ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଏହି କ୍ରିକେଟରଙ୍କୁ ଦିନିକିଆ-ଟି୨୦ ଟିମ୍ରେ ମିଳୁନି ଜାଗା, କାହିଁକି ବୋଲି ପ୍ରଶ୍ନ ଉଠାଇଲେ ଗମ୍ଭୀର
ନୂଆଦିଲ୍ଲୀ,୨୩।୨: ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅଣଦେଖା କରାଯାଉଛି। ଦିନିକିଆ ଏବଂ ଟି୨୦ ଅନ୍ତରାଷ୍ଟ୍ରୀୟ ଟିମ୍ରୁ ବାହାର କରାଯାଇଛି। ଏବେର ଫର୍ମକୁ ଦେଖିଲେ ଏହା ଉଚିତ ନୁହେଁ ବୋଲି କହିଛନ୍ତି କ୍ରିକେଟ ବିଶେଷଜ୍ଞ ଏବଂ ପୂର୍ବ...
ଦିବାରାତ୍ର ଟେଷ୍ଟ ପୂର୍ବରୁ ଏମିତି କହିଲେ କୋହଲି
ଅହମ୍ମଦାବଦ୍, ୨୩।୨ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବା ହେଲେ ଭାରତୀୟ ଦଳକୁ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ୍ର ବଳକା ଦୁଇଟି ଟେଷ୍ଟରୁ ଗୋଟିଏ ମ୍ୟାଚ୍ ଜିତିବାକୁ ପଡ଼ିବ। ଅନ୍ୟ ମ୍ୟାଚ୍କୁ ଅତିକମ୍ରେ...
ଆଇପିଏଲ୍ ଖେଳିବେନି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍! ଏଭଳି ହେଉଛିି ଚର୍ଚ୍ଚା
ନୂଆଦିଲ୍ଲୀ,୨୩।୨: ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ବେଶ୍ ଲୋକପ୍ରିୟ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନର। ସେ ନିଜ ଦମ୍ରେ ମ୍ୟାଚ୍ର କାୟା ପରିବର୍ତ୍ତିତ କରିଦେଇଥାନ୍ତି। ହେଲେ ସେ ଅନେକ ସମୟରେ ଆଘାତ ସମସ୍ୟା ଦେଇ ଗତି କରିଥାନ୍ତି। ଏଥିପାଇଁ ତାଙ୍କୁ...
ଶତକ ମାରିବା ପରେ ଖୁସି ହେବା ବଦଳରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର: କାରଣ ଜାଣିଲେ…
ନୂଆଦିଲ୍ଲୀ,୨୩।୨: ଗତ ଜାନୁୟାରୀରେ ଭାରତୀୟ ଅଲରାଉଣ୍ଡର ବ୍ରଦର୍ସ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡା ବାପାଙ୍କୁ ହରାଇଛନ୍ତି। ଉଭୟ ବାପା ହିମାଶୁଂ ପାଣ୍ଡ୍ୟାଙ୍କ ବେଶ ନିକଟତର ଥିଲେ। ଏଥିଯୋଗୁ ଏଯାବତ ସେମାନେ ବାପାଙ୍କ ନିଧନକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ନିକଟରେ...
କ୍ରିକେଟକୁ ଅଲବିଦା କହିଲେ ୨୦୧୧ ବିଶ୍ୱକପ୍ ହିରୋ
କଲମ୍ବୋ, ୨୩।୨ : ୨୦୧୧ ବିଶ୍ୱକପ୍ ହିରୋ ତଥା ଶ୍ରୀଲଙ୍କା ଦଳର ଭେଟେରାନ ଓପନର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୫ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ସେ ଶ୍ରୀଲଙ୍କା ଦଳର ଅଧିନାୟକ ହେବାର...
ମଦ, ତମାଖୁ ବିଜ୍ଞାପନ କରିବେ ନାହିଁ ଅଷ୍ଟ୍ରେଲିଆ ଖେଳାଳି
ସିଡନୀ,୨୩।୨: ଆଇପିଏଲ ୧୪ତମ ସିଜନ ଆରମ୍ଭ ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏମ) ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ୍ର ପରବର୍ତ୍ତୀ ସିଜିନ୍ରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଜୁଆ, ଫାଷ୍ଟଫୁଡ, ମଦ୍ୟପାନ ଏବଂ ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବେ ନାହିଁ ସିଏମ୍ ଆଇପିଏଲ...
ଶତକ ହାସଲ ପରେ କାନ୍ଦିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୩।୨: ବିଜୟ ହଜାରେ ଟ୍ରଫିରେ କୃନାଲ ପାଣ୍ଡ୍ୟା ଚମତ୍କାର ଶତକ ଅର୍ଜନ କରିଛନ୍ତି। ତ୍ରିପୁରା ବିପକ୍ଷରେ ସେ ୯୭ଟି ବଲ୍ରୁ ୧୨୭ ରନ୍ ସ୍କୋର କରିଥିଲେ। ତାଲିକା-ଏ ମ୍ୟାଚରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ୨୯ ବର୍ଷୀୟ କ୍ରୁନାଲ...
ଇତିହାସ ରଚିବାଠାରୁ ମାତ୍ର ୬ ଉଇକେଟ୍ ଦୂରରେ ଅଶ୍ୱିନ୍
ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ ରେକର୍ଡ ହାସଲ କରିଥିଲେ। ଚେପକରେ ଅଶ୍ୱିନ ଉଭୟ ଇନିଂସରେ ମୋଟ ୮ଟି ଉଇକେଟ ନେଇଥିଲେ ଏବଂ ପରେ ବ୍ୟାଟିଂରେ ମଧ୍ୟ...
ତୃତୀୟ ଟେଷ୍ଟରେ ଏହି ୫ ‘ବିରାଟ’ ରେକର୍ଡ ହାସଲ କରିପାରନ୍ତି କୋହଲି
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ଦୁଇ ଦଳ ମଧ୍ୟରେ ପିଙ୍କ୍ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ...
ବିରାଟ କୋହଲିଙ୍କ ଘରେ ନାହାନ୍ତି ଚାକର, ଅତିଥି ଚର୍ଚ୍ଚା ହୁଏ ଏପରି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ମନୋଭାବ ଦେଖାଇଥାନ୍ତି। ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଜାତୀୟ ଚୟନକର୍ତ୍ତା ସରନଦୀପ ସିଂ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଆଚରଣ ବିଷୟରେ...
ଧୋନୀଙ୍କ ଅବସର ପୂର୍ବରୁ ଏହି ସ୍ବପ୍ନ ପୂରଣ କରିବାକୁ ଚାହୁଁଛନ୍ତି ଉଥାପ୍ପା
ବେଙ୍ଗାଳୁରୁ,୨୨।୨: କ୍ରିକେଟର୍ ରବିନ ଉଥାପ୍ପା ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ। ଗତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଉଥାପ୍ପା ଖେଳିଥିଲେ। ଚେନ୍ନାଇ ଦଳରେ ଯୋଗଦେବା ପରେ ଉଥାପ୍ପା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ଭିଡିଓ...
ଜାତୀୟ ସବ୍ଜୁନିୟର ଟିଟି ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ଇନ୍ଦୋରରେ ୮୨ତମ ଜାତୀୟ କ୍ୟାଡେଟ ଓ ସବ୍ଜୁନିୟର ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍ ଚଳିତମାସ ୨୫ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ଆସୋସିଏଶନ ପକ୍ଷରୁ ଉଭୟ ବାଳିକା ଓ ବାଳକ...
Archives


