ଖେଳ

ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ! ବିବାହ ସ୍ଥଗିତ ପଛରେ ସାମ୍ନାକୁ ଆସିଲା ବଡ଼ ସତ, ଭାଇରାଲ ହେଲା…

ନୂଆଦିଲ୍ଲୀ,୨୫।୧୧: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ-ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଛଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ହେବାର ଥିଲା। ବିବାହ…

ଲଗାତାର ଦ୍ୱିତୀୟ ଥର କବାଡି ବିଶ୍ୱକପ ଜିତିଲା ମହିଳା ଭାରତୀୟ ଟିମ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଢାକା,୨୪।୧୧: ଭାରତୀୟ ମହିଳା କବାଡି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡି ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ବାଂଲାଦେଶର ଢାକାଠାରେ ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ୩୫-୨୮ ପଏଣ୍ଟରେ ଚାଇନିଜ୍ ତାଇପେଇକୁ ପରାସ୍ତ…

ଅଷ୍ଟ୍ରେଲିଆ-ପାକିସ୍ତାନ ସିରିଜ୍‌ର କାର୍ଯ୍ୟସୂଚୀରେ ହୋଇପାରେ ବଡ଼ ପରିବର୍ତ୍ତନ

କରାଚୀ,୨୪ା୧୧: ଆସନ୍ତା ବର୍ଷ ମାର୍ଚ୍ଚରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ। ସେହି ମାସରେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଖେଳାଯିବାକୁ ଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)…

ହଠାତ୍‌ ବଦଳିଲା ପୃଥ୍ବୀ ଶ’ଙ୍କ ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ, ଋତୁରାଜଙ୍କ ସ୍ଥାନରେ…

ନୂଆଦିଲ୍ଲୀ,୨୪।୧୧: ଭାରତୀୟ କ୍ରିକେଟର ସବୁଠାରୁ ପ୍ରତିଭାଶାଳୀ ଖେଳାଳିଙ୍କ ମଧ୍ୟରୁ ଜଣେ ପୃଥ୍ବୀ ଶ’ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ଗତ ବର୍ଷ IPL ୨୦୨୫ ନିଲାମରେ କୌଣସି ଦଳ ତାଙ୍କୁ କିଣି ନଥିଲେ, ତେଣୁ ଏହି ସୀମା…

ଶୋଚନୀୟ ସ୍ଥିତିରେ ଟିମ୍‌ ଇଣ୍ଡିଆ: ୨୦୧ ରନ୍‌ରେ ଅଲ୍‌ଆଉଟ

ଗୌହାଟୀ,୨୪।୧୧: ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ ଦେଖିବାକୁ ମିଳିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଟିମ୍‌ ଇଣ୍ଡିଆ ୨୦୧ ରନ୍‌ରେ ଅଲଆଉଟ ହୋଇଯାଇଛି। ଫଳରେ ଗୌହାଟୀ…

ଭଞ୍ଜ ଟ୍ରଫି: ଉଦ୍‌ଘାଟନୀ ମ୍ୟାଚ୍‌ରେ ବିହାର ବିଜୟୀ

ଭଞ୍ଜନଗର,୨୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ସୋମବାରଠାରୁ ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ ଆୟୋଜକ ଭଞ୍ଜନଗର ଫୁଟବଲ ଏକାଡେମୀ ଓ ବକ୍ସର (ବିହାର) କାମାକ୍ଷା ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ…

ରାହୁଲ ନେବେ ନେତୃତ୍ୱ: ୮ ମାସ ପରେ ଦଳକୁ ଫେରିଲେ ଜାଡେଜା

ନୂଆଦିଲ୍ଲୀ,୨୪ା୧୧: ଆସନ୍ତା ୩୦ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ସିନିୟର ବ୍ୟାଟର ଲୋକେଶ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି। ୮ ମାସର ବ୍ୟବଧାନ ପରେ ରବୀନ୍ଦ୍ର…

‘ଏସିଆ କପ’ ଜିତିଲା ପାକିସ୍ତାନ, ସୁପର ଓଭରରେ ମାରିଲା ବାଜି

ନୂଆଦିଲ୍ଲୀ,୨୪।୧୧: ପାକିସ୍ତାନ ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ ଟାଇଟଲ ଜିତିଥିଲା। ସୁପର ଓଭର ମ୍ୟାଚରେ ପାକିସ୍ତାନ ବାଂଲାଦେଶ ଉପରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ଯାହା ସୁପର ଓଭରରେ ଯାଇଥିଲା। ବାଂଲାଦେଶ ସୁପର…

ହସ୍ପିଟାଲ୍‌ରେ ପଲାଶ ମୁଛଲ: ଚିନ୍ତାରେ ସ୍ମୃତି ମନ୍ଧାନାଙ୍କ ପରିବାର

ନୂଆଦିଲ୍ଲୀ,୨୪।୧୧: ଭାରତୀୟ ମହିଳା କ୍ରିକେଟ ଦଳର ସୁପରଷ୍ଟାର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲ ନଭେମ୍ବର ୨୩ରେ ବିବାହ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପରେ ବିବାହ ସ୍ଥଗିତ ରଖାଯାଇଥିଲା। ସ୍ମୃତିଙ୍କ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯିବାରୁ ତାଙ୍କୁ ହସ୍ପିଟାଲ୍‌ରେ…

Guwahati Test: ଦକ୍ଷିଣ ଆଫ୍ରିକା ୪୮୯; ଭାରତ ୯/୦

ଗୁଆହାଟୀ, ୨୩ା୧୧: ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ ରହିଛି। ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି। ଭ୍ରମଣକାରୀ…

ଲକ୍ଷ୍ୟ ସେନ୍‌ ଅଷ୍ଟ୍ରେଲିଆନ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ

ସିଡ୍‌ନୀ,୨୩ା୧୧: ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଅଷ୍ଟ୍ରେଲିଆନ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଟାଇଟଲ ବିଜୟୀ ହୋଇଛନ୍ତି। ରବିବାର ଫାଇନାଲରେ ସେ ଜାପାନର ୟୁଶି ଟନକାଙ୍କୁ ହରାଇ ଦେଇଛନ୍ତି। ୨୦୨୫ ସିଜନରେ ଏହା ହେଉଛି ତାଙ୍କର ପ୍ରଥମ ଟାଇଟଲ। ପ୍ୟାରିସ…

ଭାରତକୁ ପ୍ରଥମଥର ବିଶ୍ୱ ଚାମ୍ପିୟନ କରାଇଲେ ଓଡ଼ିଆ ଝିଅ: ଫାଇନାଲ ମ୍ୟାଚରେ କଲେ ଦମଦାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩ା୧୧: ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ ଇତିହାସ ରଚି ପ୍ରଥମ ଥର ପାଇଁ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। କଲମ୍ବୋରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ନେପାଳକୁ ୭ ୱିକେଟ୍‌ରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?