରୀକମ କୋଭିଡ-୧୯ ମୁକାବିଲା ପାଇଁ ଗୋଟିଏ ମାସର ଦରମା ଦାନ କରିଛନ୍ତି। ରାଜ୍ୟସଭା ଏମ୍ପି ହିସାବରେ ସେ ପାଉଥିବା ଏକ...
ଆଇଏସ୍ଏଲ୍: ବେଙ୍ଗାଲୁରୁ ସହ ଚୁକ୍ତି ବୃଦ୍ଧି କଲେ ଏରିକ୍ ପାର୍ଟାଲୁ
ବେଙ୍ଗାଲୁରୁ,୩୦। ୩ (ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍ ) କ୍ଲବ ବେଙ୍ଗାଲୁରୁ ଏଫ୍ସି ସହିତ ଅଷ୍ଟ୍ରେଲିଆ ମିଡ୍ଫିଲ୍ଡର ଏରିକ୍ ପାର୍ଟାଲୁ ଚୁକ୍ତି ବଢାଇଛନ୍ତି। ଆଗାମୀ ୨ ବର୍ଷ ପାଇଁ ସେ ଚୁକ୍ତି ବୃଦ୍ଧି କରିଛନ୍ତି। ଫଳରେ ପାର୍ଟାଲୁ...
ଚଳିତ ସପ୍ତାହରେ ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହୋଇପାରେ: ଆୟୋଜକ
ଟୋକିଓ,୩୦।୩ (ଏଏଫପି)- କୋଭିଡ-୧୯ ଆତଙ୍କ କାରଣରୁ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଐତିହାସିକ ନିଷ୍ପତ୍ତି ନେଇଛି। ତେବେ ଚଳିତ ସପ୍ତାହରେ ଅଲିମ୍ପିକ୍ସର ନୂଆ ତାରିଖର ଘୋଷଣା ହୋଇପାରେ ବୋଲି ଆୟୋଜକମାନେ ସୂଚନା...
କରୋନା ଭାଇରସ ମୁକାବିଲାରେ ସାହାଯ୍ୟ କରିବାକୁ ଆଇଓଏର ପ୍ରତିଶ୍ରୁତି
ନୂଆଦିଲ୍ଲୀ, ୩୦।୩ (ପି.ଟି.): ଦେଶ ତଥା ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଚାଲୁ ରହିଥିବା ବେଳେ ଭାରତୀୟ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ଏହାର ମୁକାବିଲାରେ ସହାୟତା କରିବା ପାଇଁ ଆଗକୁ ଆସିଛି। ଦେଶରେ ସ୍ବାସ୍ଥ୍ୟ ସଙ୍କଟ ଦେଖା ଦେଇଥିବା...
ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲେ ବିରୁଷ୍କା
ମୁମ୍ବାଇ: ଦେଶରେ ମହାମାରୀ କରୋନା ଭାଇରସ୍ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ୍ କରିଛନ୍ତି। ଏଥିସହ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ...
Archives


