ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୩ ତାରିଖ – Daily Horoscope
ମେଷ ଆଜି ବନ୍ଧୁଙ୍କ ସହ ଯୋଜନାରମ୍ଭ ସମ୍ବନ୍ଧୀୟ ଆଲୋଚନା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଦୂରଯାତ୍ରା ଓ ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ବିଷୟରେ ଯୋଜନା କରିବେ। ରୋଗୀର ଆରୋଗ୍ୟ ସକାଶେ, ଋଣ ପରିଶୋଧ ପାଇଁ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ। ପିଲାଙ୍କ ଅସୁବିଧା…
ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨ ତାରିଖ – Daily Horoscope
ମେଷ ଆଜି ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ଫଳ ମିଳିବ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ; ଅବଶ୍ୟ ବନ୍ଧୁ ସାହାଯ୍ୟ କରିବେ। ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ସମ୍ଭାବନା ରହିଛି।…
ରାଶିଫଳ: ବୁଧବାର, ସେପ୍ଟେମ୍ବର ୧ ତାରିଖ – Daily Horoscope
ମେଷ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ସମ୍ପର୍କୀୟଙ୍କ ମନରେ ଦୁଃଖ ଦେଇପାରେ। ଦୂରଦର୍ଶିତାବିହୀନ କାର୍ଯ୍ୟ କରିବା ଓ ପୁରାତନ ରୋଗପୀଡ଼ା ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି। ଫେରନ୍ତା ବାଟରେ ଜଣେ ନୀଚ ଜାତିର ଲୋକ ପ୍ରତିବନ୍ଧକ ସୃଷ୍ଟି କରି…
ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୩୧ ତାରିଖ – Daily Horoscope
ମେଷ ମନ ଭଲ ନ ଥିବାରୁ ଆଜି ଗୁଡ଼ାଏ କଥା ଚିନ୍ତାକରି ମନକୁ ବିଷାକ୍ତ କରିପାରନ୍ତି। ଅସ୍ବାଭାବିକ ଚିନ୍ତାଧାରା ସୃଷ୍ଟି କରି ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ନିରୁତ୍ସାହିତ ରହିବେ। ଗୃହ, ଭୂମି, ଗାଡ଼ି ପ୍ରଭୃତିକୁ କେନ୍ଦ୍ରକରି…
ରାଶିଫଳ: ସୋମବାର , ଅଗଷ୍ଟ ୩୦ ତାରିଖ – Daily Horoscope
ମେଷ କୃତ୍ତିକା ନକ୍ଷତ୍ର ସହକର୍ମୀଙ୍କ ସହ ଝଗଡ଼ା ଅଥବା ଋଣ କିମ୍ବା ବାଣିଜ୍ୟରେ ପ୍ରତିବନ୍ଧକଜନିତ ଚିନ୍ତିତ ରହିବେ। ସ୍ବାସ୍ଥ୍ୟ ବିଶେଷ ଭଲ ରହିବ ନାହିଁ ଏବଂ ପୁରାତନ ରୋଗୀ ହଇରାଣ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥା ଗୁଡ଼ିକ ଠିକ୍ ଥିଲେ ମଧ୍ୟ…
ରାଶିଫଳ: ରବିବାର, ଅଗଷ୍ଟ ୨୯ ତାରିଖ – Daily Horoscope
ମେଷ ଆଜି ଆପଣ ପାରିବାରିକ ସ୍ନେହ ଶ୍ରଦ୍ଧା ଓ ଆଦର ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି। କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସୁଫଳ ମିଳିବ।…
ରାଶିଫଳ: ଶନିବାର, ଅଗଷ୍ଟ ୨୮ ତାରିଖ – Daily Horoscope
ମେଷ ଆଜି ଜନ୍ମ ଚନ୍ଦ୍ର ସଙ୍ଗକୁ ସ୍ବଗୃହୀ ଶନି ହେତୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସରଳୀକୃତ ରହିବ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ…
ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୭ ତାରିଖ – Daily Horoscope
ମେଷ ସପ୍ତମାଧିପତି ଦ୍ୱାଦଶସ୍ଥାନକୁ ଦେଖୁଥିବାରୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ସ୍ବଗୃହୀ ଶନିଙ୍କ ପ୍ରଭାବରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିବା ସଙ୍ଗକୁ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ନିଜେ ରହୁଥିବା ପରିସରରେ ଇଚ୍ଛା…
ରାଶିଫଳ: ଗୁରୁବାର, ଅଗଷ୍ଟ ୨୬ ତାରିଖ – Daily Horoscope
ମେଷ ବନ୍ଧୁଭାବାଧିପତି କୋଣଭାବସ୍ଥ ହେତୁ ବନ୍ଧୁଙ୍କ ପରାମର୍ଶ କିମ୍ବା ସାହାଯ୍ୟରୁ କାମ ହାସଲ କରିପାରିବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହୋଇପାରନ୍ତି। ପରିବାରରେ ଜମିଜମା ସମ୍ବନ୍ଧୀୟ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ବ୍ୟବସାୟ କିମ୍ବା ପରିବହନରେ ସାଧାରଣ ଘଟଣାକୁ…
ରାଶିଫଳ: ବୁଧବାର, ଅଗଷ୍ଟ ୨୫ ତାରିଖ – Daily Horoscope
ମେଷ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେବାର ଆଶଙ୍କା ମଧ୍ୟ ରହିଛି। କିନ୍ତୁ ଆତ୍ମୀୟ କିମ୍ବା ଅନ୍ତରଙ୍ଗ ବନ୍ଧୁଙ୍କ ସାହାଯ୍ୟର ହାତ ଆପଣଙ୍କ ନିକଟକୁ ଲମ୍ବି ଆସିପାରେ।…
ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୪ ତାରିଖ – Daily Horoscope
ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଅର୍ଥ ଓ ସମ୍ମାନ ପାଇବେ। ସତର୍କତା ଅଭାବରୁ ଧନହାନି ସୂଚନା ରହିଛି। ବିଜାତୀୟ ବ୍ୟକ୍ତିର ଶତ୍ରୁତା ହେତୁ କର୍ମକ୍ଷେତ୍ରରେ କୌଣସି କାମ ଶୃଙ୍ଖଳିତ ହୋଇପାରିବ ନାହିଁ। ଅବଶ୍ୟ ଆଜିର ବ୍ୟବସାୟ କ୍ଷେତ୍ର, କଳା, ସାହିତ୍ୟ,…
ରାଶିଫଳ: ସୋମବାର, ଅଗଷ୍ଟ ୨୩ ତାରିଖ – Daily Horoscope
ମେଷ ସାମାନ୍ୟ ଡିପ୍ରେସନ ଲାଗି ରହିଲେ ମଧ୍ୟ କୌଣସି କାମ ଅସମ୍ପୂର୍ଣ୍ଣ ରହିବ ନାହିଁ। କର୍ମକ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା…
Archives


