ଭାରତ-ପାକିସ୍ତାନକୁ ଏକାଠି କଲା ପ୍ରେମୀ ଯୁଗଳଙ୍କ ମୃତଦେହ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ/ଇସଲାମାବାଦ,୨୨।୩: ପ୍ରାୟ ୧୮ ଦିନ ପୂର୍ବେ, ବାରାମୁଲ୍ଲା ଜିଲାର ଉରିରେ ଝେଲମ ନଦୀକୁ ଏକ ପ୍ରେମୀ ଯୁଗଳ ଡେଇଁ ପଡ଼ିଥିଲେ ଏବଂ ପ୍ରବଳ ସ୍ରୋତରେ ଭାସି ଯାଇ ପାକିସ୍ତାନ ଅଧିକୃତ କଶ୍ମୀରକୁ ଚାଲିଯାଇଥିଲେ। ଏବେ ପାକିସ୍ତାନ ଏହି ପ୍ରେମୀ ଯୁଗଳଙ୍କ ମୃତଦେହ…
ନାଗପୁର ହିଂସା କ୍ଷୟକ୍ଷତିର ମୂଲ୍ୟ ଦଙ୍ଗାକାରୀଙ୍କଠାରୁ ଆଦାୟ କରାଯିବ, ଫଡ଼ନାଭିସଙ୍କ ଆକ୍ସନ ପ୍ଲାନ ପ୍ରସ୍ତୁତ
ମୁମ୍ବାଇ,୨୨।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଶନିବାର ନାଗପୁର ପୋଲିସ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ନାଗପୁର ହିଂସା ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ କହିବାକୁ ଗଲେ, ଫଡନଭିସ କହିଛନ୍ତି ଯେ ସୋସିଆଲ…
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢିଲା DA, ଏପ୍ରିଲ ୧ରୁ ଖାତାକୁ ଆସିବ…
ନୂଆଦିଲ୍ଲୀ,୨୨।୩: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ଶୁକ୍ରବାର ତ୍ରିପୁରା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାକୁ ଘୋଷଣା…
ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍
ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ କରାଯାଇଛି।…
‘ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆମକୁ ଦଣ୍ଡିତ କରା ନ ଯାଉ’, ଡିଲିମିଡେଶନକୁ ନେଇ ଚେନ୍ନାଇରେ ଏକଜୁଟ ହେଲେ ବିରୋଧୀ
ଚେନ୍ନାଇ,୨୨।୩: ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଚେନ୍ନାଇରେ ବିରୋଧୀ ନେତାମାନଙ୍କର ଏକ ବୈଠକ ଡାକିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ…
ପ୍ରଥମଥର ଭିଡିଓ ଜାରି କରି ମୋଦିଙ୍କ ବିରୋଧରେ ଗର୍ଜିଲେ ନବୀନ, କହିଦେଲେ ଏମିତି…
ନୂଆଦିଲ୍ଲୀ,୨୨।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି (JAC)ର ପ୍ରଥମ ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଅଧ୍ୟକ୍ଷତା କରି, ଏମ.କେ. ଷ୍ଟାଲିନ…
ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନବୀନ, ଆଉ କିଛିସମୟ ପରେ ବଡ଼ ଘୋଷଣା!
ନୂଆଦିଲ୍ଲୀ,୨୨।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି (JAC)ର ପ୍ରଥମ ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଅଧ୍ୟକ୍ଷତା କରି, ଏମ.କେ. ଷ୍ଟାଲିନ…
ମୋଦିଙ୍କ ବିରୋଧରେ ହୋଇଗଲା ବଡ଼ ଡିଲ୍, କଂଗ୍ରେସ-ବିଜେଡି ଏକାଠି!
ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୩: ମୋଦିଙ୍କ ବିରୋଧରେ ବିଜେଡି କରିବ ବଡ଼ ପ୍ଲାନ। ଇଣ୍ଡିଆ ମେଣ୍ଟ ସହ ମିଶି ଭାଜପା ବିରୋଧରେ ମଇଦାନକୁ ଓହ୍ଲାଇବ ବିଜେଡି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ…
ନିଆଁ ଫିଟାଇଲା ବିଚାରପତିଙ୍କ ଗୁମର
ନୂଆଦିଲ୍ଲୀ,୨୨।୩:ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ସ୍ବତନ୍ତ୍ର ସମ୍ମାନ ରହି ଆସିଥିବାବେଳେ ବିଚାର ବ୍ୟବସ୍ଥାର ଗରିମା ନଷ୍ଟ କଲା ଭଳି ଏକ ସଦ୍ୟ ଘଟଣା ଏହାକୁ ଉଣା କରିଦେଇଛି। ହୋଲି ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ୟଶଓ୍ବନ୍ତ ବର୍ମାଙ୍କ ସରକାରୀ ବାସଭବନକୁ ନିଅଁା…
ଭାଜପାରେ ଯୋଗଦେବେ ଶଶି ଥରୁର! ଫଟୋ ଶେୟାର କରି ବୈଜୟନ୍ତ ପଣ୍ଡା କହିଲେ, ଶେଷରେ…
ଥିରୁଭାନନ୍ତପୁରମ,୨୨।୩: ଥିରୁଭାନନ୍ତପୁରମର କଂଗ୍ରେସ ଏମ୍ପି ଶଶି ଥରୁର ଗତ କିଛି ଦିନ ଧରି ମୋଦି ସରକାରଙ୍କୁ ପ୍ରଶଂସା କରିଆସୁଛନ୍ତି। ସେ ଏପରି ଅନେକ ବକ୍ତବ୍ୟ ଦେଇଥିଲେ ଯାହା ଦଳୀୟ ଲାଇନ ବିରୋଧରେ ଥିଲା। ସେ ଏହା ବିଷୟରେ ଦୁଃଖ ମଧ୍ୟ ପ୍ରକାଶ…
ଆଜି ରାତି ୮ଟା ୩୦ରୁ ଘଣ୍ଟାଏ ଲାଇଟ ବନ୍ଦ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୨/୩: ୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍ ଲାଇଟ୍ଗୁଡ଼ିକୁ ବନ୍ଦ…
ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା, ବ୍ୟାଙ୍କ୍ ଠାରୁ ସ୍କୁଲ ପର୍ଯ୍ୟନ୍ତ ଜାଣନ୍ତୁ କ’ଣ ଖୋଲା ଓ ବନ୍ଦ
ନୂଆଦିଲ୍ଲୀ,୨୧।୩: ଆସନ୍ତାକାଲି ଚକ-ଅଖ ସବୁ ବନ୍ଦ । ଗତ ମାସରେ ସୀମାନ୍ତବର୍ତ୍ତୀ ଜିଲ୍ଲା ବେଲାଗାଭିରେ ମରାଠି ନ ଜାଣିବା କାରଣରୁ ଜଣେ ସରକାରୀ ବସ କଣ୍ଡକ୍ଟରଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ, ବିଭିନ୍ନ କନ୍ନଡ ସମର୍ଥକ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବା ଏକ…

