ଖେଳ

ରୋନାଲ୍‌ଡୋଙ୍କୁ କରୋନା

ଲିସ୍‌ବନ୍‌, ୧୪ା୧୦ (ଏପି)-ପର୍ତ୍ତୁଗୀଜ୍‌ ଷ୍ଟାର ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କ ନିକଟରେ ରୋଗର କୌଣସି ଲକ୍ଷଣ ନ ଥିଲା। ସେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। ବୁଧବାର...

ଅଲିମ୍ପିକ ଚାମ୍ପିୟନଙ୍କ ପରଲୋକ

ଓ୍ବାଶିଂଟନ, ୧୪ା୧୦ (ଏପି)-ହେଲ୍‌ସିଙ୍କି ଅଲିମ୍ପିକ୍ସ ୧୯୫୨ରେ ୪୦୦ ମିଟର ହର୍ଡଲ୍ସ ଚାମ୍ପିୟନ ଚାର୍ଲି ମୁର୍‌ଙ୍କର ପରଲୋକ ଘଟିଛି। ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ମୁରେ ପାନ୍‌କ୍ରିଆଟିକ୍‌ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ସେ ସେତେବେଳେ କ୍ୱାର୍ଟରଫାଇନାଲରେ ୫୦.୮ ସେକେଣ୍ଡ ଟାଇମିଂରେ...

ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ, ୧୪।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ଦିଲ୍ଲୀ ନିକଟରୁ ୪୬ ରନରେ ପରାଜିତ ହୋଇଥିଲା ରାଜସ୍ଥାନ। ତେଣୁ ରିଟର୍ନ ମ୍ୟାଚରେ ପ୍ରତିପକ୍ଷ ଦଳକୁ ହରାଇ ପ୍ରତିଶୋଧ...

ସନ୍‌ରାଇଜର୍ସକୁ ହରାଇଲା ସୁପରକିଙ୍ଗ୍ସ

ଦୁବାଇ,୧୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୬ ଉଇକେଟ ହରାଇ ୧୬୭ ରନ କରିଥିବାବେଳେ ହାଇଦ୍ରାବାଦ ଦଳ ୨୦...

କରୋନା ଆକ୍ରାନ୍ତ ହେଲେ ଫୁଟ୍‌ବଲ ଷ୍ଟାର୍‌ ରୋନାଲ୍ଡୋ

ନୂଆଦିଲ୍ଲୀ, ୧୩।୧୦: ପର୍ତ୍ତୁଗାଲର ଷ୍ଟାର୍‌ ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଆକ୍ରାନ୍ତ ହୋଇଛନ୍ତି। ପାଞ୍ଚଥରର ‘ବାଲନ୍‌ ଡି ଅର୍‌’ ପୁରସ୍କାର ବିଜେତା ରୋନାଲ୍ଡୋ କରୋନା ପଜିଟିଭ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍‌ବଲ ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।...

ଟସ୍‌ ଜିତିଲେ ଧୋନୀ; ପ୍ରଥମେ ବ୍ୟାଟିଂ କରିବ ସିଏସ୍‌କେ

ଦୁବାଇ, ୧୩।୧୦: ଚଳିତ ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ମଙ୍ଗଳବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ସହ ହୋଇଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ମହେନ୍ଦ୍ର ସିଂ ଧୋନୀଙ୍କ...

ପୋଲାର୍ଡଙ୍କ ସହ ସମକକ୍ଷ ହେଲେ ଡି ଭିଲର୍ସ

ଶାରଜା, ୧୩।୧୦: ଏବି ଡି ଭିଲର୍ସ (୭୩ ରନ, ୩୩ ବଲ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଖେଳାଯାଇଥିବା ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮୨ ରନରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ...

ଆଇପିଏଲ୍‌-୧୩ରେ ୫୧ଟି ବଲ୍‌ ଡଟ୍‌ ପକାଇଛନ୍ତି ଏହି ସ୍ପିନର

ଶାରଜା, ୧୩।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଲିଗ୍‌ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଫ୍‌-ସ୍ପିନର ଓ୍ବାଶିଂଟନ ସୁନ୍ଦର ବେଶ୍‌ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୭ ମ୍ୟାଚ୍‌ରୁ ୫ ଉଇକେଟ୍‌ ହାସଲ...

କ୍ରିସ୍‌ ଗେଲ୍‌ ଫିଟ୍‌; ଏହି ଦଳ ବିପକ୍ଷରେ ଖେଳି ପଡ଼ିଆକୁ ଓହ୍ଲାଇବେ

ଦୁବାଇ, ୧୩।୧୦: କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ପେଟ ଯନ୍ତ୍ରଣାଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହୋଇଛନ୍ତି। ଗୁରୁବାର ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ପଞ୍ଜାବ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ଆଇପିଏଲ୍‌ର ୩୧ତମ...

ମା’ ହେବେ ସାଗରିକା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, କରୀନା କପୁରଙ୍କ ସମେତ ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ମା’ ହେବାକୁ ଯାଉଛନ୍ତି। ସେ ହେଲେ ‘ଚକ୍‌ ଦେ ଇଣ୍ଡିଆ’ ଅଭିନେତ୍ରୀ ସାଗରିକା ଘାଟଗେ। ତେଣୁ ସାଗରିକା ଏବଂ ତାଙ୍କ ସ୍ବାମୀ ତଥା ଭାରତୀୟ...

ବୃହତ୍‌ ବିଜୟ ସହ ଆରସିବି ତୃତୀୟ

ଶାରଜା, ୧୩।୧୦: ଏବି ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ, ଅସମାପ୍ତ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଏବଂ ବୋଲରଙ୍କ ଚମତ୍କାର ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ବୃହତ୍‌ ବିଜୟ...

ଟପ୍‌ ୨୦ରେ ସ୍ବିଟେକ୍‌

ଓ୍ବାଶିଂଟନ, ୧୩ା୧୦ (ଏପି)-ସୋମବାର ଟେନିସ୍‌ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଫ୍ରେଞ୍ଚ ୍‌ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିବା ପରେ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ ତାଲିକାରେ ପୋଲାଣ୍ଡର ଇଗା ସ୍ବିଟେକ୍‌ ୩୭ ସ୍ଥାନ ଉପରକୁ ଉଠି ଟପ୍‌ ୨୦ରେ ପ୍ରବେଶ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri