ଫଟୋରେ ଖବର

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି।

ଜନ୍ମାଷ୍ଟମୀ ଉପଲକ୍ଷେ ରାଧାକୃଷ୍ଣଙ୍କ ଦର୍ଶନ ନିମନ୍ତେ ନୟାପଲ୍ଲୀ ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି

ଜନ୍ମାଷ୍ଟମୀ ଉପଲକ୍ଷେ ରାଧାକୃଷ୍ଣଙ୍କ ଦର୍ଶନ ନିମନ୍ତେ ନୟାପଲ୍ଲୀ ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି।

ରାଜୀବ ଗାନ୍ଧୀ ଜୟନ୍ତୀ ପାଳିତ

ରାଜୀବ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ୟୁନିଟ- ୫ସ୍ଥିତ ରାଜୀବ ଭବନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି।

ସମୂହ ନମାଜ ପାଠ

ପବିତ୍ର ଇଦ୍‌-ଉଲ୍‌-ଜୁହା ଅବସରରେ କଟକ ସତିଚଉରା ନିକଟ ଇଦ୍‌ଗାହଠାରେ ମୁସଲମାନମାନଙ୍କ ସମୂହ ନମାଜ ପାଠ।

ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

ଶ୍ରାବଣ ଶେଷ ସୋମବାର ମହାଦେବଙ୍କ ଦର୍ଶନଲାଗି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆ ତଥା ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଯାଉଛନ୍ତି।

ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।

ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?