ଆଇପିଏଲ୍ ବିନା ପ୍ରଭାବିତ ହେବେ ଘରୋଇ କ୍ରିକେଟର
ନୂଆଦିଲ୍ଲୀ, ୧ା୪ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ନ ହେଲେ ଖେଳାଳିମାନଙ୍କୁ କିପରି ବେତନ ଦିଆଯିବ ସେ ନେଇ ଫ୍ରାଞ୍ଚାଇଜ୍ଗୁଡ଼ିକ ଚିନ୍ତିତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିକଳ୍ପ ରାସ୍ତା ବାହାର ନ କରିଲେ। କୋଭିଡ୍-୧୯ ପାଇଁ...
କୋଭିଡ୍-୧୯: ଟିଟିଏଫ୍ଆଇ ଦେଲା ୫ ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୩୧।୩(ପି.ଟି.)-କୋଭିଡ୍-୧୯ ମୁକାବିଲା ପାଇଁ ଟେବୁଲ ଟେନିସ ଫେଡେରେଶନ ଅଫ୍ ଇଣ୍ଡିଆ (ଟିଟିଏଫ୍ଆଇ) ୫ଲକ୍ଷ ଟଙ୍କା ଦାନ କରିଛି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟିଟିଏଫ୍ଆଇ ଏହି ଅର୍ଥ ପ୍ରଦାନ କରିଛି। ନିଜ ସାମାଜିକ ଦାୟିତ୍ୱବୋଧତାକୁ ହୃଦୟଙ୍ଗ କରି ଆମେ ଏହି ଅର୍ଥ...
ଟିମ୍ ପେନ୍ଙ୍କ ପର୍ସ ଚୋରି
ମେଲବୋର୍ନ,୩୧।୩(ପି.ଟି.)-ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ ଟିମ୍ ପେନ୍ଙ୍କ ମନିପର୍ସ ଚୋରି ହୋଇଛି। ଖବର ଅନୁସାରେ ହୋବାର୍ଟସ୍ଥିତ ନିଜ ବାସଭବନ ଆଗରେ ସେ ତାଙ୍କ କାର୍ଟିକୁ ପାର୍କ କରିଥିଲେ। କାର୍ ଛାଡି ସେ ବାହାରକୁ ଯାଇଥିଲେ। ଫେରିଲା ବେଳକୁ ତାଙ୍କ କାର ଡୋର୍...
୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍
ପ୍ୟାରିସ୍,୩୧।୩ (ଏଏଫ୍ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍କୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଆମେରିକାର ଅରେଗନ ରାଜ୍ୟସ୍ଥିତ ୟୁଗେନେରେ ୨୦୨୧ରେ ଆୟୋଜନ...
ଫିଫା ମହିଳା ବିଶ୍ୱକପ୍: କୋଭିଡ-୧୯ ସତ୍ତ୍ୱେ ଆୟୋଜନ କରିବାକୁ ଏଆଇଏଫ୍ଏଫ୍ ଆଶାବାଦୀ
ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ-୧୯ର ଆତଙ୍କ ସତ୍ତ୍ୱେ ଆସନ୍ତା ନଭେମ୍ବରରରେ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ ଆୟୋଜନ କରିବାକୁ ଅଲ୍ ଇଣ୍ଡିଆ ଫୁଟବଲ ଆସୋସିଏଶନ (ଏଆଇଏଫ୍ଏଫ୍) ବେଶ୍ ଆଶାବାଦୀ ଅଛି। ସାରା ଦେଶ ତଥା ବିଶ୍ୱକପ୍ରେ ସବୁ ବଡ଼ବଡ଼ କ୍ରୀଡ଼ା ଇଭେଣ୍ଟ...
କୋଭିଡ- ୧୯: ୩ ଲକ୍ଷ ଟଙ୍କା ଦେଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ- ୧୯ ମୁକାବିଲା ପାଇଁ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ମଙ୍ଗଳବାର ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ କେନ୍ଦ୍ର ଓ ହରିୟାଣା ରାଜ୍ୟ ରିଲିଫ୍ ପଣ୍ଡକୁ ଏହି ଅର୍ଥ...
କୋଭିଡ-୧୯: ଲଙ୍କାସାୟାର ଚେୟାରମ୍ୟାନ ଡେଭିଡ ହଜକିସ୍ଙ୍କ ମୃତ୍ୟୁ
ଲଣ୍ଡନ,୩୧।୩ (ପି.ଟି.): ବିଶ୍ୱରେ କୋଭିଡ- ୧୯ ତା’ର ଆତଙ୍କ ଜାରି ରଖିଛି। ଲଙ୍କାସାୟାର କାଉଣ୍ଟି କ୍ରିକେଟ କ୍ଲବ ଚେୟାରମ୍ୟାନ ଡେଭିଡ ହଜକିସ୍ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ...
କୋଭିଡ- ୧୯: ୮୦ ଲକ୍ଷ ଟଙ୍କା ଦେଲେ ରୋହିତ
ମୁମ୍ବାଇ,୩୧।୩(ପି.ଟି.): କୋଭିଡ- ୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟରୁ ସମସ୍ତଙ୍କୁ ମୁକୁଳାଇବା ହେଉଛି ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ଭାରତୀୟ...
ବାତିଲ ହୋଇପାରେ ଆଇପିଏଲ୍
କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତ ସିଜନରେ ଅନେକ କ୍ରୀଡ଼ା ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ ମଧ୍ୟ ବାତିଲ ହେବା ସମ୍ଭାବନା ରହିଛି। ବିଶ୍ୱର ଏହି ବ୍ୟୟବହୁଳ...
ଶୀଘ୍ର ଅଲିମ୍ପିକ୍ସ ଚାହୁଁଥିଲା ଟ୍ରାଇଥଲନ ପରିଷଦ
ଓ୍ବାଶିଂଟନ, ୩୧।୩(ଏପି)- ଗ୍ରୀଷ୍ମକାଳୀନ ଉତ୍ତାପକୁ ଏଡ଼ାଇବା ପାଇଁ ଆସନ୍ତା ବର୍ଷ ଅଲିମ୍ପିକ୍ସ ଶୀଘ୍ର ହେଉ ବୋଲି ଟ୍ରାଇଥଲନ ପରିଚାଳନା ପରିଷଦ ଚାହୁଁଥିଲା। ମାତ୍ର ଘୋଷିତ ନୂଆ ତାରିଖକୁ ପରିଷଦ ଗ୍ରହଣ କରିଛି। ”ଉତ୍ତାପ କମ୍ ଥିବା ସମୟରେ ଅଲିମ୍ପିକ୍ସ ପାଇଁ...
ସାଜିଦଙ୍କ ସହ ଓଡ଼ିଶା ଏଫ୍ସିର ଚୁକ୍ତିମିଆଦ ବୃଦ୍ଧି
ଭୁବନେଶ୍ୱର, ୩୧।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍(ଆଇଏସଏଲ)ର ଭୁବନେଶ୍ୱର ଭିତ୍ତିକ କ୍ଲବ ଓଡ଼ିଶା ଏଫସି ଡିଫେଣ୍ଡର ମହମ୍ମଦ ସାଜିଦ ଧୁତ୍ଙ୍କ ସହ ଚୁକ୍ତି ମିଆଦ ବୃଦ୍ଧି କରିଛି। ୨୨ ବର୍ଷୀୟ ସାଜିଦ କ୍ଲବ ସହ ୨୦୨୨ ପର୍ଯ୍ୟନ୍ତ ରହିବେ ବୋଲି...
ଆକ୍ସନ ପ୍ଲାନ୍ ଆରମ୍ଭ କରିବ ହକି ଇଣ୍ଡିଆ
ନୂଆଦିଲ୍ଲୀ, ୩୧।୩- ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି) ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ପାଇଁ ସଜବାଜ ହୋଇଛି। ନୂଆ ତାରିଖ...
Archives


