ଫଟୋରେ ଖବର

ରନ୍‌ ଫର୍‌ ଆୟୁର୍ବେଦ

ଭୁବନେଶ୍ୱର,୨୫।୧୦: ଧନ୍ବନ୍ତରୀ ଜୟନ୍ତି ଅବସରରେ ଶୁକ୍ରବାର ସେଣ୍ଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ହେପାଟୋବିଲିଆରୀ ଡିସଅର୍ଡରସ୍‌ ପକ୍ଷରୁ ଏକ ମାରାଥନ ରେସ୍‌ର ଆୟୋଜନ କରାଯାଇଥିଲା। ଚତୁର୍ଥ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଆୟୋଜିତ ଏହି ମାରାଥନ୍‌ ‘ରନ୍‌ ଫର୍‌ ଆୟୁର୍ବେଦ’ର ମୁଖ୍ୟ…

ଅଲିଶାବଜାର ପୂଜାମଣ୍ଡପରେ ମହାନବମୀ ପୂଜା ଅବସରରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଏବଂ ମାଛ ଭୋଗ ବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି।

ଅଲିଶାବଜାର ପୂଜାମଣ୍ଡପରେ ମହାନବମୀ ପୂଜା ଅବସରରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଏବଂ ମାଛ ଭୋଗ ବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି।

ବିଶ୍ୱ ଓଜୋନ ଦିବସରେ କଳାକୃତି

ବିଶ୍ୱ ଓଜୋନ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିଠାରେ ଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି।

ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍‌ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।

ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍‌ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।

ଇଡ୍‌କୋଲ ଅଡିଟୋରିୟମଠାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା।

ଭୁବନେଶ୍ୱରସ୍ଥିତ ଇଡ୍‌କୋଲ ଅଡିଟୋରିୟମଠାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା।

ଟ୍ରାଫିକ୍‌ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ

କଟକ ମଧୁପାଟଣା ଟ୍ରାଫିକ୍‌ ପୋଲିସ ଷ୍ଟେଶନ ନିକଟରେ ଟ୍ରାଫିକ୍‌ ସଚେତନତା ନେଇ ବାହାରିଥିବା ଟ୍ରାଫିକ୍‌ ସଚେତନତା ରଥକୁ ଟ୍ରାଫିକ ଡିସିପି ସାଗରିକା ନାଥ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି।

କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଛି

କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିମନ୍ତେ ରଖାଯାଇଥିବା ସର୍ବଦଳୀୟ ଶୋକସଭା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିମନ୍ତେ ରଖାଯାଇଥିବା ସର୍ବଦଳୀୟ ଶୋକସଭାରେ ରାଜ୍ୟପାଳ ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?