ଭାରତୀୟ ଟିମ୍ରେ ଏହି ଖେଳାଳିଙ୍କ ସ୍ଥାନ ନେବେ ରୋହିତ ଶର୍ମା, ଯାଦବଙ୍କ ବିକଳ୍ପ ନେଇ ଛିଣ୍ଡୁନି ଅଙ୍କ
ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଖେଳାଯିବ। ଏଥିରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନ ନେବେ ରୋହିତ ଶର୍ମା। ସେହିଭଳି ଉମେଶ ଯାଦବଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଏବଂ ନବଦୀପ ସାଇନିଙ୍କ ମଧ୍ୟରୁ ଜଣଙ୍କୁ...
ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ : ମେଡିକାଲ
କୋଲକାତା,୫ା୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ। ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଥିବା ଉଡଲାଣ୍ଡ୍ ମେଡିକାଲ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ତାଙ୍କୁ ବୁଧବାର...
ମାଇଲଷ୍ଟୋନ ସ୍ପର୍ଶ କଲେ ଓ୍ବିଲିୟମସନ
ଖ୍ରୀଷ୍ଟଚର୍ଚ୍ଚ,୫ା୧- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ କ୍ୟାରିୟରରେ ମଙ୍ଗଳବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୩୮ ରନ୍ର ଦ୍ୱିଶତକୀୟ ପାଳି ଖେଳିଛନ୍ତି। ଏହି ଅବସରରେ ସେ ପୂରଣ...
ଅଜଗରକୁ ବେକରେ ଗୁଡାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର ୟୁଜଭେନ୍ଦ୍ର ଚହଲ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆରୁ ଫେରିବା ଚହଲ ଗୁରୁଗ୍ରାମର ରିସୋର୍ଟରେ ବିବାହ କରିଥିଲେ। ବିବାହ ପରେ ଚହଲ ଏବଂ ଧନଶ୍ରୀ ହନିମୁନ...
୪ ବର୍ଷରେ ଜିଭା ହେଲେ ବ୍ରାଣ୍ଡ୍ ଆମ୍ବାସଡର୍: ଏମ୍ଏସ୍ଙ୍କ ମନରେ ଖୁସି
ନୂଆଦିଲ୍ଲୀ,୫।୧: ମାତ୍ର ୪ ବର୍ଷ ବୟସରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭା ବ୍ରାଣ୍ଡ୍ ଆମ୍ବାସଡ଼ର ପାଲଟିଛନ୍ତି। ପାପା ଧୋନିଙ୍କ ସହିତ ଜିଭା କାଡବୁରୀ ଓରିଓ ବିସ୍କୁଟ ବିଜ୍ଞାପନରେ କାମ କରିଛନ୍ତି। ଏନେଇ ପ୍ରଶଂସକଙ୍କ ମଧ୍ୟରେ ବାପ ଝିଅଙ୍କୁ...
୪୩ ବର୍ଷର ରେକର୍ଡ ଭାଙ୍ଗିପାରିବ କି ଟିମ୍ ଇଣ୍ଡିଆ
ସିଡନୀ,୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ରୁ ଅଷ୍ଟ୍ରେଲିଆରେ ସିଡନୀରେ ଖେଳାଯିବ। ମେଲବୋନର୍ର୍ ଟେଷ୍ଟରେ ଆୟୋଜକ ଦଳକୁ ହରାଇଥିବା ଟିମ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ...
ଛୁଟି ନେଇ ଘରକୁ ଯିବା ଏହି କ୍ରିକେଟରଙ୍କୁ ପଡିଲା ମହଙ୍ଗା; ଦଳରୁ ପଡିଲେ ବାଦ୍
ସିଡନୀ,୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ରୁ ଅଷ୍ଟ୍ରେଲିଆରେ ସିଡନୀରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଚାରିଟି ଟେଷ୍ଟ ମ୍ୟାଚର ସିରିଜ ୧-୧ ବରାବର ରହିଛି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଆୟୋଜକ...
ଭାରତୀୟ ଦଳକୁ ବଡ଼ ଝଟ୍କା: ଆହତ ହୋଇ ସିରିଜ୍ରୁ ବାଦ୍ ପଡିଲେ ଏହି ଖେଳାଳି
ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟରୁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ଓପନିଂ ବ୍ୟାଟିଂ, ମିଡିଲ ଅର୍ଡର ବ୍ୟାଟିଂ ତଥା ଉଇକେଟ କିପିଂର ବିକଳ୍ପ ଭାବେ ରାହୁଲଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ ସିରିଜରେ ସୁଯୋଗ ମିଳି...
ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ପଜିଟିଭ ହେଲେ ଏହି ଖେଳାଳି
କଲମ୍ବୋ, ୫।୧: ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲି ଦଳ ସହ ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ଟେଷ୍ଟ ହେବାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସେ କ୍ୱାରାଣ୍ଟାଇନରେ ରହିବେ। ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ...
ଓ୍ବିଲିୟମସନଙ୍କ ଶତକ: ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ
ଖ୍ରୀଷ୍ଟଚର୍ଚ୍ଚ, ୫।୧(ଏପି)- କେନ୍ ଓ୍ବିଲିୟମସନ୍ଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି। ଓ୍ବିଲିୟମସନ ଓ ହେନରି ନିକୋଲ୍ସ ଅସମାପ୍ତ ୪ର୍ଥ ଉଇକେଟରେ ୨୧୫ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡକୁ ଅଗ୍ରଣୀ...
ଅଉ ୨୦୦ ଦିନ ରହିଲା ଅଲିମ୍ପିକ୍ସ
ଟୋକିଓ, ୫ା୧ (ଏପି): ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍ ଘଣ୍ଟା ହେଉଛିି ଟିକ୍-ଟକ୍-ଟିକ୍। ଗେମ୍ସ ଆୟୋଜନ ପାଇଁ ସୋମବାରଠାରୁ ଆହୁରି ୨୦୦ଦିନ ବାକି ରହିଥିବା ଏହା ସୂଚାଇ ଦେଉଛି। ଟୋକିଓ ସହର ଓ ଏହାର ଆଖପାଖ ଅଞ୍ଚଳରେ କିଛି ଦିନ...
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଜାଗୁଆର୍ସର ପ୍ରଥମ ବିଜୟ
ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଜାଗୁଆର୍ସ ୪୮ ରନରେ ଚିତାସ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ...
Archives


