ଖେଳ

ବିଶ୍ୱର ୧୦ ନମ୍ବର ଦଳ ଆଗରେ ଚିତ୍‌ପଟାଙ୍ଗ୍‌ ଅଷ୍ଟ୍ରେଲିଆ

ଢାକା,୫।୮: ଟି -୨୦ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। ଅଷ୍ଟ୍ରେଲିଆ ଦଳ ମଧ୍ୟ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚ ହାରିଛି। ଢାକାର ଶେର-ଏ-ବଙ୍ଗଳା ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ୫ ଉଇକେଟ...

କୋହଲିଙ୍କୁ ଏହି କାମ କରିବା ପାଇଁ ବାଧ୍ୟ କରିଥିଲେ ରିଷଭ ପନ୍ତ: ମିଳିଲା ସଫଳତା

ଲଣ୍ଡନ,୫।୮: ଇଂଲଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟରେ ଟିମ ଇଣ୍ଡିଆର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। ଇଂଲଣ୍ଠର ପ୍ରଥମ ଇନିଂସରେ ଭାରତ ଘରୋଇ ଦଳକୁ ମାତ୍ର ୧୮୩ ରନ୍‌ର ରୋକି ଦେଇଛି। ଟସ୍‌ ହାରି ପ୍ରଥମେ ଫିଲ୍ଡିଂ କରୁଥିବା ଭାରତୀୟ...

ସ୍ବର୍ଣ୍ଣ ପଦକ ଦୌଡରୁ ବାଦ୍‌ ପଡିଲେ ଭିନେଶ: ଏବେ ବ୍ରୋଞ୍ଚ ଆଶା

ଟୋକିଓ,୫।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ର କୁସ୍ତିରେ ଭାରତ ପାଇଁ ସବୁଠାରୁ ନିରାଶାଜନକ ଖବର ଆସିଛି। ସ୍ବର୍ଣ୍ଣ ପଦକ ପାଇଁ ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ବିନେଶ ଫୋଗଟ କ୍ୱାର୍ଟର ଫାଇନାଲରେ ପରାଜୟର ଶିକାର ହୋଇଛନ୍ତି। ବେଲାରୁଷର ଭେନେସା କାଲାଜିନସ୍କାୟାଙ୍କ ଠାରୁ ଭିନେଶ...

ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ଟୋକିଓ/ନୂଆଦିଲ୍ଲୀ,୫।୮: ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକିିଦଳ ପୁଣି ଥରେ ଅଲିମ୍ପିକ୍‌ରେ ଦେଶ ପାଇଁ ଗୌରବ ଆଣିଛି। ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ଐତିହାସିକ ବିଜୟ ପାଇଁ ରାଷ୍ଟ୍ରପତି ରାମନାଥ...

୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ମେଡାଲ

ଟୋକିଓ,୫।୮: ଦୀର୍ଘ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ହକିରେ ପୁଣି ପଦକ ଜିତିଛି। ପୁରୁଷ ହକିରେ ଭାରତକୁ ଐତିହାସିକ ବିଜୟ ହୋଇଛି। ଜର୍ମାନୀକୁ ହରାଇ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାତେଇଛି। ଭାରତୀୟ ପୁରୁଷ ହକି ଦଳ...

ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

ଚିବା(ଜାପାନ),୫।୮: ଭାରତୀୟ ରେସ୍‌ଲର ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। ବୁଧବାର ସେ ୫୭ କେ.ଜି. ବର୍ଗ ସେମିଫାଇନାଲରେ କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି।...

ଏହି କଥାରେ ହଠାତ୍‌ ରାଗିଯାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଠ ସହ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ତାଙ୍କ ସହ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକା ମଧ୍ୟ ଲଣ୍ଡନରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା ପ୍ରଶଂସକମାନଙ୍କୁ ନିଜ...

କାମ ଦେଲା ୪ ପେସର ଷ୍ଟ୍ରାଟେଜି

ନଟିଂହାମ,୪।୮: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ୪ ପେସରଙ୍କୁ ନ ଖେଳାଇ ଭୁଲ କରିଥିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। କିନ୍ତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ଭାରତୀୟ ଦଳ...

ହାଇ ଜମ୍ପରେ ଦୁଇ ଜଣ ବାଣ୍ଟିନେଲେ ସ୍ବର୍ଣ୍ଣ ପଦକ

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସର ହାଇ ଜମ୍ପ ଇଭେଣ୍ଟରେ ଇଟାଲିର ଗିଆନମାର୍କୋ ତାମ୍ବେରି ଓ କାତାରର ମୁତାଜ ଏସା ବାର୍ଶିମ ସ୍ବର୍ଣ୍ଣ ପଦକ ଶେୟାର କରିଛନ୍ତି। ଦୁହେଁ ଫାଇନାଲରେ ୨.୩୭ ମିଟର ଉଚ୍ଚତା ହାସଲ କରିଥିଲେ। କିନ୍ତୁ ଉଭୟ ଆଥ୍‌ଲେଟ ୩...

ପୁଅରେ, ତୁ ଏବେ ଯାଏ ମୋ ରାଗ ଦେଖିନାହୁଁ: କୁଲଦୀପଙ୍କ ଉପରେ ରାଗି ଯାଇ…

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଶାନ୍ତ ସ୍ବଭାବ ପାଇଁ ସମସ୍ତେ ଜାଣନ୍ତି। ଏହାକୁ ନେଇ ତାଙ୍କୁ କ୍ୟାପଟେନ୍‌ କୁଲ୍‌ ମଧ୍ୟ କୁହାଯାଏ। ପଡ଼ିଆରେ ଥିବା ବେଳେ ଧୋନୀଙ୍କ ଏହି ସ୍ବଭାବ ବିରୋଧୀ...

ଏଥର ମଧ୍ୟ ଅଧୁରା ରହିଲା ସ୍ବପ୍ନ

ଟୋକିଓ,୪।୮: ପୁରୁଷଙ୍କ ଭଳି ମହିଳା ହକି ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ଅନ୍ତିମ ୪ ରାଉଣ୍ଡ ମ୍ୟାଚ୍‌ରେ ଭାରତକୁ ୧-୨ ଗୋଲରେ ହରାଇ ଦେଇଛି ଆର୍ଜେଣ୍ଟିନା। ପରାଜୟ ସହ ସ୍ବର୍ଣ୍ଣ...

ଭାରତ-ଇଂଲଣ୍ଡ ମଧ୍ୟ ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିତିଲା ଇଂଲଣ୍ଡ

ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳାଯାଉଥିବା ଏହି ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri