ଟେନିସ୍ ଖେଳାଯିବା ନେଇ ଆଶଙ୍କା ପ୍ରକାଶ କଲେ ଓ୍ବିମ୍ବେଲଡନ ମୁଖ୍ୟ
ଲଣ୍ଡନ,୩।୪(ଏଏଫ୍ପି)- ଚଳିତବର୍ଷ ଅର୍ଥାତ୍ ୨୦୨୦ରେ ଟେନିସ ଖେଳାଯାଇପାରିବ ନାହିଁ ବୋଲି ଓ୍ବିମ୍ବେଲଡନ ମୁଖ୍ୟ ରିଚାର୍ଡ ଲୁଇସ୍ ଆଶଙ୍କା ପ୍ରକାଶ କରିଛନ୍ତି। ଚଳିତବର୍ଷ ସମ୍ପୂର୍ଣ୍ଣ ରୂପେ ଟେନିସ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗତମାସ...
ଏଜ୍ବାଷ୍ଟନ ଷ୍ଟାଡିୟମରେ ହେବ କୋଭିଡ୍-୧୯ ଟେଷ୍ଟିଂ ସେଣ୍ଟର
ଲଣ୍ଡନ,୩।୪ (ପି.ଟି)- ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜ୍ବାଷ୍ଟନ ଷ୍ଟାଡିୟମ କୋଭିଡ୍-୧୯ ଟେଷ୍ଟିଂ ସେଣ୍ଟରରେ ପରିଣତ ହେବ ବୋଲି ଓ୍ବରଓ୍ବିକ୍ଶାୟାର କାଉଣ୍ଟି କ୍ରିକେଟ କ୍ଲବ (ଡବ୍ଲ୍ୟସିସିସି) ତରଫରୁ କୁହାଯାଇଛି। ଏଥିପାଇଁ ସରକାରଙ୍କୁ ଷ୍ଟାଡିୟମ ହସ୍ତାନ୍ତର କରାଯାଇଛି ବୋଲି କ୍ଲବ ପକ୍ଷରୁ ଶୁକ୍ରବାର ଘୋଷଣା...
ଏ’ ଟିମ୍ର ଭାରତଗସ୍ତ ନେଇ ନ୍ୟୁଜିଲାଣ୍ଡ ଆଶାବାଦୀ
ଅକଲାଣ୍ଡ, ୩।୪(ପି.ଟି.)- କୋଭିଡ୍-୧୯ ସାରା ବିଶ୍ୱରେ ଆତଙ୍କ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍ଜେଡସି) ଏ’ ଦଳର ଭାରତ ଗସ୍ତ ନେଇ ବେଶ୍ ଆଶାବାଦୀ ଥିବା କହିଛି। ଅଗଷ୍ଟରେ ନ୍ୟୁଜିଲାଣ୍ଡ ଏ’ ଦଳ ଭାରତ ଗସ୍ତରେ ଆସିବ। ଏହି ଗସ୍ତ...
କୋଭିଡ୍-୧୯: ଭାରତ ଫେରନ୍ତା ଦକ୍ଷିଣ ଆଫ୍ରିକା ଖେଳାଳି ନେଗେଟିଭ୍
ଜୋହାନ୍ସବର୍ଗ, ୩।୪(ପି.ଟି.): ଭାରତରୁ ଅଧା ଅଧୁରା ଦିନିକିଆ ଗସ୍ତ ସାରି ସ୍ବଦେଶ ଫେରିଥିବା ସବୁ ଦକ୍ଷିଣ ଆଫ୍ରିକା କ୍ରିକେଟରମାନେ କୋଭିଡ୍-୧୯ ନେଗେଟିଭ ବୋଲି ଜଣାପଡିଛି। ମୋଟ ଉପରେ ସବୁ ଖେଳାଳି କରୋନ ଭାଇରସ ମୁକ୍ତ ବୋଲି ଦଳର ମୁଖ୍ୟ ମେଡିକାଲ...
କୋଭିଡ-୧୯: ୭୧ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କଲା ଆଇଓଏ
ନୂଆଦିଲ୍ଲୀ,୩।୪(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ୭୧ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ସବୁ ରାଜ୍ୟର ଅନୁବନ୍ଧିତ କ୍ରୀଡ଼ା ଆସୋସିଏଶନ ଓ ଜାତୀୟ କ୍ରୀଡ଼ା ଫେଡେରେଶନ (ଏନ୍ଏସ୍ଏଫ୍) ଗୁଡିକର ଅର୍ଥ ଦାନ କରିଛନ୍ତି। ଏହାକୁ...
କୋଭିଡ-୧୯: ସିନିୟର ପିଜିଏ ଚାମ୍ପିୟନଶିପ୍ ବାତିଲ
ଲସ୍ ଏଞ୍ଜେଲ୍ସ,୩।୪(ପି.ଟି.)- କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ପ୍ରଫେସ୍ନାଲ ଗଲ୍ଫର୍ସ ଅସୋସିଏଶନ (ପିଜିଏ) ଚାମ୍ପିୟନ୍ଶିପ୍ ବାତିଲ ହୋଇଛି। ଏହି ଚାମ୍ପିୟନଶିପ୍ ମେ’ ୧୯ରୁ ୨୪ ତାରିଖ ମଧ୍ୟରେ...
ହକି ଫିଲ୍ଡରୁ ହସ୍ପିଟାଲ ଓ୍ବାର୍ଡ…
ପର୍ଥ, ୩ା୪ (ଏପି)-ଚଳିତ ବର୍ଷ ଯଦି ଟୋକିଓ ଅଲିମ୍ପିକ୍ସ ହୋଇଥାନ୍ତା ତେବେ ସ୍ବର୍ଣ୍ଣ ପଦକ ଅଭିଯାନରେ ସାମିଲ ହୋଇଥାନ୍ତେ ଅଷ୍ଟ୍ରେଲିଆର ମହିଳା ଫିଲ୍ଡ ହକି ଗୋଲ୍କିପର ରାଚେଲ ଲିଞ୍ଚ୍। ମାତ୍ର କୋଭିଡ୍-୧୯ ସବୁ ଏପଟସେପଟ କରିଦେଲା। ଅଲିମ୍ପିକ ଗେମ୍ସ ଏବେ...
‘ଜୀବନ, ସ୍ବାସ୍ଥ୍ୟଠାରୁ ବଡ଼ କିଛି ନାହିଁ’
ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ବିଶ୍ୱରେ କାୟା ବିସ୍ତାର କରିଚାଲିଥିବାବେଳେ ନିଜ ଫିଟ୍ନେସ ସହିତ ଫର୍ମ ବଜାୟ ରଖିବା ଖେଳାଳିମାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏବେ ବଡ଼ ପଡ଼ିଆ କିମ୍ବା କୋର୍ଟ ଉପଲବ୍ଧ ହେଉ ନ...
ଆଇଏସ୍ଏଲ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ, ୨ା୪ (ପି.ଟି.)- ହିରୋ ଇଣ୍ଡିଆ ସୁପର ଲିଗ୍ (ଆଇଏସ୍ଏଲ) ୨୦୧୯-୨୦ରେ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦ରେ ଟୁର୍ନାମେଣ୍ଟର ଓପନିଂ ମ୍ୟାଚ କେରଳ ବ୍ଲାଷ୍ଟର୍ସ ଏଫ୍ସି ଏବଂ ଏଟିକେ ମଧ୍ୟରେ ହୋଇଥିଲା। ଗତ ସଂସ୍କରଣ...
ଚାପରେ ନ୍ୟାଶନାଲ ରାଇଫଲ ଆସୋସିଏଶନ
ନୂଆଦିଲ୍ଲୀ, ୨ା୪ (ପି.ଟି.)-କୋଭିଡ୍-୧୯ ଯୋଗୁ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପ୍କୁ ବାତିଲ କରିବା ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନ୍ଆର୍ଏଆଇ) ଉପରେ ଦିନକୁ ଦିନ ଚାପ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍ ସଂକ୍ରମଣ ଆଶଙ୍କା ପାଇଁ...
ଡିଏଲ୍ଏସ୍ ନିୟମର ଅନ୍ୟତମ ସ୍ରଷ୍ଟା ଲୁଇସ୍ଙ୍କ ପରଲୋକ
ଲଣ୍ଡନ,୨।୪(ଏଏଫ୍ପି): କ୍ରିକେଟର ବହୁ ଚର୍ଚ୍ଚତ ତଥା ବିବାଦୀୟ ଡକ୍ଓ୍ବର୍ଥ- ଲୁଇସ- ଷ୍ଟେର୍ନ (ଡିଏଲ୍ଏସ୍) ନିୟମର ଅନ୍ୟତମ ସ୍ରଷ୍ଟା ଟୋନି ଲୁଇସ୍ ପରୋଲୋକ ଗମନ କରିଛନ୍ତି। ବର୍ଷା ବା ଖରାପ୍ ପାଗ ଦ୍ୱାରା ବାଧାପ୍ରାପ୍ତ ହେଉଥିବା ସୀମିତ ଓଭର ମ୍ୟାଚ୍ର ଫଳାଫଳ...
ଫୁଟବଲ ମ୍ୟାଚ୍ ବ୍ୟାନ୍କୁ ମେ’ ୩୧କୁ ଘୁଞ୍ଚାଇଲା ରୁଷିଆ
ମସ୍କୋ,୨।୪(ଏଏଫ୍ପି): କୋଭିଡ- ୧୯ ମହାମାରୀର ରୂପ ନେଇଥିବା ବେଳେ ରୁଷିଆନ ଫୁଟବଲ ଆସୋସିଏଶନ (ଆର୍ଏଫ୍ଏସ୍) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସବୁ ଫୁଟବଲ ମ୍ୟାଚ୍କୁ ବ୍ୟାନ୍ କରାଯାଇଥିବା ବେଳେ ଏବେ ଏହାକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛ...
Archives


