ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ମାଷ୍ଟର ମାଇଣ୍ଡ: ସଞ୍ଜୟଙ୍କ ବଡ ଅଭିଯୋଗ
ମୁମ୍ବାଇ,୧।୯: ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ରାଜନୈତିକ ଉଷ୍ମତା ତୀବ୍ର ରହିଛି। ବିରୋଧୀ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଘେରି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶିବସେନା…
କିଏ ସ୍ବପ୍ନା ପାଟକର? ସଞ୍ଜୟ ରାଉତଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ
ମୁମ୍ବାଇ,୧।୯: ଗୋରେଗାଓଁର ପାତ୍ର ଚାୱଲଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାର ସାକ୍ଷୀ ସ୍ବପ୍ନା ପାଟକର ଏକ ଚିଠି ଲେଖିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଅତିରିକ୍ତ ନିର୍ଦ୍ଦେଶକ (ପଶ୍ଚିମ ଅଞ୍ଚଳ) କୁ ସେ ଏକ ଚିଠି ଲେଖିଛନ୍ତି ଯେ ମାମଲାର…
କୋଲକାତାରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା
କୋଲକାତା,୧ା୯: ଆର୍ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ମହିଳା ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ମମତା ସରକାର ଉପରେ ମଧ୍ୟ…
ହିମନ୍ତ ଶର୍ମାଙ୍କ ଉପରେ ତାତିଲେଣି ଭାଜପା ହାଇକମାଣ୍ଡ? ତେଜିଲାଣି ବବାଦ
ନୂଆଦିଲ୍ଲୀ,୧।୯:ଆସାମ ବିଧାନସଭାରେ ନମାଜ ପଢିବାକୁ ବନ୍ଦ କରିବା ନେଇ ରାଜନୀତି ସରଗରମ ରହିଛି। ଆସାମ ବିଧାନସଭାରେ ଶୁକ୍ରବାର ଦୁଇ ଘଣ୍ଟିଆ ନମାଜ ପଢିବା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହା ଉତ୍ପାଦନ ବୃଦ୍ଧି…
ତେଜସ୍ବୀଙ୍କ ଭିତରେ ଆସିଛି ଶାମ ପିଟ୍ରୋଡାଙ୍କ ଆତ୍ମା
ନୂଆଦିଲ୍ଲୀ,୧।୯: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଚାଇନିଜ ଭର୍ସନ ବାଲା ମନ୍ତବ୍ୟ ଉପରେ ଭାଜପା କଡା ପ୍ରତିକ୍ରିୟା ଦେଇଛି। ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ‘ସାମ ପିଟ୍ରୋଡାଙ୍କ ଆତ୍ମା’ ତେଜସ୍ବୀ ଯାଦବଙ୍କ ଭିତରେ ପ୍ରବେଶ କରିଛି। ବାସ୍ତବରେ ତେଜସ୍ବୀ ଶନିବାର…
ଘଟଣା ପରେ ଚେତିଲା କୋଲକାତା ପୋଲିସ, ନେଲା ବଡ଼ ନିଷ୍ପତ୍ତି, ଚାକିରିରୁ ହେବେ ବିଦା…
କୋଲକାତା,୧।୯: କୋଲକାତା କାଣ୍ଡ ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ୧୯ ଦିନ ଧରି ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ ଲଗାତାର ଜେରା କରୁଛି। ସେ ନ୍ୟାୟିକ ହେପାଜତରେ ଅଛନ୍ତି।…
ପଦ ଛାଡ଼ିଲେ କେସି ତ୍ୟାଗୀ
ପାଟ୍ନା,୧ା୯: ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ ରବିବାର ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲେଖିଥିବା ପତ୍ରରେ ତ୍ୟାଗୀ ତାଙ୍କ ଇସ୍ତଫା ପାଇଁ ବ୍ୟକ୍ତିଗତ କାରଣ ଉଲ୍ଲେଖ କରିଛନ୍ତି। ତେବେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର…
ଆଜିଠାରୁ ଲାଗୁ ହେଲା ୫ ନୂଆ ନିୟମ, ଖାଉଟିଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ, ଜାଣି ନିଅନ୍ତୁ ନ ହେଲେ ପସ୍ତେଇବେ…
ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ୧ ୨୦୨୪ ଅର୍ଥାତ ଆଜିଠାରୁ ଦେଶରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ନିୟମ…
ଗୋଟିଏ ଦିନ ପାଇଁ ବନ୍ଦ ରହିବ ଗେଟ୍ଓ୍ବେ ଅଫ୍ ଇଣ୍ଡିଆ, ଜାଣନ୍ତୁ କାରଣ
ମୁମ୍ବାଇ,୧ା୯: ଲୋକଙ୍କ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଗେଟ୍ ଓ୍ବେ ଅଫ୍ ଇଣ୍ଡିଆ ବା ଇଣ୍ଡିଆ ଗେଟ୍। ରବିବାର ସକାଳ ୧୦ଟାଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିବ। ଏହାର କାରଣ ହେଉଛି ମହାବିକାଶ ଅଗାଡ଼ିଙ୍କ…
ମାଲୟାଲମ୍ ସିନେମାର କଳା ଅଧ୍ୟାୟ: ଗୁପ୍ତ କ୍ୟାମେରାରେ ହେଉଥିଲା ନଗ୍ନ ଭିଡିଓ
ଥିରୁଭାନନ୍ଥପୁରମ୍,୧ା୯: ଜଷ୍ଟିସ୍ ହେମା କମିଟି ରିପୋର୍ଟ ମାଲୟାଲମ୍ ଚଳଚ୍ଚିତ୍ର ଶିଳ୍ପର ପାଣ୍ଡୋରା ବାକ୍ସ ଖୋଲିଥିବାବେଳେ ଅଭିନେତ୍ରୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ନୂଆ ନୂଆ ଘଟଣା ପ୍ରତିଦିନ ପ୍ରଘଟ ହେବାରେ ଲାଗିଛି। ଖ୍ୟାତନାମା ଅଭିନେତ୍ରୀ ରାଧିକା ଶରଥକୁମାର ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ କରିବାର…
ଆନ୍ଦୋଳନ ବେଳେ ବଳ ପ୍ରୟୋଗ, କୋଲକାତା ପୋଲିସ ମୁଖ୍ୟଙ୍କୁ ଏନ୍ଏଚ୍ଆର୍ସି ନୋଟିସ
ନୂଆଦିଲ୍ଲୀ,୧ା୯ (ପି.ଟି.): କୋଲକାତାର ଆର୍.ଜି. କର ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିକରି ଛାତ୍ରୀଛାତ୍ର ଗତ ୨୭ ତାରିଖରେ ନବାନ୍ନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବାବେଳେ ସେମାନଙ୍କ ଉପରେ ବର୍ବରତା ଓ ଅତ୍ୟଧିକ ବଳ…
ରୁବିନା ଫ୍ରାନ୍ସିସ୍ଙ୍କୁ ବ୍ରୋଞ୍ଜ
ଚାଟେରକ୍ସ,୧ା୯(ପି.ଟି.): ପ୍ୟାରିସ୍ରେ ଅନୁଷ୍ଠିତ ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ପଞ୍ଚମ ପଦକ ବିଜୟୀ ହୋଇଛନ୍ତି ପିସ୍ତଲ ଶୁଟର ରୁବିନା ଫ୍ରାନ୍ସିସ୍। ଏସ୍ଏଚ୍୧ ବର୍ଗର୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ରୁବିନା ୨୧୧.୧ ପଏଣ୍ଟ ସ୍କୋର କରିବା ସହ ବ୍ରୋଞ୍ଜ…
Archives


