ରାଶିଫଳ: ଶୁକ୍ରବାର, ଜାନୁୟାରୀ ୬ ତାରିଖ – Daily Horoscope
ମେଷ ଆଜି ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ହେତୁ ଦିନଟି ସୌଭାଗ୍ୟ ପ୍ରଦାୟକ ହେବ। ମତପାର୍ଥକ୍ୟଜନିତ ପାରିବାରିକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ରହିପାରେ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ପଡୋଶୀ କିମ୍ବା…
ରାଶିଫଳ: ଗୁରୁବାର, ଜାନୁୟାରୀ ୫ ତାରିଖ – Daily Horoscope
ମେଷ ଆଜି ମନ ବୁଝିଲାଭଳି କଥା କହି ଅନ୍ୟକୁ ଆପଣାର କରିପାରିବେ। ଶିଳ୍ପ, ବାଣିଜ୍ୟ, ପରିବହନ, ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ବନ୍ଧୁମିଳନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ସମସ୍ୟାର ସମାଧାନ ଦିଗରେ ନିୟୋଜିତ ହୋଇପାରନ୍ତି। କୌଣସି…
ରାଶିଫଳ: ବୁଧବାର, ଜାନୁୟାରୀ ୪ ତାରିଖ – Daily Horoscope
ମେଷ ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକୁ ପୁଣି ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତ୍ତିକା ନକ୍ଷତ୍ର ବନ୍ଧୁ ମାନଙ୍କ ପରାମର୍ଶକୁ ସମ୍ମାନ ଦେଇ କାମରେ ଲଗାଇ ପାରନ୍ତି। ଦକ୍ଷତାର ସହ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବାରେ…
ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୩ ତାରିଖ – Daily Horoscope
ମେଷ ଆଜି ରବିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅର୍ଥ ଓ ବୈଷୟିକ ସୁଖ ସମୃଦ୍ଧି ଦିଗରେ ନୂତନ ପଦକ୍ଷେପ ନେଇପାରନ୍ତି। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।…
ରାଶିଫଳ: ସୋମବାର, ଜାନୁୟାରୀ ୨ ତାରିଖ – Daily Horoscope
ମେଷ ଆଜି ଦ୍ୱିଜା ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣଙ୍କ କଥା ଓ ବ୍ୟବହାରରେ ହସ ଉକୁଟି ଉଠିବ। ସକାଳୁ ଯାତ୍ରା ପ୍ରୀତିପ୍ରଦ ରହିବ ଏବଂ ଯେଉଁ କାମରେ ବାହାରିଛନ୍ତି ତାହା ଅବଶ୍ୟ ଫଳପ୍ରଦ ହେବ। ବନ୍ଧୁ କିମ୍ବା ସହକର୍ମୀଙ୍କ ନିକଟରୁ ଆର୍ଥିକ…
ରାଶିଫଳ: ରବିବାର, ଜାନୁୟାରୀ ୧ ତାରିଖ – Daily Horoscope
ମେଷ ଆଜି କର୍ମକ୍ଷେତ୍ରରେ ଶୁକ୍ର ଓ ଶନିଙ୍କ ସଂଯୋଗ ହେତୁ ବନ୍ଧୁମିଳନ ସହ ମର୍ଯ୍ୟାଦାଜନକ ସ୍ଥିତିରେ ରହିବେ। ରାହୁଯୁକ୍ତ ଶ୍ରୀଚନ୍ଦ୍ର କେତୁ ନକ୍ଷତ୍ରସ୍ଥ ହେତୁ ମାନସିକ ଅସ୍ଥିରତା ଲାଗି ରହିବ। ବିଳାସବ୍ୟସନ ଓ ମନୋରଞ୍ଜନ ମାଧ୍ୟମରେ ଦିନଟି ଉପଭୋଗ୍ୟ ହେବ। ସାମାଜିକ…
ରାଶିଫଳ: ଶନିବାର, ଡିସେମ୍ବର ୩୧ ତାରିଖ – Daily Horoscope
ମେଷ ଆଜି ଦିନଟି ହସ, ଖୁସି ଓ ଆନନ୍ଦ ମଧ୍ୟରେ ଅତିବାହିତ ହେବ। ଆଜିର ପ୍ରତ୍ୟୁଷ ଯାତ୍ରା,ମାଙ୍ଗଳିକ କାମରେ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ। ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ରହିଯାଇଥିବା କାମକୁ…
ରାଶିଫଳ: ଶୁକ୍ରବାର, ଡିସେମ୍ବର ୩୦ ତାରିଖ – Daily Horoscope
ମେଷ ଧନସ୍ଥାନରେ ମଙ୍ଗଳ ହେତୁ ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ଘରର ବାକି କାମକୁ ଅଗ୍ରାଧିକାରଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବାଧ୍ୟ ହେବେ। ସବିଶେଷ ଆଲୋଚନା ପୂର୍ବକ ପୂର୍ବ ସ୍ଥିରୀକୃତ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା…
ରାଶିଫଳ: ଗୁରୁବାର, ଡିସେମ୍ବର ୨୯ ତାରିଖ – Daily Horoscope
ମେଷ ଅତି ପ୍ରିୟ ବ୍ୟକ୍ତିଟିର ନିକଟ ଭବିଷ୍ୟତରେ ଅନୁପସ୍ଥିତିିର କଳ୍ପନାକରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇବେ। ଉପରିସ୍ଥଙ୍କ ନିର୍ଦ୍ଦେଶରେ କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡ଼ିବ। ଅବଶ୍ୟ ମନେ ମନେ ଚିନ୍ତା କରିଥିବା…
ରାଶିଫଳ: ବୁଧବାର, ଡିସେମ୍ବର ୨୮ ତାରିଖ – Daily Horoscope
ମେଷ ଆଜି ନିଜର ସମ୍ପର୍କୀୟମାନଙ୍କ ଦ୍ୱାରା କୌଣସି ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ଦ୍ୱିଜା ନକ୍ଷତ୍ର ବ୍ୟକ୍ତିବିଶେଷଙ୍କର ପରିବହନରେ ସମସ୍ୟା ଦୂର ହେବ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରି ମନସ୍ତାପ କରିବାକୁ ପଡ଼ିପାରେ। ଶାରୀରିକ ଓ ମାନସିକ…
ରାଶିଫଳ: ସୋମବାର, ଡିସେମ୍ବର ୨୬ ତାରିଖ – Daily Horoscope
ମେଷ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ହେତୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଅନ୍ୟମାନଙ୍କ କଥାଗୁଡ଼ିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ଅଶ୍ୱିନୀ ନକ୍ଷତ୍ରର ପାରିବାରିକ ଜୀବନରେ…
ରାଶିଫଳ: ରବିବାର, ଡିସେମ୍ବର ୨୫ ତାରିଖ – Daily Horoscope
ମେଷ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ସକାଶେ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଅସାବଧାନତା କାରଣରୁ ଅର୍ଥହାନିର ସମ୍ଭାବନା ରହିଛି। ଦିନଟିରେ କିଛି ସମୟ ଟେନ୍ସନ ଲାଗି ରହିଲେ ମଧ୍ୟ ପରକ୍ଷଣରେ…
Archives


