ପାରାଲିମ୍ପିକ କ୍ରିଷ୍ଣା ନାଗରଙ୍କୁ ସ୍ବର୍ଣ୍ଣ ପଦକ…
ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ଶେଷ ଦିନରେ କିଷ୍ଣା ନାଗର ହଂକଂର ଚୁ ମାନ୍ କେଙ୍କୁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍ଏଚ୍୍-୬ ଇଭେଣ୍ଟରେ ପରାଜିତ କରି ସ୍ବର୍ଣ୍ଣ ପଦକର ଗୌରବ ଆଣିଛନ୍ତି। ୪୩ ମିନିଟ୍ ଧରି ଚାଲିଥିବା ଖେଳରେ ସେ...
ସୁହାସଙ୍କୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ…
ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ରବିବାର ଶେଷ ଦିନରେ ନୋଏଡାର ଡି.ଏମ. ସୁହାସ ଏଲ ୟଥିରାଜ ଭାରତ ପାଇଁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍-୪ ଇଭେଣ୍ଟରେ ରୌପ୍ୟ ପଦକ ଆଣିଛନ୍ତି। ସେ ଫ୍ରାନ୍ସର ଏଲ ମାଜୁରଙ୍କଠାରୁ ୨୧-୧୫,୧୭-୨୧, ୧୫-୨୧ରେ ପରାଜିତ...
କାମ ଦେଲାନି ରୁଟ୍ଙ୍କ ଚାଲାକି
ଓଭାଲ,୪।୯: ଓଭାଲ ଟେଷ୍ଟରେ ଶନିବାର ଇଂଲଣ୍ଡ ବୋଲରମାନେ ୨୨୭ ରନ୍ ଖର୍ଚ୍ଚ କରିଥିବା ବେଳେ ମାତ୍ର ୩ ଉଇକେଟ ହାତେଇ ଥିଲେ। ଖେଳ ଶେଷ ହେବାକୁ ପ୍ରାୟ ଘଣ୍ଟାଏ ଥାଏ। ଆଲୋକ ଅଭାବ କାରଣରୁ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ପେସରଙ୍କୁ ଖେଳିବା...
ଭାରତର ପତାକା ଉଠାଇବେ ଅବନୀ
ଟୋକିଓ,୪।୯: ରବିବାର ଟୋକିଓ ପାରାଲିମ୍ପିକ୍ସ ଉଦ୍ଯାପିତ ହେବ। ୧୨ ଦିନ ଧରି ଚାଲିଥିବା ପାରାଲିମ୍ପିକ୍ସର ୧୬ତମ ସଂସ୍କରଣର ଉଦ୍ଯାନୀ ଉତ୍ସବ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ ହେବ। ଉତ୍ସବରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୮ ବର୍ଷୀୟା ମହିଳା ଶୁଟର ଅବନୀ...
ରୋହିତଙ୍କ କ୍ୟାଚ୍ ଛଡ଼ିବା ଇଂଲଣ୍ଡକୁ ଭାରି ପଡ଼ିଲା
ଓଭାଲ,୪।୯: ଶନିବାର ଖେଳ ଆରମ୍ଭରୁ ଜୀବନଦାନ ପାଇଥିଲେ ରୋହିତ। ଖୋଲା ହାତରେ ସେ ଏହାର ଫାଇଦା ଉଠାଇ ଥିଲେ। ୨୫୬ ବଲରେ ଖେଳିଥିଲେ ୧୨୭ ରନ୍ର ଲଢ଼ୁଆ ଇନିଂସ। ରୋହିତଙ୍କ କ୍ୟାରିୟରର ୮ମ ଟେଷ୍ଟ ଶତକରେ ସାମିଲ ଥିଲା ୧୪...
ଛିଡ଼ା ହୋଇଛନ୍ତି ରୋହିତ-ପୂଜାରା
ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନର ଉଭୟ ସେସନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ରାଜୁତି କରିଛନ୍ତି। ଶତକ ହାସଲକାରୀ ଓପନର ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା (୪୮)ଙ୍କ ଅବିଭାଜିତ ଯୋଡ଼ି ଯୋଗୁ ଶନିବାର ଚା’ ପାନ ବିରତି ସୁଦ୍ଧା...
ରୋହିତଙ୍କୁ ଜୀବନଦାନ ଦେବା ପଡ଼ିଲା ମହଙ୍ଗା
ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଓପନର ରୋହିତ ଶର୍ମା ଛକା ମାରି ଶତକ ପୂରଣ କରିଛନ୍ତି। ୨୦୪ ବଲର ସମ୍ମୁଖୀନ ହୋଇଥିବା ରୋହିତଙ୍କ ପାଳିରେ ସାମିଲ ଥିଲା ୧୨ ଚୌକା ଓ ଏକ ଛକା। ସେ...
ଜାଣିଶୁଣି ସଚିନଙ୍କୁ ଏକ ରନ୍ ଦେଇ ଫସାଇବାକୁ ଚାହିଁଥିଲେ ଏହି ଦୁର୍ଦ୍ଧର୍ଷ ବୋଲର୍; ସନ୍ୟାସ ଘୋଷଣା ପରେ କହିଲେ…
ଜୋହାନ୍ସବର୍ଗ,୪।୯: ନିଜ ସମୟର ସର୍ବୋତ୍ତମ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଡେଲ୍ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଦ୍ରୁତ ବୋଲିଂ ବର୍ଷ ବର୍ଷ ଧରି ଅଭିଜ୍ଞ ବ୍ୟାଟ୍ସମ୍ୟାନମାନଙ୍କୁ ଅଡ଼ୁଆରେ ପକାଉଥିଲା। ହେଲେ ଅଧିକ ଉଇକେଟ...
ଦେଶର ହୃଦୟ ଜିତିଲେ ପ୍ରମୋଦ
ନୂଆଦିଲ୍ଲୀ,୪।୯: ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଶନିବାର ପୁରୁଷ ସିଙ୍ଗଲ୍ସ (ଏସ୍ଏଲ୍୩) ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ପାରା ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ। ଏହି ଐତିହାସିକ...
ଏକଦା ଗାଙ୍ଗୁଲିଙ୍କୁ ବୋହୂ ଭଳି ସଜାଇଥିଲେ ସେହ୍ବାଗଙ୍କ ସହ ସାଥୀ ଖେଳାଳି: ବାଧ୍ୟକରି…
ନୂଆଦିଲ୍ଲୀ,୪।୯: ଯେତେବେଳେ ଭାରତୀୟ ଦଳର ଦୁଇଜଣ କ୍ରିକେଟର କୌଣସି ମଞ୍ଚରେ ଏକାଠି ହୋଇଥାନ୍ତି, ସେତେବେଳେ ଡ୍ରେସିଂ ରୁମ୍ର ଅନେକ ମଜାଦାର କାହାଣୀ ଶୁଣିବାକୁ ମିଳିଥାଏ। ସେଭଳି କିଛି ଶୁକ୍ରବାର ପ୍ରସାରିତ ହୋଇଥିବା କେବିସିର ଏପିସୋଡ୍ରେ ଦେଖିବାକୁ ମିଳିଛି। ଏଥିରେ ଅତିଥି...
ସ୍ବର୍ଣ୍ଣ ବିଜେତା ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୯(ବ୍ୟୁରୋ): ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶର ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଫାଇନାଲରେ ବ୍ରିଟେନ ପ୍ରତିଦ୍ୱନ୍ଦ୍ୱୀ ଡାନ୍ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଆଣି ଓଡ଼ିଶାକୁ...
ଭାଙ୍ଗିଲା ଓପନିଂ ଯୋଡ଼ି
ଓଭାଲ,୪।୯: ଡିଫେନ୍ସିଭ ଟେକନିକ୍ ଦେଖାଉଥିବା ଭାରତୀୟ ଓପନର ଲୋକେଶ ରାହୁଲ (୪୦) ଆଉଟ୍ ହୋଇ ପ୍ୟାଭିଲିଅନ ଫେରିଛନ୍ତି। ୧୦୦ରୁ ଅଧିକ ବଲ ଖେଳି ସେଟ୍ ହୋଇସାରିଥିବା ରାହୁଲଙ୍କୁ ଉଇକେଟକିପରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଛନ୍ତି ଇଂଲଣ୍ଡ ପେସର ଜିମ୍ମି ଆଣ୍ଡରସନ।...
Archives


