ନ୍ୟାଶନାଲ ଗେମ୍ସରେ ଚମକିଲେ ୧୦ ବର୍ଷୀୟ ଶୌର୍ଯ୍ୟଜିତ; ପ୍ରଶଂସାରେ ମୋଦି କହିଲେ ‘ଷ୍ଟାର’
ନୂଆଦିଲ୍ଲୀ,୯।୧୦: ୧୦ ବର୍ଷୀୟା ମାଲଖମ୍ବ ପ୍ରତିଭା ଶୌର୍ଯ୍ୟଜିତଙ୍କ ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ ଖେଳରେ ସେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ସର୍ବକନିଷ୍ଠ ମାଲଖମ୍ବ ଖେଳାଳି ହୋଇଥିଲେ ହେଁ ଅସାଧାରଣରେ ପ୍ରଦର୍ଶନ...
ପ୍ରଥମ ଥର ଲାଗି ପିତା ହେଲେ ନାଡ଼ାଲ
ନୂଆଦିଲ୍ଲୀ,୯।୧୦:ସ୍ପେନର ଟେନିସ ତାରକା ରାଫେଲ ନାଡାଲ ପ୍ରଥମ ଥର ପାଇଁ ପିତା ହୋଇଛନ୍ତି। ନାଡାଲଙ୍କ ପତ୍ନୀ ମାରିଆ ଫ୍ରାନ୍ସିସ୍କା ପେରେଲୋ ଶନିବାର (ଅକ୍ଟୋବର ୮) ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ପେନର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ...
ଆଜି ଦ୍ୱିତୀୟ ଦିନିକିଆ: ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ପ୍ଲେୟାର
ରାଞ୍ଚି,୯।୧୦: ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ରାଞ୍ଚିରେ ଖେଳାଯିବ। ଶିଖର ଧାଓ୍ବନ ଏହି ମ୍ୟାଚ୍ରେ ଅଧିନାୟକତ୍ୱ କରିବେ। ପ୍ରଥମ ମୁକାବିଲାରେ ଭାରତୀୟ ଟିମ୍ ୯ ରନ୍ରେ...
ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏକଦବିସୀୟ,ସିରିଜ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ…
ରାଞ୍ଚି,୯।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ରାଞ୍ଚିରେ ଖେଳାଯିବ। ଟିମ ଇଣ୍ଡିଆ ସିରିଜ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଲକ୍ଷ୍ନୌରେ ପ୍ରଥମ ଏକଦିବସୀୟ ଜିତିବା...
ଭାରତରେ ୱାନ ଡେ ଖେଳୁଥିବା ଡେଭିଡ ମିଲରଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼!
ନୂଆଦିଲ୍ଲୀ,୯ ।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୱାନ ଡେ ମ୍ୟାଚ ସିରିଜର ଦ୍ୱିତୀୟ ମୁକାବିଲା ରାଞ୍ଚିରେ ରବିବାର ଖେଳାଯାଇଛି । ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମର ଅନୁଭବି ଖେଳାଳୀ ଡେଭିଡ ମିଲରଙ୍କ ଉପରେ...
ସେମାନେ ଚାହିଁଲେ ଏକାଥରକେ ପାଞ୍ଚଟି ଟିମ୍ ମଇଦାନକୁ ଓହ୍ଲାଇପାରିବେ; ଟିମ୍ ଇଣ୍ଡିଆକୁ ନେଇ କିଛି ଏଭଳି କହିଲେ…
ରାଞ୍ଚି,୮।୧୦: ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର(ଅକ୍ଟୋବର ୯)ରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଭାରତୀୟ ଟିମ୍ର ଭୁରି ପ୍ରଶଂସା କରିଛନ୍ତି। ଭାରତୀୟ ଟିମ୍ରେ ଏତେ ପ୍ରତିଭା...
ବିଶ୍ୱକପ୍ ଲାଗି ଅଷ୍ଟ୍ରେଲିଆରେ ପହଞ୍ଚିଲେ ବୁମ୍ରାଙ୍କ ସ୍ତ୍ରୀ, ଫଟୋ ଶେୟାର କରି ହେଲେ ଟ୍ରୋଲ
ନୂଆଦିଲ୍ଲୀ,୮।୧୦: ଟି୨୦ ବିଶ୍ୱକପ୍ ଖେଲିବା ଲାଗି ଭାରତୀୟ ଟିମ୍ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ପର୍ଥରେ ଭାରତୀୟ ଟିମ୍ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି। ହେଲେ ଚଳିତ ଥର ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ଭାରତୀୟ ସ୍କ୍ବାର୍ଡରେ ନାହାନ୍ତି। ଆହତ ହେବା...
ବାଦ୍ ପଡ଼ିଲେ ଚହର, ଏହି ବୋଲରଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୮।୧୦: ଭାରତୀୟ ଦ୍ରୁତ ବୋଲର୍ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ବାକି ଦୁଇ ମ୍ୟାଚ୍ରୁ ବାଦ ପଡ଼ିଛନ୍ତି। ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ପିଠି ଆହତ...
୫୯ ରନ୍ରେ ଭାରତର ବିଜୟ …
ସିଆଲହଟ,୮।୧୦ : ମହିଳା ଏସିଆ କପରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଭାରତ ପଞ୍ଚମ ମ୍ୟାଚରେ ବାଂଲାଦେଶକୁ ୫୯ ରନରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି...
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୬୦ ରନ୍ …
ସିଆଲହଟ,୮।୧୦ : ମହିଳା ଏସିଆ କପରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ବାଂଲାଦେଶର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆ ଏହି ମ୍ୟାଚ ଜିତି ବିଜୟ ଟ୍ରାକକୁ ଫେରିବାକୁ ଚାହୁଁଛି । ସିଆଲହଟ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ...
ଗାଙ୍ଗୁଲିଙ୍କ ପରେ ସଭାପତି ଦୌଡରେ ରୋଜର୍ ବିନି
ନୂଆଦିଲ୍ଲୀ,୮।୧୦: ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରେ ରୋଜର୍ ବିନି ବିସିସିଆଇର ପରବର୍ତ୍ତୀ ସଭାପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୧୮ ତାରିଖରେ ବିସିସିଆଇ ସଭାପତି ନେଇ ନିର୍ବାଚନ ହେବ। ୨୦୧୯...
ବିକାଶ ପତି ବିସିସିଆଇ ମ୍ୟାଚ ରେଫରି
ଭୁବନେଶ୍ୱର, ୮ା୧୦(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ବର୍ତ୍ତମାନ ସିନିୟର ଚୟନ କମିଟି ସଦସ୍ୟ ବିକାଶ ସ୍ବରୂପ ପତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ମ୍ୟାଚ ରେଫରି ହୋଇଛନ୍ତି। ବିସିସିଆଇ ପକ୍ଷରୁ ମ୍ୟାଚ ରେଫରି କୋର୍ସ...
Archives


