ଭାବପ୍ରବଣ ହେଲେ ପନ୍ତ
ନୂଆଦିଲ୍ଲୀ,୧୫।୨: ଆଇପିଏଲ ୨୦୨୨ ମେଗା ନିଲାମରେ ଅଧିକାଂଶ ଫ୍ରାଞ୍ଚାଇଜ ସେମାନଙ୍କର ପୁରୁଣା ଖେଳାଳି କିଣିବାକୁ ଚେଷ୍ଟା କରିଥିଲେ। ଅନେକ ଦଳ ଏଥିରେ ସଫଳ ହୋଇଥିଲେ ଏବଂ ଏଥିପାଇଁ ସେମାନେ ବିପୁଳ ପରିମାଣର ଖର୍ଚ୍ଚ ମଧ୍ୟ କରିଥିଲେ। ଦୀପକ ଚହର ଏବଂ...
କାହିଁକି ରାଇନାଙ୍କୁ କିଣିଲା ନାହିଁ ସିଏସ୍କେ
ବାଙ୍ଗାଲୁରୁ,୧୫।୨: ଆଗାମୀ ଆଇପିଏଲ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକ୍ଶନରେ ଭେଟେରାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ଏପରିକି ତାଙ୍କ ପୁରୁଣା ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମଧ୍ୟ ରାଇନାଙ୍କୁ କିଣିବାକୁ ଇଚ୍ଛା ପ୍ରକଟ...
ଟିମ୍ ଇଣ୍ଡିଆରେ ପରିବର୍ତ୍ତନ
କୋଲକାତା,୧୫।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଘୋଷିତ ଦଳରୁ ବାଦ୍ ପଡ଼ିଛନ୍ତି ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର। ମାଂସପେଶୀ ଜନିତ ଆହତ ସମସ୍ୟା ଯୋଗୁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଛି। ତାଙ୍କ...
ଓ୍ବେଷ୍ଟଇଣ୍ଡିଜର ସମସ୍ତ ଖେଳାଳି ଖେଳିବେ
ବାଙ୍ଗାଲୁରୁ,୧୪।୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ମେଗା ଅକ୍ଶନର ଦିନକ ପରେ ଓ୍ବେଷ୍ଟଇଣ୍ଡିଜର ପ୍ରତ୍ୟେକ ଖେଳାଳି ଆସନ୍ତା ସଂସ୍କରଣରେ ଖେଳିବେ। ଏହା ସ୍ପଷ୍ଟ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ପ୍ରତ୍ୟେକ ବର୍ଷ ଲିଗ୍ ଲାଗି ଏକ ସ୍ପେଶାଲ ଓ୍ବିଣ୍ଡୋ ନିଶ୍ଚିତ...
ସଚିନଙ୍କ ପୁଅ ଆଇପିଏଲ୍ରେ ବିକ୍ରି ହେବା ପରେ ଝିଅ କହିଲେ…
ମୁମ୍ବାଇ,୧୪।୨:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ନିଲାମରେ ମୋଟ ୨୦୪ ଖେଳାଳି ବିକ୍ରି ହୋଇଥିଲେ। ସେଥିମଧ୍ୟରୁ ୬୭ ଜଣ ବିଦେଶୀ ଥିଲେ। ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକରଙ୍କ...
ଭାଲେଟାଇନ୍ସ ଡେ’ରେ ପ୍ରେମିକାଙ୍କ ସହ ରୋମାଣ୍ଟିକ ହେଲେ ରାହୁଲ
ଆଜି ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍ ପ୍ରେମ ଦିବସ। ଏହି ଦିନ ପ୍ରେମିକା-ପ୍ରେମିକାମାନେ ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରିଥାନ୍ତି। ଭାରତୀୟ କ୍ରିକେଟର୍ କେ.ଏଲ ରାହୁଲ ଭାଲେଣ୍ଟାଇନ୍ସ ଡେ ଅବସରରେ ସୋସିଆଲ ମିଡିଆରେ ନିଜର ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ...
‘ଅପେକ୍ଷାର ଫାଇଦା ଅଛି’
ବେଙ୍ଗାଲୁରୁ,୧୪।୨: ଚଳିତ ଆଇପିଏଲ ସିଜନ ଲାଗି ଜୋଫ୍ରା ଆର୍ଚ୍ଚର ଉପଲବ୍ଧ ହେବେ ନାହିଁ। ଏହାସତ୍ତ୍ୱେ ଇଂଲଣ୍ଡ ପେସରଙ୍କୁ ୮ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ଏହା ଉପରେ ମୁମ୍ବାଇ ଫ୍ରାଞ୍ଚାଇଜର ଡିରେକ୍ଟର ଅଫ୍ କ୍ରିକେଟ ଅପରେଶନ୍ସ ଜାହିର ଖାନ...
ଆଇପିଏଲ୍ରେ ମାଲାମାଲ୍ ହେଲେ ଇଲେକ୍ଟ୍ରିସିଆନ୍ଙ୍କ ପୁଅ
କୋଲକତା,୧୪।୧: ଆଇପିଏଲ୍ ୨୦୨୨ ନିଲାମରେ ଜଣେ ଇଲେକ୍ଟ୍ରିସିଆନ୍ଙ୍କ ପୁଅ ମାଲାମାଲ ହୋଇଛନ୍ତି। ତାଙ୍କ ନାଁ ହେଉଛି ତିଲକ ବର୍ମା। ୧୯ ବର୍ଷୀୟ ତିଲକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୭ କୋଟି ଟଙ୍କାରେ କିଣିଛି। ସେ ବହୁତ ସଂଘର୍ଷ କରି ଆଜି ଏହି...
ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ୍, ଏବେ ଆଇପିଏଲ୍ରେ କୋଟି କୋଟି ଟଙ୍କା କରିବେ ରୋଜଗାର
ବେଙ୍ଗାଲୁରୁ,୧୩।୨:କୁହାଯାଏ, ସମୟ ବଡ଼ ବଳବାନ। ସମୟକୁ ଅପେକ୍ଷା କଲେ ପରିଶ୍ରମର ଫଳ ନିଶ୍ଚେ ମିଳିଥାଏ। ଆଇପିଏଲ୍ ୨୦୨୨ର ନିଲାମରେ ଏହିପରି ଜଣେ ଖେଳାଳିଙ୍କ ଭାଗ୍ୟ ବଦଳିଯାଇଛି।ସେ ହେଉଛନ୍ତି ନବଦୀପ ସଇନି। ତାଙ୍କୁ ଆଇପିଏଲ ୨୦୨୨ର ମେଗା ନିଲାମରେ ୨.୬ କୋଟି...
କୁଲଦୀପଙ୍କୁ ପାଇ କେକେଆର୍କୁ ଏମିତି କହିଲେ ଦିଲ୍ଲୀ ଫ୍ରାଞ୍ଚାଇଜ ମାଲିକ
ନୂଆଦିଲ୍ଲୀ,୧୩।୨: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ଠିକ୍ ଭାବେ ସମ୍ଭାଳି ନ ଥିଲା। ଚାଇନାମ୍ୟାନ ସ୍ପିନରଙ୍କୁ କିଣିବା ପରେ ଏଭଳି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ମାଲିକ ପାର୍ଥ ଜିନ୍ଦଲ। “ମୋ ମତରେ ଆଇପିଏଲ୍ର...
କ୍ରିକେଟ୍ରୁ ଦୂରେଇଲେ ଆଫ୍ରିଦୀ
କରାଚୀ,୧୩।୨: ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ରୁ ରବିବାର ସନ୍ନ୍ୟାସ ନେଇଛନ୍ତି। ଅଣ୍ଟା ଜନିତ ଆହତ ସମସ୍ୟା ଯୋଗୁ ସିଜିନ ମଝିରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଭେଟେରାନ ଅଲରାଉଣ୍ଡର। ଏଥିସହିତ କେବଳ ପ୍ରଶଂସକଙ୍କ...
୭ ବର୍ଷ ପରେ ଆଇପିଏଲ୍ରେ ଖେଳିବେ ଓଡ଼ିଆ ଖେଳାଳି
ବାଙ୍ଗାଲୋର,୧୩।୨: ଦୀର୍ଘ ୭ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଖେଳାଳି ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳିବାକୁ ଯାଉଛନ୍ତି ଶୁଭ୍ରାଂଶୁ ସେନାପତି। ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷ ଟଙ୍କାର ବେସ୍...
Archives


