ଆଜିର ଦିନରେ ଇତିହାସ ରଚିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଆଜିକୁ ପ୍ରାୟ ପ୍ରାୟ ୧୬ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ଓ୍ବାର୍ଣ୍ଣ ଇତିହାସ ସୃଷ୍ଟି କରିଥିଲେ। ୧୧ ଅଗଷ୍ଟ ୨୦୦୫ରେ ୱାର୍ଣ୍ଣ ବିଶ୍ୱର ପ୍ରଥମ ବୋଲର ହୋଇଥିଲେ ଯିଏ ୬୦୦ ଟେଷ୍ଟ ଉଇକେଟ ନେଇଥିଲେ। ଆଜି, ଯଦିଓ...
ଆମକୁ ମରିବାକୁ ଛାଡି ଦିଅନ୍ତୁ ନାହିଁ; ନିଜ ଦେଶକୁ ରକ୍ଷା କରିବାକୁ ବିଶ୍ୱ ନେତାଙ୍କୁ ଅପିଲ କଲେ ଏହି କ୍ରିକେଟର୍
କାବୁଲ,୧୧।୮:ଆଫଗାନିସ୍ତାନରେ ଏବେ ଅବସ୍ଥା ଆହୁରି ବିଗିଡି ଯାଇଛି। ତାଲିବାନ ଏବଂ ସରକାରୀ ସାମରିକ ବାହିନୀ ମଧ୍ୟରେ ପ୍ରବଳ ଯୁଦ୍ଧ ଯୋଗୁ ଦେଶର ସ୍ଥିତି ଖରାପ ହେବାରେ ଲାଗିଛି। ତାଲିବାନ ଦେଶର ଉପକଣ୍ଠକୁ କବଜା କରି ଏବେ ପ୍ରଦେଶ ରାଜଧାନୀ ଆଡକୁ...
ଗର୍ଲଫ୍ରେଣ୍ଡ ଅଛନ୍ତି କି ନାହିଁ; ପ୍ରଶ୍ନରେ ଏମିତି ଉତ୍ତର ଦେଲେ ନୀରଜ ଚୋପ୍ରା
ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଏକ ଇଣ୍ଟରନେଟ ସେନସେସନ ହୋଇଯାଇଛନ୍ତି। ପ୍ରତ୍ୟେକ ଭାରତୀୟ ନୀରଜଙ୍କ ବିଷୟରେ ସବୁକିଛି ଜାଣିବାକୁ ଇଚ୍ଛୁକ ଅଛନ୍ତି। ସମସ୍ତେ ତାଙ୍କ କ୍ୟାରିୟର, ଖାଦ୍ୟ,...
ଅଲିମ୍ପିକ୍ସ ପଦକ ବିଜେତାଙ୍କ ଘର ବାହୁଡା
ଭୁବେନଶ୍ୱର,୧୦।୮ : ଟୋକିଓ ଅଲିମ୍ପିକ୍ସ ଦମ୍ଦାର ପ୍ରଦର୍ଶନ କରିଥିତ୍ବା ଓଡ଼ିଆ ପୁରୁଷ ଓ ମହିଳା ହକି ଖେଳାଳିମାନେ ମଙ୍ଗଳବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏବଂ ମହିଳା...
ଭିନେଶଙ୍କୁ ଉତ୍ତର ମାଗିଲା କୁସ୍ତି ମହାସଂଘ
ନୂଆଦିଲ୍ଲୀ, ୧୦।୮: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମଙ୍ଗଳବାର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ସାମୟିକ ଭାବେ ବସନ୍ଦ କରିଛି। ବିଶୃଙ୍ଖଳା ଗତ ଆଚରଣ ଯୋଗୁ ତାଙ୍କୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ। ଆସନ୍ତା ୧୬ ତାରିଖ...
ଡ୍ରାଭିଡ୍ଙ୍କ ପଦବୀ ପାଇଁ ବିଜ୍ଞାପନ ଦେଲା ବିସିସିଆଇ
ମୁମ୍ବାଇ, ୧୦।୮: ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ର ମୁଖ୍ୟ ପଦବୀ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ଏହି ପଦରେ ରହି ଗତଦୁଇ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ଯଦି...
ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍
କାନବେରା,୧୦।୮: ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ୫୧ ବର୍ଷିୟ କେର୍ନସଙ୍କ ମୁଖ୍ୟ ଧମନୀର ଭିତର ପରସ୍ତ କଟିଯାଇଥିଲା। ଏହା ପରେ ତାଙ୍କୁ ଗତ...
ଗୋଟିଏ ଟି-୨୦ ମ୍ୟାଚ୍ରେ ସର୍ବାଧିକ ମେଡେନ୍ ଓଭର୍ ପକାଇଥିବା ବୋଲର୍ ହେଲେ ଏହି ଦଳର କୋଚ
ସିଡନୀ,୧୦।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟ୍ ଆଫଗାନିସ୍ତାନ କ୍ରିକେଟ ଦଳର ବୋଲିଂ କୋଚ ନିଯୁ୍କ୍ତ ହୋଇଛନ୍ତି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଏହି ସୂଚନା ଦେଇଛି। ସେ ଆସନ୍ତା ମାସରେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଦାୟିତ୍ୱ...
୨୦୨୮ ଅଲିମ୍ପିକ୍ସ୍ରେ ହେବ ଚୌକା-ଛକା ମାଡ଼, କ୍ରିକେଟ ହେବ ସାମିଲ୍…
ନୂଆଦିଲ୍ଲୀ,୧୦।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ବୃହତ ସଫଳତା ପରେ, ବର୍ତ୍ତମାନ ସମସ୍ତଙ୍କ ଆଖି ଆଗାମୀ ଅଲିମ୍ପିକ୍ସ ଉପରେ କେନ୍ଦ୍ରୀତ ହୋଇଛି। ଏହି ସମୟରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ୨୦୨୮ ମସିହାରେ ଅନୁଷ୍ଠିତ...
୪୨ ବର୍ଷରେ ଚମତ୍କାର ରେକର୍ଡ କଲେ ଏହି କ୍ରିକେଟର୍
ଲଣ୍ଡନ,୧୦।୮: ଏମଏସ ଧୋନୀଙ୍କ ଦଳର ଚେନ୍ନାଇ ସୁପର କିଙ୍ଗ୍ସର ସବୁଠାରୁ ଅଭିଜ୍ଞ ବୋଲର ଇମ୍ରାନ ତାହିର ଦି ହଣ୍ଡ୍ରେଣ୍ଡ ଲିଗରେ ଏକ ଚମତ୍କାର ବୋଲିଂ କରିଥିଲେ। ଏହି ଲିଗ୍ର ସବୁଠୁ ବୟସ୍କ ତାହିର ମଧ୍ୟ ୪୨ ବର୍ଷ ବୟସରେ ଲିଗ୍ର...
ଇତିହାସ ରଚିଲେ ଏହି କ୍ରିକେଟର
ଢାକା,୧୦।୮: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୧୦ ମ୍ୟାଚ୍ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କରିଛି। ଏହା ସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ହାତେଇଛି ଘଷରାଇ ଦଳ। ବାମହାତୀ ସ୍ପିନ ବୋଲର...
୨୨ ବଲ୍ରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କଲେ ଏହି ୧୭ ବର୍ଷୀୟା କ୍ରିକେଟର୍
ଲଣ୍ଡନ,୧୦।୮: ଭାରତର ଯୁବ ମହିଳା କ୍ରିକେଟର ଶେଫାଳି ବର୍ମା ଏବେ ଇଂଲଣ୍ଡର ହଣ୍ଡ୍ରେଣ୍ଡ ଲିଗରେ ଭାଗ ନେଉଛନ୍ତି। ଲିଗ୍ର ଏକ ମ୍ୟାଚ୍ରେ ସେ ଜବରଦସ୍ତ ପ୍ରଦର୍ଶନ କରି ନିଜ ଦଳ ବର୍ମିଂହାମ ଫିନିକ୍ସକୁ ବିଜୟ ପ୍ରଦାନ କରିଥିଲେ।ୱେଲ୍ସ ଫାୟାର ଏବଂ...
Archives


