ଖେଳ

ହଠାତ ହସ୍ପିଟାଲରେ ଭର୍ତ୍ତି ହେଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର, ବଢ଼ିଲା ଟେନଶନ  

ସିଡନୀ,୨୫।୧୦: ଭାରତୀୟ ଦଳ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଏକଦିବସୀୟ ମ୍ୟାଚ ୯ ଉଇକେଟରେ ଜିତିଛି। ରୋହିତ ଶର୍ମାଙ୍କ ଚମତ୍କାର ଶତକ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ  ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା। ହେଲେ ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆର…

ସିଡନୀ ଗ୍ରାଉଣ୍ଡରେ ରେକର୍ଡ ବର୍ଷା: ସଚିନଙ୍କୁ ପଛରେ ପକାଇ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ କୋହଲି 

ସିଡନୀ,୨୫।୧୦: ଟିମ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଶେଷରେ ଗର୍ଜିଛି। ପର୍ଥ ଏବଂ ଆଡିଲେଡ୍‌ରେ ଶୂନ୍ୟରେ ଆଉଟ ହେବା ପରେ ସିଡନୀ ମଇଦାନରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫଳରେ ସେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି।  ୭୪ ରନ୍‌ର…

ମ୍ୟାଚ୍‌ ଜିତାଇଲେ ରୋହିତ-କୋହଲି

ସିଡନୀ, ୨୫ା୧୦: ଭାରତୀୟ ଦଳର ଦୁଇ ସିନିୟର ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌କୁ ଭାରତ ସହଜରେ ୯ ଉଇକେଟରେ ଜିତି ନେଇଛି। ସିରିଜ୍‌…

ଗୋଟିଏ ରନ୍‌ ନେଇ ହଠାତ୍‌ ପଡ଼ିଆରେ ସେଲିବ୍ରେସନ କଲେ କୋହଲି, ଦର୍ଶକ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି

ସିଡନୀ,୨୫।୧୦: ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ପ୍ରଥମ ରନ ନେବା ମାତ୍ରେ ସମଗ୍ର ଷ୍ଟାଡିୟମରେ ସେଲିବ୍ରେସନ ହୋଇଥିଲା। ପ୍ରଶଂସକମାନେ କରତାଳିରେ ଉଚ୍ଛୁଳି ଉଠିଥିଲେ ଏବଂ କୋହଲି ମଧ୍ୟ ଖୁସି ମନାଇ ଟିକେ ହସିଥିଲେ। ଶୁବମନ ଗିଲ ଆଉଟ…

ବିଶ୍ବକପ ମ୍ୟାଚ ଖେଳିବାକୁ ଇନ୍ଦୋର ଆସିଥିବା ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ

ଇନ୍ଦୋର,୨୫।୧୦: ଇନ୍ଦୋରରେ ଲଜ୍ଜା। ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। କାଫେକୁ ଯିବାବେଳେ ଜଣେ ବାଇକ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସିସିଟିଭିରେ ବାଇକ ଆରୋହୀ ଚିହ୍ନଟ ହୋଇଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ବକପ ମ୍ୟାଚ ଖେଳିବାକୁ…

BCCI ପରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କିଏ ଜାଣନ୍ତି କି? ରୋହିତ-କୋହଲିଙ୍କ ତୁଳନାରେ ଏତେ ଟଙ୍କା ଦିଏ…

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାବରେ ସ୍ବୀକୃତିପ୍ରାପ୍ତ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ବିଶ୍ୱର ଦ୍ୱିତୀୟ ସବୁଠାରୁ ଧନୀ କ୍ରିକେଟ ବୋର୍ଡ କେଉଁଟି? ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସମ୍ପତ୍ତି ଏବଂ…

ମ୍ୟାଚ୍‌ ଆରମ୍ଭ ହେବାପୂର୍ବରୁ ଚମତ୍କାର ବିଶ୍ୱରେକର୍ଡ କଲା ଭାରତ: ଲଗାତାର ଭାବେ….

ସିଡନୀ,୨୫।୧୦: ଆଜି ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଖେଳାଯାଉଛି। ଭାରତୀୟ କ୍ରିକେଟ ଦଳ ଏହି ମ୍ୟାଚ୍‌ରେ ପୁଣି ଥରେ ଟସ ହାରିଛି। ଲଗାତାର ୧୮ତମ ଥର ପାଇଁ ଟିମ ଇଣ୍ଡିଆ ଟସ ଜିତିନାହିଁ। ଭାରତୀୟ ଅଧିନାୟକ…

‘ଏହା ରୋହିତ ଶର୍ମାଙ୍କ ଫେରଓ୍ବେଲ…’ ତୃତୀୟ ODI ପୂର୍ବରୁ ଗୌତମ ଗମ୍ଭୀରଙ୍କ କହିଦେଲେ ଏମିତି…କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୫।୧୦: ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଏକଦିବସୀୟ ମ୍ୟାଚ ପୂର୍ବରୁ, ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ଏହି ଭିଡିଓରେ, ଗୌତମ ଗମ୍ଭୀର ମଜା କରି ରୋହିତ ଶର୍ମାଙ୍କୁ…

ନିଜେ ତ ଫେଲ୍‌ ହେଲେ, ଏହି ଖେଳାଳିଙ୍କୁ ବି ବୁଡ଼ାଇ ଦେଲେ କୋହଲି,Video ଭାଇରାଲ ପରେ… 

ନୂଆଦିଲ୍ଲୀ,୨୪।୧୦: ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି। ସେ ପର୍ଥ ଏବଂ ଆଡିଲେଡରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍‌ରେ ନିଜର ଖାତା ଖୋଲିପାରି ନ ଥିଲେ। ଭାରତୀୟ ଦଳ ଉଭୟ ମ୍ୟାଚ୍‌ରେ ପରାଜିତ କରିଥିଲା।…

ଟି୨୦ ସିରିଜ ଖେଳିବେ ମାକ୍ସଓ୍ବେଲ୍‌

ସିଡ୍‌ନୀ,୨୪ା୧୦: ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରେ ଖେଳିବେ ବୋଲି ଆଶା କରାଯାଉଛି। ତାଙ୍କ କଚଟି ହାଡ଼ ଭାଙ୍ଗିଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ବର୍ତ୍ତମାନ ସେ ଫିଟ୍‌ ଅଛନ୍ତି। ଅକ୍ଟୋବର ୨୯ରୁ କାନବେରାଠାରେ ଆରମ୍ଭ…

ଭାରତରେ ହେବାକୁ ଥିବା ହକି ବିଶ୍ୱକପ୍‌ରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୨୪ା୧୦: ଭାରତରେ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ଜୁନିୟର ହକି ବିଶ୍ୱକପ୍‌ରୁ ଓହରିଯାଇଛି ପାକିସ୍ତାନ। ପାକିସ୍ତାନ ହକି ମହାସଂଘ(ପିଏଚ୍‌ଏଫ୍‌) ଏହାର ନିଷ୍ପତ୍ତି ସମ୍ପର୍କରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଅବଗତ କରାଇଛି। ଏଫ୍‌ଆଇଏଚ ପକ୍ଷରୁ ଶୁକ୍ରବାର ଏହି ବିଷୟରେ ସ୍ପଷ୍ଟ କରିଦିଆଯାଇଛି। ନଭେମ୍ବର…

ଜଣେ ଥିଲେ ବିରାଟ, ଜଣେ ଥିଲେ ରୋହିତ…, ଅଷ୍ଟ୍ରେଲିଆରେ ଶେଷ ହେବ ସୁପରଷ୍ଟାରଙ୍କ କାହାଣୀ!

ସିଡ଼ନୀ,୨୪।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି… ଏହି ଦୁଇଜଣ କେବଳ ଦୁଇଟି ନାମ ନୁହଁନ୍ତି, ବରଂ ଭାରତୀୟ କ୍ରିକେଟର ଗର୍ବ। ଦୁଇଟି ନାମ, କିନ୍ତୁ ଗୋଟିଏ ହୃଦୟ ଗୋଟିଏ ସ୍ପନ୍ଦନ। ଦୁଇଟି ଚରିତ୍ର, କିନ୍ତୁ ଗୋଟିଏ କାହାଣୀ। ଏହି ଯୋଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri