ରାଶିଫଳ: ଶନିବାର, ଜୁଲାଇ ୧୭ ତାରିଖ – Daily Horoscope
ମେଷ ଆଜି ଆପଣ ସ୍ଥିର ଭାବରେ କୌଣସି ସ୍ଥାନରେ ଦୀର୍ଘ ସମୟ ରହି ପାରିବେ ନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କାର୍ଯ୍ୟସାଧିତ ହେବ। କୌଣସି କାମ ସକାଶେ ଈର୍ଷାପରାୟଣ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ…
ରାଶିଫଳ: ଶୁକ୍ରବାର, ଜୁଲାଇ ୧୬ ତାରିଖ – Daily Horoscope
ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥାନ ହେତୁ ଆଜି ସକାଳୁ ସକାଳୁ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରି ପାରନ୍ତି। କର୍ମସ୍ଥ ସ୍ବଗୃହୀ ଶନିଙ୍କ ଯୋଗୁଁ ଅଫିସରେ କଅଁଳ କଥା କହି…
ରାଶିଫଳ: ଗୁରୁବାର, ଜୁଲାଇ ୧୫ ତାରିଖ – Daily Horoscope
ମେଷ ଆଜି ଚନ୍ଦ୍ର କୋଣ ଭାବରେ ଥିବାରୁ ନିକଟରେ ରହୁ ନଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ଶୁକ୍ର ଓ ମଙ୍ଗଳ ଚତୁର୍ଥସ୍ଥ ହେତୁ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ଅଫିସରେ ପ୍ରିୟ କଥା କହି ସମସ୍ୟାକୁ…
ରାଶିଫଳ: ବୁଧବାର, ଜୁଲାଇ ୧୪ ତାରିଖ – Daily Horoscope
ମେଷ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା କାରଣରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ, କିନ୍ତୁ ସମସ୍ୟା ଲାଗିରହିବ। ଆଲୋଚନା ପରିସରରେ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ…
ରାଶିଫଳ: ମଙ୍ଗଳବାର, ଜୁଲାଇ ୧୩ ତାରିଖ – Daily Horoscope
ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ। ଅସୁବିଧାରେ ପଡ଼ିଥିବା ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…
ରାଶିଫଳ: ସୋମବାର, ଜୁଲାଇ ୧୨ ତାରିଖ – Daily Horoscope
ମେଷ ଆଜିର ଯାତ୍ରା, ବାଣିଜ୍ୟ, ସଭାସମିତି, ବନ୍ଧୁମିଳନ, ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ ଜଣେ ବନ୍ଧୁ ସହଯୋଗ କରିବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦୌରାମତ୍ୟ ଅସହ୍ୟ ହେବାର ସୂଚନା ରହିଛି। ବ୍ୟବସାୟୀମାନଙ୍କ ମଧ୍ୟରେ…
ରାଶିଫଳ: ରବିବାର, ଜୁଲାଇ ୧୧ ତାରିଖ – Daily Horoscope
ମେଷ ଆଜିର ଅପୂର୍ବ ଗ୍ରହଯୋଗ ପାରିବାରିକ, ସାମାଜିକ, ଆନୁଷ୍ଠାନିକ କାମରେ ଉତ୍ସାହିତ କରିବ। ଚତୁର୍ଥଭାବସ୍ଥ ଗ୍ରହ ପ୍ରଭାବରୁ ବନ୍ଧୁ ଗହଣରେ ସମୟ କଟାଇବେ। କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି କିମ୍ବା ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ…
ରାଶିଫଳ: ଶନିବାର, ଜୁଲାଇ ୧୦ ତାରିଖ – Daily Horoscope
ମେଷ ଆଜି ଦ୍ୱିଜାନକ୍ଷତ୍ର ପୂର୍ବ ପରିକଳ୍ପିତ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଗହଣରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ। କରଜଦାତାଙ୍କ ଚାପ ବୃଦ୍ଧି କାରଣରୁ ସମସ୍ୟା ଭିତରେ ଉବୁଟୁବୁ ହୋଇପାରନ୍ତି। ଆଲୋଚନା, ସଭାସମିତି, କଳା-ସାହିତ୍ୟରେ…
ରାଶିଫଳ: ଶୁକ୍ରବାର, ଜୁଲାଇ ୯ ତାରିଖ – Daily Horoscope
ମେଷ ଆଜି ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅଟକି ରହିବନାହିଁ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ନୂତନ ଯାନ୍ତ୍ରିକ ଜିନିଷ…
ରାଶିଫଳ: ଗୁରୁବାର, ଜୁଲାଇ ୦୮ ତାରିଖ – Daily Horoscope
ମେଷ ଆଜି ହଠାତ୍ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ। ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। ଭୁଲ୍ ବୁଝାମଣା କାରଣରୁ କୌଣସି…
ରାଶିଫଳ: ବୁଧବାର, ଜୁଲାଇ ୦୭ ତାରିଖ – Daily Horoscope
ମେଷ ଆଜି ଆପଣଙ୍କୁ ବନ୍ଧୁମାନଙ୍କ ସହ ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ଗୁରୁଜନଙ୍କ ପରାମର୍ଶ କ୍ରମେ ସକାଳୁ ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ । ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ। କୌଣସି ପରିସ୍ଥିତିରେ…
ରାଶିଫଳ: ମଙ୍ଗଳବାର, ଜୁଲାଇ ୦୬ ତାରିଖ – Daily Horoscope
ମେଷ କାର୍ଯ୍ୟସିଦ୍ଧି କାରଣରୁ ମାନସିକ ପ୍ରଫୁଲ୍ଲତା ଅକ୍ଷୁଣ୍ଣ ରହିବ। ଧନସ୍ଥାନରେ ରାହୁ ଚନ୍ଦ୍ର ଅର୍ଥହାନି, ବୃଥା କଳହର କାରଣ ହୋଇପାରେ। ବନ୍ଧୁମାନଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି,…
Archives


