ଖେଳ

ପ୍ରେମିକାଙ୍କ ବ୍ୟଥା: ମୋ ସନ୍ତାନ ଥିଲେ ଏବେ ବାବର ଆଜମଙ୍କୁ ବାପା ଡାକିଥାନ୍ତା

ଇସଲାମାବାଦ୍‌,୨୭।୧୦:ଆଜିକାଲି ପାକିସ୍ତାନ ଅଧିନାୟକ ବାବର ଆଜମ ଚର୍ଚ୍ଚାରେ ରହିଛନ୍ତି। ପାକିସ୍ତାନର ପ୍ରଥମ ଅଧିନାୟକ ଭାବେ ଦଳକୁ ବାବର ଭାରତ ବିପକ୍ଷରେ ବିଜୟୀ କରାଇଛନ୍ତି। କିନ୍ତୁ ବାବର ତାଙ୍କ ଖେଳକୁ ନେଇ ଯେତେ ଚର୍ଚ୍ଚାରେ ରହିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ...

ଭାରତର କାମ ସହଜ କଲା ପାକିସ୍ତାନ

ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କରିବା ପରେ ପାକିସ୍ତାନ ଦଳ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡକୁ ୫ ଉଇିକେଟରେ ପରାସ୍ତ କରିବା ପରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି।...

‘କୋହଲିଙ୍କୁ ଦେଖି ଖୁସିି ଲାଗୁଛି’

ଇସଲାମାବାଦ୍‌,୨୭।୧୦:ପାକିସ୍ତାନର ପୂର୍ବତନ ମହିଳା କ୍ରିକେଟ ଦଳର ଅଧିନାୟକ ସନା ମିର ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। କୋହଲି ପାକିସ୍ତାନ ବିପକ୍ଷରେ ଏହି କ୍ଷତିର ଯେପରି ମୁକାବିଲା କରିଥିଲେ, ମୁଁ ତାଙ୍କ କ୍ରୀଡ଼ା ଭାବନାଙ୍କୁ ପ୍ରଶଂସା କରୁଛି।...

ନିଶ୍ଚିନ୍ତ ଦୁର୍ଘଟଣାରୁ ନିଜକୁ ଏମିତି ବଞ୍ଚାଇଲେ ଅମ୍ପାୟାର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୭।୧୦: ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ୨୦୨୧ର ୧୮ତମ ମ୍ୟାଚରେ ଅମ୍ପାୟାର ଆଲିମ ଡାର ଦୁଇଥର ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲେ। ଏହି ମ୍ୟାଚ୍‌ରେ ଅମ୍ପାୟାର୍‌ ଥିବା ଡାର୍‌ ଦୁଇଥର ବଡ଼...

ପ୍ରଥମ ଓଭରରେ ଚମତ୍କାର ହ୍ୟାଟ୍ରିକ୍‌ ନେଇଥିଲେ ଏହି କ୍ରିକେଟର୍‌

କପିଳ ଦେବଙ୍କ ପରେ ଭାରତୀୟ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଥିଲେ ଇରଫାନ ପଠାନ। ଟି -୨୦ ବିଶ୍ୱକପର ଫାଇନାଲରେ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଜିତିବା ହେଉ କିମ୍ବା ଟେଷ୍ଟ ମ୍ୟାଚର ପ୍ରଥମ ଓଭରରେ ହ୍ୟାଟ୍ରିକ ନେଇଥିଲେ ସେ।...

ଭାରତକୁ ରହିବାକୁ ପଡ଼ିବ ସାବଧାନ

ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍‌ର ଗ୍ରୁପ-୨ରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହା ଦଳର କ୍ରମାଗତ ଦ୍ୱିତୀୟ ବିଜୟ ଏବଂ ଦଳ ମଧ୍ୟ ଟେବୁଲର ଶୀର୍ଷରେ...

ପ୍ରତିଶୋଧ ନେଇଗଲେ

ଶାରଜା,୨୬।୧୦: ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ପ୍ରତିଶୋଧ ନେଇଛି। ପ୍ରଥମେ ହାରିସ ରଫଙ୍କ ବୋଲିଂ କାରଣରୁ ନ୍ୟୁଜିଲାଣ୍ଡ ବଡ଼ ସ୍କୋର ଛିଡ଼ା କରି...

୧୩୪ରେ ରୋକିଦେଲା ପାକିସ୍ତାନ

ଶାରଜା,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ମାତ୍ର ୧୩୪/୮ରେ ରୋକି ଦେଇଛି ପାକିସ୍ତାନ। ହାରିସ ରଫ ୪ ଉଇକେଟ ନେଇ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଲାଇନ୍‌...

ସମର୍ଥନରେ ଓହ୍ଲାଇଲା ବିସିସିଆଇ

ନୂଆଦିଲ୍ଲୀ,୨୬।୧୦: ପାକିସ୍ତାନ ବିପକ୍ଷରେ ମିଳିଥିବା ପରାଜୟ ପରେ ଅନଲାଇନ୍‌ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି ସମାଲୋଚନା କରାଯାଉଛି। ଏଭଳି ଟ୍ରୋଲିଂ ପରେ ଶାମିଙ୍କ ପ୍ରତି ଦେଶର ଅନେକ ପୂର୍ବତନ ଓ ବର୍ତ୍ତମାନ ଖେଳାଳିଙ୍କ ଠାରୁ...

ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ପୁରୁଷ ହକି ବିଶ୍ୱକପ୍‌। ଡିସେମ୍ବର ୫ ଯାଏ ଏହା ଚାଲିବ। ଏହାପୂର୍ବରୁ ବିନା ଦର୍ଶକରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଗହଳିରେ କରୋନା ସଂକ୍ରମଣ ବୃଦ୍ଧି...

ପାକିସ୍ତାନ ଜିତିଲା ବୋଲି ବାଣ ଫୁଟୁଛି, ତେବେ ଦୀପାବଳିରେ କାହିଁକି ନୁହେଁ: ସେହ୍ବାଗ

ନୂଆଦିଲ୍ଲୀ,୨୬।୧୦: ଟି-୨୦ ବିଶ୍ୱକପ୍‌ ୨୦୨୧ରେ ଭାରତ ଆରମ୍ଭରୁ ପରାଜୟର ସମ୍ମୁଖୀନ ହୋଇଛି। ରବିବାର ଖେଳାଯାଇଥିବା ସୁପର-୧୨ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷେ ଏହା ପାକିସ୍ତାନର ବିଶ୍ୱକପ୍‌ରେ ପ୍ରଥମ ବିଜୟ। ତେବେ ଚିର...

କୋଚ୍‌ ପଦ ପାଇଁ ଆବେଦନ କଲେ ଡ୍ରାଭିଡ୍‌

ନୂଆଦିଲ୍ଲୀ,୨୬।୧୦: ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍‌ ହେବାକୁ ହେବାକୁ ଯାଉଛନ୍ତି ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌। ଏଥି ଲାଗି ମଙ୍ଗଳବାର ଔପଚାରିକ ଭାବେ ସେ ହାଇ ପ୍ରୋଫାଇଲ ପଦବୀ ପାଇଁ ଆବେଦନ କରିଛନ୍ତି। ବ୍ୟାଟିଂ କିମ୍ବଦନ୍ତୀ ଆବେଦନ କରିଥିବାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri