ଖେଳ

ଏଲିଟ୍‌ କ୍ଲବରେ ସାମିଲ ହେଲେ ଏହି ସ୍ପିନର

ବ୍ରିସ୍‌ବେନ୍‌,୧୧।୧୨: ଅଷ୍ଟ୍ରେଲୀୟ ଅଭିଜ୍ଞ ସ୍ପିନର ନାଥନ ଲିୟନ ଏକ ବିରଳ ସଫଳତା ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟରେ ସେ ୪୦୦ ଉଇକେଟ ଅକ୍ତିଆର କରି ଏଲିଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ୩୯୯ ଉଇକେଟ ହାସଲ କରିଥିବା...

ଦଣ୍ଡିତ ହେଲା ଇଂଲଣ୍ଡ

ବ୍ରିସ୍‌ବେନ,୧୧।୧୨: ପ୍ରଥମ ଆଶେଷ ଟେଷ୍ଟରେ ମନ୍ଥର ବୋଲିଂ କରି ଇଂଲଣ୍ଡ ଜରିମାନାର ସମ୍ମୁଖୀନ ହୋଇଛି। ଶତପ୍ରତିଶତ ମ୍ୟାଚ ପାଉଣା ଜରିମାନା ଆକାରରେ ଇଂଲଣ୍ଡ ଦେବ। ଏଥିସହ ଇଂଲଣ୍ଡ ୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ହରାଇବ। ଏଲିଟ ପ୍ୟାନେଲ...

ଗାବା ଟେଷ୍ଟରେ ବାଜି ମାରିଲା ଅଷ୍ଟ୍ରେଲିଆ

ବ୍ରିସ୍‌ବେନ,୧୧।୧୨: ଦେଢ ଦିନ ବାକି ଥାଇ ନୂଆ ଅଧିନାୟକ ପ୍ୟାଟ କୁମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଆଶେସ ସିରଜର ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଶନିବାର ଅଷ୍ଟ୍ରେଲିଆ ୯ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରି ୫...

ପ୍ରଶଂସକଙ୍କୁ ଚ୍ୟାଲେଞ୍ଜ ଦେଲେ ଭଜି

ମୁମ୍ବାଇ,୧୦।୧୨: ଅନ୍ତିମ ଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପକ୍ଷରୁ ଆଇପିଏଲ୍‌ରେ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ ୨୨ ବର୍ଷ ତଳର ଏକ ଫଟୋ ଶେୟାର କରିଛନ୍ତି। ଫଟୋଟି ହେଲା ଭଜିଙ୍କର ୧୯ ବର୍ଷରୁ...

ପୂର୍ବତନ ଅଧିନାୟକଙ୍କ ରେକର୍ଡ ଭାଙ୍ଗିଲେ ରୁଟ୍‌

ବ୍ରିସବେନ,୧୦।୧୨: ଗୋଟିଏ ବର୍ଷରେ ଇଂଲିଶ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ କରିବାରେ ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟର ତୃତୀୟ ଦିନରେ ତଥା...

ରୋହିତ-କୋହଲିଙ୍କ ମଧ୍ୟରୁ କାହାକୁ ମିଳେ କେତେ ପାରିଶ୍ରମିକ

ନୂଆଦିଲ୍ଲୀ.୧୦।୧୨: ଭାରତୀୟ କ୍ରିକେଟ ଦଳକୁ ଆଗକୁ ନେବା ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କ କାନ୍ଧକୁ ଆସିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ ଟି -୨୦ କ୍ରିକେଟ ଦଳର ନୂତନ ଅଧିନାୟକ କରାଯାଇଛି। ରୋହିତ ବିରାଟ କୋହଲିଙ୍କ...

ଏହି ବ୍ୟକ୍ତିଙ୍କ ମ୍ୟାଚ୍‌ ଦେଖିବାକୁ ହାଇଦ୍ରାବାଦ୍‌ ଗଲେ ସାରା, ୟୁଜର୍ସ କହିଲେ, ଶୁଭମନ୍‌ଙ୍କୁ ଦେଲ ଧୋକା

ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ ମଡେଲିଂରେ ଯୋଗ ଦେଇଛନ୍ତି। ସାରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ଡ୍ୟାସିଂ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ଡେଟ୍‌ କରୁଥିବା କୁହାଯାଉଛି।...

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୦।୧୧: ଭାରତର ଦିନିକିଆ ଦଳର ନୂତନ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା। ଅଧିନାୟକ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ଅଧିନାୟକଙ୍କ ୨୦ ପ୍ରତିଶତ କାର୍ଯ୍ୟ ପଡ଼ିଆରେ ଏବଂ ବାକି ରଣନୀତିରେ ଅଛି। ପ୍ରତ୍ୟେକ ଅଧିନାୟକ ଚାହାଁନ୍ତି ଯେ...

ଧୋନୀଙ୍କ ହେଲିକପ୍ଟର ଶଟ୍‌ ଖେଳିଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଧନଶ୍ରୀ ଜଣେ କୋରିଓଗ୍ରାଫର। ସେ ଇନଷ୍ଟାଗ୍ରାମରେ ନିଜର ଡ୍ୟାନ୍ସ ଭିଡିଓ ଶେୟାର୍‌ କରନ୍ତି ଏବଂ ପ୍ରଶଂସକମାନେ ତାଙ୍କୁ ବହୁତ...

ନିଷ୍ପତ୍ତି ପଛର କାରଣ କହିଲେ ଗାଙ୍ଗୁଲି

ଦୁବାଇ,୯।୧୨: ବିରାଟ କୋହଲିଙ୍କୁ ହଟାଇ ବୁଧବାର ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାର ଦିଆଯାଇଥିଲା। କିନ୍ତୁ ପ୍ରକାଶ କରାଯାଇ ନ ଥିଲା ଏତେ ବଡ଼ ପରିବର୍ତ୍ତନ ପଛର କାରଣ। ଏହା ଉପରେ ପ୍ରଥମ ଥର ପାଇଁ ଗୁରୁବାର...

‘ଥାଙ୍କ୍‌ ୟୁ କ୍ୟାପଟେନ୍‌ କୋହଲି’

ନୂଆଦିଲ୍ଲୀ,୯।୧୨: ରୋହିତ ଶର୍ମାଙ୍କୁ ଟିମ୍‌ ଇଣ୍ଡିଆର ଦିନିକିଆ ଓ ଟି୨୦ ଦଳର ନିୟମିତ ଅଧିନାୟକ ନିଯୁକ୍ତ କରାଯିବାର ଗୋଟିଏ ଦିନ ପରେ ବିରାଟ କୋହଲିଙ୍କୁ ଧନ୍ୟବାଦ୍‌ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଦିନିକିଆ ଅଧିନାୟକ ଭାବେ କୋହଲିଙ୍କ...

ଗାବା ଟେଷ୍ଟରେ କାମ ଦେଉନି ନୋ-ବଲ ଟେକ୍‌ନୋଲୋଜି

ବ୍ରିସବେନ,୯।୧୨: ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ୧୩ତମ ଓଭରରେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ଆଉଟ୍‌ କରିଥିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ। ମାତ୍ର ଏହି କ୍ଷେତ୍ରରେ ଫିଲ୍ଡ ଅମ୍ପାୟର ସାହାଯ୍ୟ ମାଗିବା ପରେ ଏହାକୁ ଓଭର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri