ଜାତୀୟ

ଦିଲ୍ଲୀକୁ ମିଳେ ସର୍ବାଧିକ ବିଧାୟକ ପାଣ୍ଠି, ଜାଣନ୍ତୁ ଓଡ଼ିଶାର ବିଧାୟକଙ୍କୁ ମିଳେ ଏତେ କୋଟି!

ନୂଆଦିଲ୍ଲୀ,୯।୨: ଦିଲ୍ଲୀରେ ବିଧାନସଭା ର୍ନିବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ଦୀର୍ଘ ୨୭ବର୍ଷର ବନବାସ ପରେ ଭାଜପା ଦିଲ୍ଲୀକୁ ଫେରିଛି। ଆପଣ ଜାଣିଲେ ତାଜୁବ ହେବେ ଯେ ଦିଲ୍ଲୀରେ ସର୍ବାଧିକ ପରିମାଣର ବିଧାୟକ ପାଣ୍ଠି ମିଳିଥାଏ। ଅକ୍ଟୋବରରେ, ଆମ ଆଦମୀ ପାର୍ଟି ଦିଲ୍ଲୀ…

Milkipur by-election: ଏସ୍‌ପିକୁ ହରାଇଲା ଭାଜପା

ଅଯୋଧ୍ୟା, ୯।୨: ଉତ୍ତରପ୍ରଦେଶର ମିଲ୍କିପୁର ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି)କୁ ଶକ୍ତ ଧକ୍କା ଲାଗିଛି। ନିର୍ବାଚନରେ ଫୈଜାବାଦର ଏସ୍‌ପି ଏମ୍‌ପି ଅଓ୍ବଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦ ପରାସ୍ତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଚନ୍ଦ୍ରଭାନୁ ପାଶ୍ୱାନ ତାଙ୍କ ନିକଟତମ ପ୍ରାର୍ଥୀ ଅଜିତଙ୍କୁ…

After 27: ୨୭ ବର୍ଷ ପରେ ଭାଜପା ଦଖଲରେ ଦିଲ୍ଲୀ

ନୂଆଦିଲ୍ଲୀ,୯।୨(ପି.ଟି.): ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ଦଖଲ କରିଛି। ୧୨ ବର୍ଷ ପରେ ଦିଲ୍ଲୀ ଜନସାଧାରଣ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ…

ଦ୍ୱିତୀୟ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାକୁ ମହିଳା ହକ୍‌ଦାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୨: ଜଣେ ମହିଳାଙ୍କ ପୂର୍ବ ବିବାହ ଆଇନତଃ କାଏମ୍‌ ରହିଥିଲେ ମଧ୍ୟ ସିଆର୍‌ପିସିର ଧାରା ୧୨୫ ଅନୁଯାୟୀ ସେ ତାଙ୍କ ଦ୍ୱିତୀୟ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିବାକୁ ହକ୍‌ଦାର ବୋଲି ସୁପ୍ରମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ସତୀଶ ଚନ୍ଦ୍ର…

କିଏ ହେବ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ? CM ରେସ୍‌ରେ  BJPର ଏହି ୫ ନେତା ଆଗରେ…

ନୂଆଦିଲ୍ଲୀ,୮।୨: ଦୀର୍ଘ ୨୭ ବର୍ଷର ପ୍ରତୀକ୍ଷା ପରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଫେରିଛି । ୨୦୨୫ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିଛି। କିନ୍ତୁ ନିର୍ବାଚନ…

ଯିଏ ଲୁଟ୍‌ କରିଛି ତାକୁ ଫେରାଇବାକୁ ପଡିବ, ପ୍ରଥମ ଅଧିବେଶନରେ CAG ରିପୋର୍ଟ ଉପସ୍ଥାପିତ ହେବ: ମୋଦି

ନୂଆଦିଲ୍ଲୀ,୮।୨: ଭାଜପା ମୁଖ୍ୟାଳୟରେ ଶନିବାର ଦିଲ୍ଲୀର ବିଜୟ ଉତ୍ସବ ଆଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଯିଏ ଲୁଟ କରିଛି ତାକୁ ଫେରାଇବାକୁ ପଡିବ, ଦିଲ୍ଲୀରେ ଭାଜପା ସରକାରର ପ୍ରଥମ…

ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି AAPକୁ କଟାକ୍ଷ କଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୮।୨: ଆମ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି। ଏନେଇ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସ୍ବାତୀ ମାଲିୱାଲ ଟୁଇଟ କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି ପରୋକ୍ଷରେ କଟାକ୍ଷ…

ଶର୍ଟକଟ୍‌ ରାଜନୀତିକୁ ଶର୍ଟ ସର୍କିଟ କରିଦେଲେ ଦିଲ୍ଲୀବାସୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୨: ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଦିଲ୍ଲୀରେ କ୍ଷମତା ଦଖଲ କରିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଥିବା ବେଳେ ଭାଜପା ୪୮ ଆସନରେ ବିଜୟୀ ହୋଇଥିବା ବେଳେ…

ଏକାସହ AAPଠାରୁ ପ୍ରତିଶୋଧ ନେଇଗଲା କଂଗ୍ରେସ? ହାରିଲା ତ ହାରିଲା, କେଜ୍‌ରିଓ୍‌ବାଲଙ୍କୁ ବୁଡ଼ାଇ ଦେଲା…

ନୂଆଦିଲ୍ଲୀ,୮।୨: ୨୦୨୫ ଦିଲ୍ଲୀ ନିର୍ବାଚନରେ ଖାତା ଖୋଲିପାରିନାହିିଁ କଂଗ୍ରେସ। ହେଲେ ଦଳ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ଠାରୁ ପ୍ରତିଶୋଧ ନେଇଛି ବୋଲି ଚର୍ଚ୍ଚା ଜୋର ଧରିଛି। ଆପ୍‌ ଯୋଗୁ କଂଗ୍ରେସକୁ ଗୋଆ, ଗୁଜରାଟ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ପରାଜୟର ସାମ୍ନା କରିବାକୁ ପଡିଥିଲା।…

ମୋଦି ଦେବେ ସରପ୍ରାଇଜ୍‌ CM, ଏପଟେ ବିରୋଧୀ ଦଳ ନେତା ହେବେ…

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଆସିଛି। ପ୍ରାୟ ଏକ ଦଶନ୍ଧି ଧରି ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ର୍ନିବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଛି। ସେହି ସମୟରେ, ଭାରତୀୟ ଜନତା ପାର୍ଟିର ୨୭ବର୍ଷର…

ଦିଲ୍ଲୀ ଏବେ ମୁକ୍ତ; ସେ ଅହଂକାରୀ, ନିର୍ଲଜ, ଚରିତ୍ରହୀନ ବ୍ୟକ୍ତିଙ୍କ ପାଇଁ ସମବେଦନା ନାହିଁ: କୁମାର ବିଶ୍ୱାସ

ନୂଆଦିଲ୍ଲୀ,୮।୨:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ଉପରେ ପୂର୍ବତନ ଆପ୍‌ ନେତା ତଥା କବି କୁମାର ବିଶ୍ୱାସ କଟୁ ମନ୍ତବ୍ୟ ଦେଇଛନ୍ତି। କୁମାର ବିଶ୍ୱାସ କହିଛନ୍ତି ଯେ ଏହା ଜଣେ ଅହଂକାରୀ ନେତାଙ୍କ ପରାଜୟ। ଆପ ଦଳର…

ପୂର୍ବ ବିଧାୟକ ଭାବେ କେଜରିଓ୍ବାଲଙ୍କୁ ଏବେ କେତେ ମିଳିବ Pension, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳ ପ୍ରକାଶ ପାଇଛି। ଏଥର ଦିଲ୍ଲୀ ବିଧାନସଭା ର୍ନିବାଚନରେ ଭାଜପାର ବମ୍ପର ବିଜୟ ଦେଖିବାକୁ ମିଳିଛି। ପ୍ରାୟ ୨୬ ବର୍ଷ ପରେ, ଏବେ ଦିଲ୍ଲୀରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ଏଥର ଦିଲ୍ଲୀରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?