ଖେଳ

ଜାତୀୟ ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୦।୨(କ୍ରୀଡ଼ା ପ୍ରତିନିଧି)-ବେଙ୍ଗାଲୁରୁଠାରେ ଚାଲିଥିବା ୩ୟ ନଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଦଳ ୧୨୨ ରନ୍‌ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ...

‘ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେଲେ ବଡ଼ ନିଷ୍ପତ୍ତି ନେଇପାରନ୍ତି କୋହଲି’

ଚେନ୍ନାଇ, ୧୦ା୨- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବୃହତ୍‌ ପରାଜୟ ବରଣ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଅବସ୍ଥା କ’ଣ ହୋଇଥିଲା, ତାହା ସଭିଙ୍କୁ ଜଣା। ସେତେବେଳେ ଭାରତୀୟ...

ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଇଂଲଣ୍ଡ ଅଧିନାୟକ କହିଲେ ଏଭଳି

ନୂଆଦିଲ୍ଲୀ,୯।୨: ଲଗାତାର ତିନୋଟି ଟେଷ୍ଟ ଜିତିବାର ସଫଳତା ହାସଲ କରିଛି ଇଂଲଣ୍ଡ ଟିମ୍‌। ପ୍ରଥମେ ଶ୍ରୀଲଙ୍କାକୁ ଦୁଇଟି ଟେଷ୍ଟରେ ପରାଜିତ କରିବା ପରେ ଭାରତ ବିପକ୍ଷରେ ଖେଳୁଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୨୨୭ରନ୍‌ର ବିଶାଳ ବିଜୟ ହାସଲ କରିଛି ଇଂଲଣ୍ଡ...

ଅମ୍ପାୟର ଟଏଲେଟ୍‌କୁ ନ ଛାଡ଼ିବାରୁ ପ୍ୟାଣ୍ଟରେ ପରିସ୍ରା ଧମକ ଦେଲେ ଖେଳାଳି

ମେଲବୋର୍ନ, ୯ା୨- ଆରମ୍ଭରୁ ହିଁ ବିବାଦ ଘେରରେ ଥିବା ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ମ୍ୟାଚ୍‌ ବେଳେ ଟଏଲେଟ୍‌ ବ୍ରେକ ଲାଗି କାନାଡା ଖେଳାଳି ଡେନିସ ଶାପୋଭାଲୋଭଙ୍କ ବାରମ୍ବାର...

ଚେନ୍ନାଇ ଟେଷ୍ଟରେ ପରାଜୟ: ବୋଲର୍‌ଙ୍କୁ ସବୁ ଦୋଷ ଦେଇ ଏଭଳି କହିଲେ କୋହଲି

ଚେନ୍ନାଇ,୯।୨: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ହାସଲ କରିଛି ଭାରତୀୟ ଟିମ୍‌। ଦୀର୍ଘ ୨୨ ବର୍ଷ ପରେ ଚେନ୍ନାଇରେ ଦଳ ଟେଷ୍ଟ ମ୍ୟାଚ୍‌ ହାରିଛି। ଏହାକୁ ନେଇ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ରଖି ସବୁ...

ପୁଣି ପଡ଼ିଆରେ ଦେଖିବାକୁ ମିଳିବ ସଚିନଙ୍କ ମ୍ୟାଜିକ୍‌

ମୁମ୍ବାଇ, ୯ା୨- ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ବ୍ରାଏନ ଲାରା, ମୁଥିଆ ମୁରଲିଧରଣଙ୍କ ଭଳି ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବାକୁ ମିଳିବ। ଆସନ୍ତା ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ରାୟପୁରଠାରେ ଖେଳାଯିବ ଅନଏକାଡେମି ରୋଡ୍‌ ସେଫ୍ଟି...

ଟିମ୍‌ ଇଣ୍ଡିଆ ହାତରୁ ଚାଲି ଯାଇପାରେ ଡବ୍ଲ୍ୟୁଟିସି ଫାଇନାଲ

ଦୁବାଇ,  ୯ା୨- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜ୍ୟାଜନକ ପରାଜୟ ପରେ ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ର଼୍ୟାଙ୍କିଙ୍ଗ୍‌ରେ ପୂର୍ବରୁ ପ୍ରଥମ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆ ଏବେ ଖସିଯାଇଛି ଚତୁର୍ଥ...

୮୭ ବର୍ଷର ରେକର୍ଡ ଭାଙ୍ଗିଲା

ଚେନ୍ନାଇ,୯।୨: ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଇଂଲଣ୍ଡ। ଏହି ବିଜୟ ସହିତ ଇଂଲଣ୍ଡ ଅନେକ ରେକର୍ଡ ସୃଷ୍ଟି...

କଟା ଘା’ରେ ଚୂନ ଲଗାଇଲେ ଏହି ଦୁଇ କ୍ରିକେଟର୍‌

ଚେନ୍ନାଇ,୯।୨: ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆକୁ ଶେଚନୀୟ ଭାବେ ପରାସ୍ତ କରିଛି ଇଂଲଣ୍ଡ। ଏହା ପରେ ଇର ପୂର୍ବତନ ଖେଳାଳିମାନେ ଟିମ ଇଣ୍ଡିଆକୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡା କରି ନ ଥିଲେ। ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ...

ବିଶ୍ୱରେକର୍ଡ ହାସଲ କଲେ କୋହଲି, ବହୁ କିମ୍ବଦନ୍ତୀଙ୍କୁ ପଛରେ ପକାଇଲେ

ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ଇନିଂସରେ ତିନି ରନ ସ୍କୋର କରିବା ପରେ କୋହଲି...

ଭାରତର ଲଜ୍ଜାଜନକ ପରାଜୟ

ଚେନ୍ନାଇ,୯।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଘରୋଇ ଦଳ ଲଜ୍ଜାଜନକ ପରାଜୟ ଭୋଗିଛି। ଇଂଲଣ୍ଡ ଏହି ଟେଷ୍ଟରେ ଭାରତକୁ ୨୨୭ ରନ୍‌ର ପରାଜିତ କରିଛି। ଏହାସହ ଭ୍ରମଣକାରୀ ଦଳ ୧-୦ ସିରିଜ୍‌ ଆଗେଇଛି। ଏହି ବିଜୟ...

ତୃତୀୟଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌, ମାଗିଲେ ପୈତୃକ ଛୁଟି

ବାଂଲାଦେଶର ଷ୍ଟାର କ୍ରିକେଟର୍‌ ସାକିବ ଉଲ୍‌ ହାସନ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ବାଂଲାଦେଶ କ୍ରିକେଟ୍‌ ବୋର୍ଡକୁ ପୈତୃକ ଛୁଟି ଦେବାକୁ ଆବେଦନ କରିଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଟିମ୍‌ରେ ସାମିଲ ନ କରାଯାଉ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri