ଖେଳ

ଏସିଆ କପ୍ ୨୦୨୫ ହକି: ଭାରତର ବିଶାଳ ବିଜୟ, କାଜାକସ୍ତାନକୁ ୧୫-୦ରେ ହରାଇଲା

ବିହାର,୧ା୯: ଭାରତୀୟ ହକି ଦଳ ଏସିଆ କପ୍ ୨୦୨୫ର ପୁଲ୍ ଏ ମ୍ୟାଚରେ କାଜାକସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅଭିଷେକ (୫, ୮, ୨୦, ୫୯ ମିନିଟ), ସୁଖଜୀତ ସିଂ (୧୫, ୩୨, ୩୮), ଜୁଗରାଜ…

ଟେଷ୍ଟ କ୍ରିକେଟ୍‌ରୁ ବ୍ରେକ୍‌ ନେଲେ ଏହି ଖେଳାଳି

ଲଣ୍ଡନ, ୧ା୯: ଇଂଲଣ୍ଡ ପେସର ଜେମି ଓଭର୍ଟନ ସୋମବାର ଟେଷ୍ଟ ତଥା ରେଡ୍‌-ବଲ କ୍ରିକେଟରୁ ଅନିଶ୍ଚିତ କାଳ ପାଇଁ ବ୍ରେକ୍‌ ନେଇଛନ୍ତି। ସମସ୍ତ ଫର୍ମାଟରେ ଖେଳିବା ତାଙ୍କ ଲାଗି ସମ୍ଭବ ନଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କରିଛନ୍ତି। ୩୧ ବର୍ଷୀୟ…

ସର୍ବକାଳୀନ ଶ୍ରେଷ୍ଠ-୫ କ୍ରିକେଟର୍‌ ବାଛିଲେ ଏବି ଡିଭିଲିୟର୍ସ: ବନ୍ଧୁ କୋହଲିଙ୍କୁ ମିଳିଲାନି ସ୍ଥାନ, ଲିଷ୍ଟ୍‌ରେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୧।୯: ପ୍ରତ୍ୟେକ କ୍ରିକେଟ ପ୍ରେମୀ ଏବି ଡିଭିଲିୟର୍ସ ଏବଂ ବିରାଟ କୋହଲିଙ୍କ ବନ୍ଧୁତା ବିଷୟରେ ଜାଣନ୍ତି। ଉଭୟ ଖେଳାଳି ପରସ୍ପରକୁ ବହୁତ ସମ୍ମାନ କରନ୍ତି ଏବଂ ଅନେକ ସମୟରେ ପରସ୍ପରର ପ୍ରଶଂସା କରିଛନ୍ତି। ନିକଟରେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡିଭିଲିୟର୍ସ…

ଫିଟ୍‌ନେସ୍‌ ଟେଷ୍ଟରେ କିଏ ପାସ୍‌, କିଏ ଫେଲ୍‌: ଜାଣନ୍ତୁ ରୋହିତ- ଗିଲ୍‌ଙ୍କ ସମେତ ଭାରତୀୟ କ୍ରିକେଟର୍‌ଙ୍କ ରିପୋର୍ଟ କାର୍ଡ

ବେଙ୍ଗାଲୁରୁ,୧।୯: ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସରେ ଭାରତୀୟ କ୍ରିକେଟରଙ୍କ ଫିଟନେସ ପରୀକ୍ଷା କରାଯାଇଥିଲା। ଏଥିପାଇଁ ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ରୋହିତ ଶର୍ମା ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ମଧ୍ୟ ବେଙ୍ଗାଲୁରୁ ପହଞ୍ଚିଥିଲେ। ରୋହିତ ଏବଂ ଗିଲ ଫିଟନେସ…

ତୁମେ ବହୁତ ବଡ଼ ଲୋକ, କେହି ତୁମକୁ ଛୁଇଁ ପାରିବେ ନାହିଁ: ବିମାନବନ୍ଦରରେ କାହାକୁ ଏମିତି କହିଲେ ରୋହିତ ଶର୍ମା

ମୁମ୍ବାଇ,୧।୯: ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଫିଟନେସ ପରୀକ୍ଷାରେ ପାସ କରି ମୁମ୍ବାଇ ଫେରିଛନ୍ତି। BCCIର ସେଣ୍ଟର ଅଫ ଏକ୍ସଲେନ୍ସରେ ତାଙ୍କର ୟୋ-ୟୋ ପରୀକ୍ଷା ହୋଇଥିଲା। ଏଥିରେ ସେ ପାସ କରିଥିଲେ। ବିମାନବନ୍ଦରରେ ତାଙ୍କର ଏକ ଭିଡିଓ ସୋସିଆଲ…

ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌: ବ୍ରେଟ ଲି ବ୍ରାଣ୍ଡ ଆମ୍ବାସାଡର

କଟକ,୩୧ା୮: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (OCA) ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହେବାକୁ ଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (OPTL) ପାଇଁ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି ଓ ଦେବାଶିଷ ମହାନ୍ତିଙ୍କୁ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଛି। ଏହି…

ହକି ଏସିଆ କପ୍ ୨୦୨୫: ଭାରତୀୟ ଦଳର ଲଗାତାର ଦ୍ୱିତୀୟ ବିଜୟ, ରୋମାଞ୍ଚକର ମ୍ୟାଚ୍‌ରେ ଜାପାନ ୩-୨ ଗୋଲରେ ପରାସ୍ତ

ବିହାର,୩୧।୮: ହକି ଏସିଆ କପ୍ ୨୦୨୫ର ପୁଲ୍‌ ଏ ଗ୍ରୁପର ରୋମାଞ୍ଚକର ମୁକାବିଲାରେ ମଜବୁତ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ବିହାର ସ୍ପୋର୍ଟ୍ସ୍ ୟୁନିଭର୍ସିଟି ହକି ଷ୍ଟାଡିୟମରେ…

ଟିମ୍‌ ଇଣ୍ଡିଆକୁ ପୁଣି ଚାମ୍ପିଅନ୍‌ କରିବେ ଗମ୍ଭୀର-ଧୋନୀ? ଏହି ଗୁରୁ ଦାୟିତ୍ୱ ଦେବ BCCI

ନୂଆଦିଲ୍ଲୀ,୩୦।୮: ୨୦୧୧ରେ ୨୮ ବର୍ଷ ପରେ ଟିମ୍‌ ଇଣ୍ଡିଆ ଦିନିକିଆ ବିଶ୍ୱକପ ଜିତିଥିଲା। ଏହି ବିଜୟରେ ସବୁଠାରୁ ବଡ଼ ଭୂମିକା ଥିଲା ଏମ୍‌ଏସ୍‌ ଧୋନୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ। ଏହି ଯୋଡ଼ି ଟିମ ଇଣ୍ଡିଆର ବର୍ଷ…

କେଉଁଠି ଅଛନ୍ତି ବିରାଟ କୋହଲି, ଦେବେ ନାହିଁ କି ଫିଟନେସ ଟେଷ୍ଟ? ବିରାଟଙ୍କ ଅନୁପସ୍ଥିତି ଉଠାଇଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୩୦।୮: ବିରାଟ କୋହଲି ଏବଂ ରୋହିତ ଶର୍ମା ଏବେ କେବଳ ODI ଖେଳୁଛନ୍ତି ଏବଂ ଯଦି ଦେଖାଯାଏ, ତେବେ ଉଭୟଙ୍କ ODI କ୍ୟାରିୟର ଉପରେ ପ୍ରଶ୍ନ ଉଠାଯାଉଛି। ଗତ ବର୍ଷ, ଉଭୟେ ଏକାଠି T20 ଆନ୍ତର୍ଜାତୀୟରୁ ଅବସର ନେଇଥିଲେ ଏବଂ ଏହା…

ରୋହିତଙ୍କ ପରେ ଶ୍ରେୟସ ବା ଶୁବମନ ନୁହେଁ ଏହି ଖେଳାଳି ହେବେ ODIର ନୂଆ କ୍ୟାପଟେନ

ନୂଆଦିଲ୍ଲୀ,୩୦।୮: ଭାରତର ODI ଦଳର ଅଧିନାୟକ ରୋହିତ ଶର୍ମା T20 ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ରୋହିତ ଶର୍ମା ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ODI ଖେଳିବେ କି ନାହିଁ ସେ ବିଷୟରେ ଆଲୋଚନା ଜୋର ଧରିଛି। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ…

ସଞ୍ଜୁ ସାମସନ ରିଲିଜ ହେବା ନେଇ ହେଉଥିଲା ଚର୍ଚ୍ଚା, ହେଲେ ରାଜସ୍ଥାନରୁ ଦ୍ରାବିଡ ବିଦା

ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ବାଟ ଅଲଗା ହୋଇଛି। ଫ୍ରାଞ୍ଚାଇଜ ପକ୍ଷରୁ ସୋସିଆଲ ମିଡିଆରେ ଶନିବାର ଏନେଇ ସୂଚନା ଦେଇଛନ୍ତି। ତେବେ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍‌ ବଦଳରେ ଅନ୍ୟ…

୧୮ ବର୍ଷ ପରେ ପୁଣି ଭାଇରାଲ ହେଉଛି ହରଭଜନ-ଶ୍ରୀସନ୍ତଙ୍କ ଚାପୁଡ଼ା କାଣ୍ଡର ଭିଡିଓ, ଲଳିତ ମୋଦି… 

ନୂଆଦିଲ୍ଲୀ,୨୯।୮: ଭାରତୀୟ ଭେଟେରାନ ବୋଲର ହରଭଜନ ସିଂହଙ୍କୁ ଆଜି ମଧ୍ୟ ୨୦୦୮ ଆଇପିଏଲ୍‌ ମ୍ୟାଚ୍‌ରେ ସାଥୀ ଖେଳାଳି ଏସ୍‌. ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିବାର ଘଟଣା ପାଇଁ ଅନୁତାପ ପ୍ରକାଶ କରନ୍ତି। ଅନେକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ତାଙ୍କୁ ଅତୀତକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri