ଖେଳ

କେକେଆର୍‌ ପାଇଁ ଖୁସି ଖବର

ଶାରଜା,୮।୧୦: ପ୍ଲେ-ଅପ୍‌ରେ ପ୍ରାୟତଃ ସ୍ଥାନ ପକ୍କା କରିସାରିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ ଏକ ଖୁସି ଖବର। ଆସନ୍ତା ସୋମବାର ହେବାକୁ ଥିବା ଏଲିମିନେଟର ମ୍ୟାଚ୍‌ ଲାଗି ଅଲରାଉଣ୍ଡର ଆନ୍ଧ୍ରେ ରସେଲ ଉପଲବ୍ଧ ହୋଇପାରନ୍ତି। ଏ ନେଇ ସୂଚନା...

ଏଥର ଆର୍‌ସିବି ହାତେଇବ ଆଇପିଏଲ ଟ୍ରଫି

ନୂଆଦିଲ୍ଲୀ,୮।୧୦: ତାରକା ଖଚ୍ଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏଥର ଆଇପିଏଲ୍‌ ଟ୍ରଫି ଜିତିବ। ଏଭଳି ପୂର୍ବନୁମାନ କରିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ତଥା ବର୍ତ୍ତମାନ ଆଫଗାନିସ୍ତାନ ଦଳର ମୁଖ୍ୟ କୋଚ୍‌ ଲାନ୍ସ କ୍ଲୁଜନର। ବିରାଟ କୋହଲିଙ୍କ ନେତୃତ୍ୱଧୀନ...

ବିସ୍ଫୋରକ ଇନିଂସ ଖେଳି ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଲେ ପଞ୍ଜାବ ଅଧିନାୟକ; ପୁଣି ୬୦୦ ରନ୍‌ ପାର୍‌…

ଦୁବାଇ,୮।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧)ର ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅତି ରୋମାଞ୍ଚକର ଥିଲା। ଚଳିତ ସିଜିନର ଦ୍ୱିତୀୟ ସ୍ଥାନରେ ଥିବା ଦଳ ସହ ଟପ୍‌-୪ ବାହାରେ ଥିବା ପଞ୍ଜାବର ଟକ୍କର...

ଧୋନୀଙ୍କ କଥା ମାନି ପ୍ରପୋଜ ସମୟ ବଦଳାଇଥିଲେ ଚହର

ଦୁବାଇ,୮।୧୦: ଆଇପିଏଲ ୨୦୨୧ର ୫୩ତମ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ତାରକା ବୋଲର ଦୀପକ ଚହର ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ ଦେଇଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପରେ ଲାଜକୁଳା ଚହର ସମସ୍ତଙ୍କ...

ବାପା ମ୍ୟାଚ୍‌ ହାରିବା ପରେ ବି ଖୁସିରେ ନାଚିଲେ ଜିଭା: ଜାଣନ୍ତୁ କାହିଁକି

ଦୁବାଇ,୮।୧୦: ଆଇପିଏଲରେ ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚ ଅତ୍ୟନ୍ତ ଉତ୍ସାହଜନକ ଥିଲା। ଚେନ୍ନାଇ ହୁଏତ ମ୍ୟାଚ ହାରିଥାଇପାରେ କିନ୍ତୁ ଚେନ୍ନାଇର ପ୍ରଶଂସକମାନେ ଏହା ସତ୍ତ୍ୱେ ନିରାଶ ହୋଇ ନ ଥିଲେ। ଗୋଟିଏ ପଟେ ଦୀପକ ଚହର ମ୍ୟାଚ...

ଇତିହାସ ରଚିଲେ ଭାରତର ଜ୍ୱାଇଁ

ଲାହୋର,୮।୧୦: ପାକିସ୍ତାନର ବରିଷ୍ଠ ଖେଳାଳି ଶୋଏବ ମଲିକ ଦିନ ଟି -୨୦ କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଦୁନିଆର ତୃତୀୟ ଏବଂ ପାକିସ୍ତାନ ପ୍ରଥମ କ୍ରିକେଟର୍‌ ଭାବେ ଟି-୨୦ରେ ୧୧,୦୦୦ ରନ ସ୍କୋର କରିବାରେ ହୋଇଥିଲେ।...

ବିଶ୍ୱକପ୍‌ରେ ଭାରତକୁ ହରାଇଲେ ପାକିସ୍ତାନ ଖେଳାଳିଙ୍କୁ ମିଳିବ ଏମିତି ଉପହାର: ପିସିବି କଲା ଘୋଷଣା

ଇସଲାମାବାଦ୍‌,୮।୧୦: ଖେଳ ଯାହା ହେଉନା କାହିଁକି, କିନ୍ତୁ ଯେତେବେଳେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୁଅନ୍ତି ସେତେବେଳେ ଭାବପ୍ରବଣତାର ଜୁଆର ଶିଖରରେ ପହଞ୍ଚେ। ଯଦି କ୍ରିକେଟ ଗ୍ରାଉଣ୍ଡ ମୁକାବିଲା ଅଛି ତେବେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଦିନକୁ...

କିଏ ସେହି ଯୁବତୀ, ଯାହାଙ୍କୁ ସାରା ବିଶ୍ୱ ଆଗରେ ପ୍ରପୋଜ କଲେ ଦୀପକ

ଦୁବାଇ,୮।୧୦: ଆଇପିଏଲ-୨୦୨୧ର ଲିଗ ମ୍ୟାଚରେ ତିନିଥର ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି। ତେବେ ଚେନ୍ନାଇ ପେସର୍‌ ଦୀପକ ଚହରଙ୍କ ପାଇଁ ଏହି ମ୍ୟାଚ ଏବଂ ଦିନ ସ୍ମରଣୀୟ ହୋଇପାରିଛି। ସେ...

ଏତିକି ଟଙ୍କାରେ ବିକ୍ରି ହେଲା ନୀରଜଙ୍କ ଜାଭେଲିନ୍‌

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମର ଗୁରୁବାର ଶେଷ ଦିନ ଥିଲା। ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମରେ ଧାର୍ମିକ କଳାକୃତି ଅନେକ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲା। ଧାର୍ମିକ କଳାକୃତି ବ୍ୟତୀତ ଅଲିମ୍ପିଆନ୍‌ଙ୍କର...

ହାତେ ଦୂରରେ ରହିଗଲେ ଅଂଶୁ

ନୂଆଦିଲ୍ଲୀ, ୮।୧୦: ମହିଳା ରେସଲିଂରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନ ହେବାର ସଫଳତାଠାରୁ ହାତେ ଦୂରରେ ରହିଯାଇଛନ୍ତି ଅଂଶୁ ମଲିକ। ଗୁରୁବାର ନରଓ୍ବେର ଓସଲୋଠାରେ ଖେଳାଯାଇଥିବା ଫାଇନାଲରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୫୭ କେଜି ବର୍ଗର...

ଏବେ ବି କ୍ୱାଲିଫାଏ କରିପାରେ ମୁମ୍ବାଇ

ଶାରଜା, ୮।୧୦: ଚଳିତ ଆଇପିଏଲ୍‌ ସିଜନରେ ଡିଫେଣ୍ଡିଂ ଚାମ୍ପିୟନ ତଥା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ଲେ-ଅପ୍‌ ଆଶା ପ୍ରାୟତଃ ଶେଷ ହୋଇଯାଇଛି। କିନ୍ତୁ ଦଳ ଏବେ ବି ପ୍ଲେ-ଅପ୍‌କୁ କ୍ୱାଲିଫାଏ କରିପାରେ। ଗୁରୁବାର ରାଜସ୍ଥାନ ରୟାଲ୍ସକୁ...

ଡିଫେଣ୍ଡିଂ ଚାମ୍ପିୟନର ବାଟ ବନ୍ଦ କରିଦେଲା କେକେଆର୍‌

ଶାରଜା, ୭।୧୦: ରାଜସ୍ଥାନ ରୟାଲ୍ସ ଦଳର ବୃହତ୍‌ ପରାଜୟ ସହ ବନ୍ଦ ହୋଇଯାଇଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌ରେ ପ୍ରବେଶ କରିବାର ବାଟ। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ୮୬ ରନ୍‌ରେ ରାଜସ୍ଥାନକୁ ହରାଇ ଦେଇଛି। ଏହି ବିଜୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri