ଆଇପିଏଲରେ RCB ପାଇଁ ଖେଳିବେନି କୋହଲି! ନିଲାମ ପୂର୍ବରୁ କରିଦେଲେ ମନା, ଜୋର ଧରିଲା ଚର୍ଚ୍ଚା
ନୂଆଦିଲ୍ଲୀ,୧୩।୧୦: କ’ଣ ବିରାଟ କୋହଲି ଆଉ ଆଇପିଏଲରେ RCB ପାଇଁ ଖେଳିବେ ନାହିଁ? କ’ଣ ବିରାଟ କୋହଲି IPLରୁ ଅବସର ନେବାକୁ ଯାଉଛନ୍ତି? ବିରାଟ କୋହଲି RCB ବଦଳରେ IPLରେ ଅନ୍ୟ କୌଣସି ଦଳ ପାଇଁ ଖେଳିବାର ଦେଖାଯିବେ? କ’ଣ ବିରାଟ…
ପଞ୍ଚମ ଆଫ୍ରିକୀୟ ଦେଶ ଭାବେ ବିଶ୍ୱକପ୍ରେ ସ୍ଥାନ ପାଇଲା ଘାନା
ଆକ୍ରା,୧୩ା୧୦: ଘାନା ପଞ୍ଚମ ଆଫ୍ରିକୀୟ ଦେଶ ଭାବେ ୨୦୨୬ ବିଶ୍ୱକପ୍ ଯୋଗ୍ୟତା ହାସଲ କରିଛି। ଘାନା ହେଉଛି ୨୦୧୦ କ୍ୱାର୍ଟରଫାଇନାଲିଷ୍ଟ। ଆସନ୍ତା ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁଥିବା ଟୁର୍ନାମେଣ୍ଟ ଲାଗି ପୂର୍ବରୁ ଯୋଗ୍ୟତା ହାସଲ କରିଥିବା ଅନ୍ୟ…
ବିଜୟ ଦ୍ୱାରରେ ଭାରତ: ଆଉ ଦରକାର ୫୮ ରନ୍
ନୂଆଦିଲ୍ଲୀ, ୧୩।୧୦: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଚତୁର୍ଥ ଦିନ ଶେଷ ସୁଦ୍ଧା ବିଜୟ ଦ୍ୱାରରେ ପହଞ୍ଚିଛି। ପ୍ରଥମ ଇନିଂସରେ ଭାରତ ୫୧୮/୫ରେ ପାଳି ଘୋଷଣା କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍ ୨୪୮ ରନରେ ସୀମିତ ରହିଥିଲା। ଫଳରେ…
ବିରାଟଙ୍କୁ ଝଟକା! ପ୍ଲେ-୧୧ରେ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ,୧୩।୧୦: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହାସିମ ଆମଲା ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ୧୧ ଚୟନ କରିଛନ୍ତି। ସେ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କର ସର୍ବୋତ୍ତମ ଖେଳାଳି ୧୧ ମଧ୍ୟରୁ ବାଦ୍…
ଦୀପାବଳି ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କର ହେଲା ପ୍ରମୋଶନ, ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୧୩।୧୦: ବୈଭବ ସୂର୍ଯ୍ୟବଂଶୀ IPL ପରଠାରୁ ସବୁ ଜାଗାରେ ଛାଇ ହୋଇ ରହିଛନ୍ତି, ଇଂଲଣ୍ଡ ଏବଂ ପରେ ଅଷ୍ଟ୍ରେଲିଆରେ ତାଙ୍କ ବିସ୍ଫୋରକ ଖେଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏବେ ସେ ରଣଜୀ ଟ୍ରଫିରେ ମଧ୍ୟ ଚମକ ଦେବାକୁ ପ୍ରସ୍ତୁତ, କିନ୍ତୁ ଏଥର…
୩୩୦ ରନ୍ କରି ମଧ୍ୟ ୩ ୱିକେଟରୁ ହାରିଲା ଭାରତ: କଠିନ ହେଲା ସେମିଫାଇନାଲ୍ ପଥ
ବିଶାଖାପାଟ୍ଟନମ୍,୧୨।୧୦: ମହିଳା ବିଶ୍ୱ କପ୍ ୨୦୨୫ର ୧୩ମ ମ୍ୟାଚରେ ଅଷ୍ଟ୍ରେଲିୟା ୩ ୱିକେଟରୁ ଭାରତକୁ ହରାଇଛି। ଏହା ଟିମ୍ ଇଣ୍ଡିଆର ଲଗାତାର ଦ୍ୱିତୀୟ ପରାଜୟ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୩୩୦ ରନ୍ କରିଥିଲା, କିନ୍ତୁ ଅଷ୍ଟ୍ରେଲିୟା ୪ ବଲ୍ ବାକି…
ଉପ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଉପଲବ୍ଧି
ବିଶାଖାପାଟଣା,୧୨।୧୦: ଭାରତୀୟ ଦଳର ଉପ ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ପ୍ରଥମ କ୍ରିକେଟର ଭାବେ ମହିଳା ଦିନିକିଆରେ ଗୋଟିଏ ବର୍ଷରେ ୧ ହଜାର ରନ୍ ପୂରଣ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ହାଇପ୍ରୋଫାଇଲ ମ୍ୟାଚ୍ରେ ୮୦ ରନର ବିସ୍ଫୋରକ ପାଳି ଅବସରରେ ସେ…
ଫଲୋଅନ୍ ପରେ ଓ୍ବେଷ୍ଟଇଣ୍ଡିଜର ଦମ୍ଦାର ବ୍ୟାଟିଂ
ନୂଆଦିଲ୍ଲୀ,୧୨।୧୦- ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ଫଲୋଅନ୍ ପରେ ଦ୍ୱିତୀୟ ଇନିଂସରେ ଦୃଢ଼ ବ୍ୟାଟିଂ କରିଛି। ପ୍ରଥମ ଇନିଂସରେ ଭାରତ ୫୧୮/୫ରେ ପାଳି ଘୋଷଣା କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍ ୨୪୮…
କୁଲଦୀପ ଯାଦବ ରଚିଲେ ଇତିହାସ! ୫ ୱିକେଟ ହାସଲ କରି ଭାଙ୍ଗିଲେ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍ ଦଳର ବାମହାତି ସ୍ପିନର କୁଲଦୀପ ଯାଦବ ରବିବାର ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଅସାଧାରଣ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ୱେଷ୍ଟଇଣ୍ଡିଜକୁ ୨୪୮ ରନରେ ଅଲ୍-ଆଉଟ୍ କରି ଭାରତ ୨୭୦ ରନର ବିଶାଳ ଲିଡ୍ ସହ ଫଲୋ-ଅନ୍…
ଟି୨୦ରେ ଇତିହାସ ରଚିଲା ନାମ୍ବିଆ
ୱିଣ୍ଡହୋକ,୧୧।୧୦- ଖେଳାଯାଇଥିବା ଟି୨୦ ମ୍ୟାଚ୍ରେ ନାମ୍ବିଆ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଇତିହାସ ରଚିଛି। ଟେଷ୍ଟ ପ୍ଲେଇଂ ଦେଶ ବିପକ୍ଷରେ ଏହା ନାମ୍ବିଆର ଚତୁର୍ଥ ବିଜୟ। ଏଥିପୂର୍ବରୁ ଆୟର୍ଲାଣ୍ଡ, ଜିମ୍ବାଓ୍ବେ ଓ ଶ୍ରୀଲଙ୍କା ଭଳି ଟେଷ୍ଟ ପ୍ଲେଇଂ ଦେଶକୁ…
ବ୍ୟାଟିଂ କରିବାକୁ ସୁଯୋଗ ଦେଲେନି ଗିଲ, ଏମିତି ରାଗ ଶୁଝେଇଦେଲେ ଜାଡେଜା
ନୂଆଦିଲ୍ଲୀ,୧୦।୧୧: ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଟିମ ଇଣ୍ଡିଆ ଦମ୍ଦାର ଫର୍ମରେ ରହିଛି। ମାତ୍ର ଦେଢ଼ ଦିନ ଭିତରେ ଭାରତ ୫୧୮ ରନରେ ପ୍ରଥମ ଇନିଂସ ଘୋଷଣା କରିଛି। ଯଶସ୍ବୀ ଜୈସୱାଲ ଓ ଅଧିନାୟକ ଶୁଭମନ…
ଭାରତ ୫୧୮/୫, ଓ୍ବେଷ୍ଟଇଣ୍ଡିଜ୍ ୧୪୦/୪
ନୂଆଦିଲ୍ଲୀ, ୧୧।୧୦- ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଶନିବାର ତା’ର ପ୍ରଥମ ଇନିଂସରେ ୫ ଉଇକେଟରେ ୫୧୮ ରନ କରି ପାଳି ଘୋଷଣା କରିଛି। ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ଦ୍ୱିତୀୟ ଦିନ…
Archives


