୬ ବଲ୍ରେ ୨୬ ରନ୍
ମୁମ୍ବାଇ,୨୦।୫: ଗୋଟିଏ ଓଭରରେ ୨୬ ରନ୍। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ମୋଇନ ଅଲିଙ୍କ ଏଭଳି ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଓଭରରେ ସେ ପ୍ରଥମ ବଲରେ ଛକା...
ଶତକ ମାରିପାରିଲେନି ମୋଇନ, ରାଜସ୍ଥାନକୁ ୧୫୧ ରନ୍ର ବିଜୟଲକ୍ଷ୍ୟ
ମୁମ୍ବାଇ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ର ଶୁକ୍ରବାର ଖେଳାଯାଉଥିବା ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ରାଜସ୍ଥାନକୁ ବିଜୟ ଲାଗି ୧୫୧ ରନ୍ର ଟାର୍ଗେଟ ମିଳିଛି। ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି...
ପ୍ଲେ ଅଫ୍ ପାଇଁ ରାଜସ୍ଥାନର ଲଢେଇ
ମୁମ୍ବାଇ,୨୦।୫: ମୁମ୍ବାଇ ସ୍ଥିତ ବ୍ରାବୋର୍ନ ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଉଥିବା ୬୮ତମ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ...
ବହୁତ କଠିନ ସମୟ ଥିଲା, ବାପା ୨-୩ ଦିନ ଭୋକରେ ଥିଲେ: ରିଙ୍କୁ
ମୁମ୍ବାଇ,୨୦।୫: ଶେଷ ମ୍ୟାଚ୍ରେ ନିଜର ଦମ୍ଦାର ବ୍ୟାଟିଂକୁ ନେଇ ଚର୍ଚ୍ଚାରେ କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ। ମାତ୍ର ୧୫ ବଲ୍ରେ ୪୦ ରନ୍ର ଇନିଂସ ଖେଳି ସେ ହଲଚଲ ସୃଷ୍ଟି କରିଛନ୍ତି। ତେବେ କ୍ରିକେଟରେ ତାଙ୍କ ଯାତ୍ରା...
ଅପେକ୍ଷାର ଫଳ ମିଠା, ପୁରୁଣା ରୂପରେ…
ନୂଆଦିଲ୍ଲୀ,୨୦।୫: କଥାରେ ଅଛି ଅପେକ୍ଷାର ଫଳ ମିଠା। ସେଭଳି କିଛି ଘଟିଛି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ। ଦୀର୍ଘ ୩ ବର୍ଷ ହେଲା ଫର୍ମରେ ନ ଥିବାକୁ ନେଇ ସମାଲୋଚିତ ହୋଇ ଆସୁଛନ୍ତି ସେ। ବ୍ୟକ୍ତିଗତ ଭାବେ...
ଡ୍ରେସିଂ ରୁମ୍ରେ ହେଲମେଟ୍ ଫିଙ୍ଗି ଭଙ୍ଗାରୁଜା କଲେ ଏହି କ୍ରିକେଟର୍
ମୁମ୍ବାଇ,୨୦।୫: ଆଇପିଏଲ ୨୦୨୨ର ୬୭ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ ଉଇକେଟ୍ରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ପ୍ଲେ ଅଫ୍ ଖେଳିବା ଆଶା ଉଜ୍ଜିବୀତ ହୋଇଛି। ଏହି ମ୍ୟାଚ୍ରେ ଆରସିବିର ବୋଲର ଏବଂ...
ଇତିହାସ ରଚିଲେ ନିଖତ
ନୂଆଦିଲ୍ଲୀ,୨୦।୫: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ଥାଇଲ୍ୟାଣ୍ଡର ଜିତପୋଙ୍ଗ ଜୁତାମସ୍ଙ୍କୁ ପରାସ୍ତ କରି ଭାରତୀୟ ବକ୍ସର ନିଖତ ଜରିନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୫୨ କିଲୋଗ୍ରାମ ଓଜନ ବର୍ଗରେ ଥାଇଲ୍ୟାଣ୍ଡର ଖେଳାଳିଙ୍କୁ ୫-୦ରେ ପରାସ୍ତ କରିଥିଲେ। ସେ ବିଶ୍ୱ...
ମୁମ୍ବାଇ ଭରଷାରେ ଆର୍ସିବି
ମୁମ୍ବାଇ,୧୯।୫: ଦୀର୍ଘ ଦିନ ହେଲା ଚୁପ୍ ଥିବା ବିରାଟ କୋହଲିଙ୍କ ବ୍ୟାଟ ଗର୍ଜନ କରିଛି। ତାଙ୍କର ୭୩ ରନ୍ର ଇନିଂସ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୮ ଉଇକେଟରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ...
ପୁରୁଷ ଫୁଟ୍ବଲ ବିଶ୍ୱକପ୍ରେ ମହିଳା ରେଫରି
କାତାର,୧୯।୫: ଚଳିତ ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଫୁଟ୍ବଲ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ମହିଳା ରେଫରି ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ଗୁରୁବାର ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି।...
ଆଇପିଏଲ୍ ଫାଇନାଲ ୮ଟାରେ ଖେଳାଯିବ
ମୁମ୍ବାଇ,୧୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ମ୍ୟାଚ୍ ରାତି ୭ଟା ୩୦ ବଦଳରେ ୮ଟାରେ ଆରମ୍ଭ ହେବ। କ୍ରିକ୍ବଜରୁ ମିଳିଥିବା ସୂଚନା ମୁତାବକ, ଫାଇନାଲ ମ୍ୟାଚ୍ ପୂର୍ବରୁ ଏକ ସାଂସ୍କୃତିକ ଉଦ୍ଯାପନୀ ସମାରୋହ ଆୟୋଜନ ହେବ। ଚଳିତ...
ଆର୍ସିବି ଆଗରେ ୧୬୯ ରନ୍ର ଟାର୍ଗେଟ୍
ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୬୭ତମ ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ୍ କରିଛି...
ରିଙ୍ଗ୍ରେ ବକ୍ସିଂ ଷ୍ଟାରଙ୍କ ଜୀବନ ନେଲା ହୃଦ୍ଘାତ
ମୁମ୍ବାଇ,୧୯।୫: ବକ୍ସିଂ ଜଗତ ଗୁରୁବାର ଆଉ ଜଣେ ଷ୍ଟାରଙ୍କୁ ହରାଇଛି। କ୍ୟାରିୟରରେ ଅପରାଜିତ ଥିବା ଜର୍ମାନ ଚାମ୍ପିୟନ ମୁସା ୟାମାକ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ମ୍ୟୁନିକ୍ଠାରେ ଶନିବାର ଉଗାଣ୍ଡାର ହାମଜା ଓ୍ବାଣ୍ଡେରାଙ୍କ ବିପକ୍ଷ ମ୍ୟାଚ୍ ବେଳେ ୩୮ ବାର୍ଷୀୟ ବକ୍ସର...
Archives


