ଟସ୍ ଜିତି ବୋଲିଂ ନେଲା ସିଏସକେ
ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ତମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲର୍ସ (ଆରଆର) ମଧ୍ୟରେ ଖେଳାଯାଉଛି। ତେବେ ମ୍ୟାଚରେ ସିଏସକେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…
ଚେନ୍ନାଇରେ ସିଏସକେ-ଆରଆର ଲଢ଼େଇ…
ନୂଆଦିଲ୍ଲୀ,୧୨।୪ : ଜୋସ ବଟଲର୍ ଏବଂ ଯଶସ୍ବୀ ଜୈସୱାଲଙ୍କ ରାଜସ୍ଥାନ ରୟାଲର୍ସ (ଆରଆର) ଦଳର ଓପନିଂ ଯୋଡି ଆଇପିଏଲ ସିରିଜ ୧୬ର ୧୭ତମ ମ୍ୟାଚରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ସ୍ପିନ ବୋଲରଙ୍କର ସମ୍ମୁଖୀନ ହେବେ।…
ରାଜ୍ୟରେ ୨୨ ନୂତନ ହକି ପ୍ରଶିକ୍ଷଣ କେନ୍ଦ୍ର
ଭୁବନେଶ୍ୱର, ୧୨ା୪ (ସ୍ପୋଟର୍ସ ବ୍ୟୁରୋ): ହକି ପ୍ରତି ରହିଥିବା ଭଲପାଇବା ପାଇଁ ଓଡ଼ିଶାରେ ଆଉ ୨୨ଟି ହକି ପ୍ରଶିକ୍ଷଣ ସେଣ୍ଟର(ଏଚ୍ଟିସି) ସ୍ଥାପନ କରାଯାଇଛି। ତୃଣମୂଳ ସ୍ତରରୁ ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ…
ଭାରତୀୟ ଦଳରେ ଓଡ଼ିଶାରୁ ୪
ବେଙ୍ଗାଲୁରୁ, ୧୨ା୪ (ସ୍ପୋଟର୍ସ ବ୍ୟୁରୋ): କ୍ରିକେଟ ଆସୋସିଏଶନ ଫର୍ ଦି ବ୍ଲାଇଣ୍ଡ୍ ଇନ୍ ଇଣ୍ଡିଆ (ସିଏବିଆଇ) ଦ୍ୱାରା ପ୍ରଥମ ଥର ଭାରତର ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶା ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ…
ସୁନ୍ଦରଗଡ଼, ଇକୋର୍ସା, କଟକ-ବି ବିଜୟୀ
ଭୁବନେଶ୍ୱର, ୧୨ା୪ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍ଭର-ଏ ଗ୍ରୁପ୍ର ୩ଟି ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋର୍ସା, ସୁନ୍ଦରଗଡ ଓ କଟକ-ବି…
ଭାରତୀୟ ବାଳିକା, ବାଳକ ଯୋଡ଼ି ସେମିରେ
ଭୁବନେଶ୍ୱର, ୧୨।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍ ଏସିଆନ ୧୪ ବର୍ଷରୁ କମ୍ ଡେଭଲପମେଣ୍ଟ ଚାମ୍ପିୟନଶିପ୍ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ଉଭୟ ବାଳିକା ଓ ବାଳକ ଡବଲ୍ସ ସେମିଫାଇନାଲରେ ଭାରତୀୟ ଯୋଡ଼ି ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ…
ଷ୍ଟାଡିୟମ ଅପ୍ଗ୍ରେଡ୍ କରିବ ବିସିସିଆଇ
ନୂଆଦିଲ୍ଲୀ, ୧୨ା୪(ପି.ଟି.): ଆସନ୍ତା ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଦର୍ଶକମାନେ ଷ୍ଟାଡିୟମକୁ ନେଇ କରୁଥିବା ଅଭିଯୋଗକୁ ଦୂର କରିବା ପାଇଁ ବିସିସିଆଇ ଅଣ୍ଟା ଭିଡିଛି। ୫ଟି ମୁଖ୍ୟ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ୫୦୦…
୬ ୱିକେଟରେ ଜିତିଲା ଏମଆଇ…
ନୂଆଦିଲ୍ଲୀ,୧୧।୪ : ଆଇପିଏଲ ସିରିଜ ୧୬ର ୧୬ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୬ ୱିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୭୩ ରନ ଲକ୍ଷ୍ୟର ପିଛା କରି ଏମଆଇ ୨୦ ଓଭରରେ ୪…
ଏମଆଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା ଡିସି…
ନୂଆଦିଲ୍ଲୀ,୧୧।୪ : ଆଇପିଏଲ ସିରିଜ ୧୬ର ୧୬ ତମ ମ୍ୟାଚ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ…
ଟସ ଜିତିଲା ଏମଆଇ: ପ୍ରଥମେ ବୋଲିଂ…
ନୂଆଦିଲ୍ଲୀ,୧୧।୪ : ଆଇପିଏଲ ସିରିଜ ୧୬ର ୧୬ ତମ ମ୍ୟାଚ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ…
ବିଜୟ ଲକ୍ଷ୍ୟରେ ଦିଲ୍ଲୀ-ମୁମ୍ବାଇ
ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମଙ୍ଗଳବାର ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମଠାରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)ମୁହାଁମୁହିଁ ହେବେ। ଉଭୟ ଟିମ୍ ଏ ପର୍ଯ୍ୟନ୍ତ ବିଜୟ ଖାତା ଖୋଲି ପାରିନାହାନ୍ତି। ଦିଲ୍ଲୀ ୩ଟି ମ୍ୟାଚ ଖେଳି ୩ଟିରେ…
ପ୍ରୀତିଶା, ଆୟୁଷ୍ମାନ୍ ଚାମ୍ପିୟନ
ଭୁବନେଶ୍ୱର,୧୧।୪(କ୍ରୀଡ଼ା ପ୍ରତିନିଧି): କୋରାପୁଟର ସର୍ବୋଦୟ କମ୍ପ୍ଲେକ୍ସରେ ୧୭ ବର୍ଷରୁ କମ୍ (ବାଳିକା ଓ ବାଳକ)ରାଜ୍ୟସ୍ତରୀୟ ଚେସ୍ ଚାମ୍ପିୟନ୍ଶିପ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୩୩ ବାଳିକା ଓ ୫୨ ବାଳକ ଅଂଶଗ୍ରହଣ କରିଥିଲେ। ବାଳିକା ବର୍ଗରେ ପ୍ରୀତିଶା…

